Excuse Me Odisha

ଯାହା କହିବୁ ସତ କହିବୁ

ଆଜି ରାମନବମୀରେ ଚାରୋଟି ରାଶି ହେବେ କୋଟିପତି । ବଢ଼ିବ ଆର୍ଥିକ ଲାଭ ।

ସେୟାର୍ କରନ୍ତୁ

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ରାମନବମୀ ଠାରୁ କେଉଁ ରାଶି ଗୁଡ଼ିକର ଭାଗ୍ୟ ବଦଳିବାକୁ ଯାଉଛି । ଚୈତ୍ର ମାସର ଶୁକ୍ଳ ପକ୍ଷର ନବମୀ ତିଥିରେ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ହୋଇଥିଲା । ଏହି ଦିନକୁ ଅତ୍ୟନ୍ତ ଖାସ ମାନା ଯାଇଥାଏ ଏବଂ ଚଳିତ ବର୍ଷ ରାମନବମୀରେ ଅନେକ ଖାସ ଯୋଗ ପଡ଼ିବାକୁ ଯାଉଛି । ଯେଉଁ କାରଣରୁ ଛଅଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏମାନେ କୋଟିପତି ହେବାକୁ ଯାଉଛନ୍ତି । ତେବେ ଚାଲନ୍ତୁ ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଜାଣିନେବା ।

୧ . ବୃଷ ରାଶି:-

ଏହି ରାଶିର ବ୍ୟକ୍ତିଙ୍କର ଅପାର ସଫଳତା ମିଳିବାର ଯୋଗ ରହିଛି । ଆପଣଙ୍କ ଘରେ ସୁଖ ସମୃଦ୍ଧି ଧନ ବୈଭବ ବଢ଼ିବ । ବେରୋଜଗାର ମାନଙ୍କୁ ଭଲ ଚାକିରୀ ଯୋଗ ମିଳିବାକୁ ଯାଉଛି । ସାମାଜିକ କାର୍ଯ୍ୟ କରିବାରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ । ଆପଣଙ୍କ ଦ୍ୱାରା କାହାକୁ ଦିଆଯାଇଥିବା ଧନ ଫେରି ପାଇବାର ସମ୍ଭାବନା ରହିଛି । ଧନ ପ୍ରାପ୍ତିର ନୂଆ ନୂଆ ଅବସର ପ୍ରାପ୍ତ ହେବ ।

୨ . ତୁଳା ରାଶି:-

ଏହି ରାଶିର ବ୍ୟକ୍ତିଙ୍କର ଆଗାମୀ ସମୟ ଅତ୍ୟନ୍ତ ଶୁଭ ରହିବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ହେବାର ଅବସର ରହିଛି । ଆପଣଙ୍କ ଜୀବନରେ ସବୁ ପ୍ରକାରର ଦୁଃଖ କଷ୍ଟର ଅନ୍ତ ଘଟିବାକୁ ଯାଉଛି । ଘର ପରିବାରରେ ଖୁସିର ମାହୋଲ ଲାଗି ରହିବ ।

୩ . ମିଥୁନ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଶ୍ରୀରାମଚନ୍ଦ୍ର ଏବଂ ଶ୍ରୀହନୁମାନଙ୍କ ବିଶେଷ କୃପା ଲାଗି ରହିବ । ଆପଣଙ୍କୁ ଆପଣଙ୍କ ଜୀବନରେ ସଫଳତା ମିଳିବାର ବଡ଼ ଅବସର ମିଳିବାକୁ ଯାଉଛି । ଆପଣଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ । ଆପଣ ମାନେ ଦିନରାତି ପରଶ୍ରମ କରି ଉନ୍ନତି କରିବା ସହିତ ଗୋଟିଏ ନୂଆ ପରିଚୟ ସୃଷ୍ଟି କରିବେ । ଆପଣ ମାନେ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ନିର୍ଣ୍ଣୟ ନେବାରେ ସଫଳ ହୋଇ ପାରନ୍ତି । ଏହି ରାମନବମୀ ଠାରୁ ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ ।

୪ . କନ୍ୟା ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ଘରେ ସୁଖ ସମୃଦ୍ଧି ଏବଂ ଧନର ଆଗମନ ହେବ । ସାମାଜିକ ପ୍ରତିଷ୍ଠାରେ ଆପଣଙ୍କ ଭାଗ୍ୟ ଖୋଲିବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ହେବାର ପୁରା ସମ୍ଭାବନା ରହିଛି । ଚାକିରୀ କ୍ଷେତ୍ରରେ ଉନ୍ନତିର ବଡ଼ ଖୁସି ଖବର ମିଳିପାରେ । ଧନର ଅପାର ବୃଦ୍ଧି ଏବଂ ଚାକିରୀରେ ପ୍ରମୋଶନ ହେବାର ଯୋଗ ବନୁଛି ।

୫ . କୁମ୍ଭ ରାଶି:-

ଶ୍ରୀହନୁମାନଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଅପାର ଖୁସି ଆସିବାକୁ ଯାଉଛି । ଆପଣ ଅତି କଠିନରୁ କଠିନ କାମକୁ କରି ସହଜରେ ଆଗକୁ ବଢ଼ି ଚାଲିବେ । ପରିଶ୍ରମ କରୁଥିବା ଲୋକଙ୍କୁ ଏହି ରାମନବମୀ ଠାରୁ ଅତ୍ୟଧିକ ଲାଭ ହେବ । ଯାହାଦ୍ୱାରା ଆପଣ ନିଜ ପରିବାର ଲୋକଙ୍କ ପାଇଁ ଭଲ ଭଲ ଜିନିଷ କିଣିପାରନ୍ତି । ପରିବାରରେ ଖୁସି ଲାଗି ରହିବ ଏବଂ କୌଣସି ମଙ୍ଗଳ କାର୍ଯ୍ୟର ଆୟୋଜନ ମଧ୍ୟ କରି ପାରନ୍ତି ।

୬ . ବିଛା ରାଶି:-

ରାମନବମୀ ଠାରୁ ଏହି ରାଶିର ବ୍ୟକ୍ତି ଯେଉଁମାନେ ବ୍ୟାପାର ବାଣିଜ୍ୟ କରୁଥିବେ ସେମାନଙ୍କୁ ଅପାର ଲାଭ ହେବ । ଆପଣଙ୍କ ସଫଳତା ଦେଖି ଆପଣଙ୍କ ଶତ୍ରୁ ମାନେ ବର୍ତ୍ତମାନ ଅଧିକ ଉଗ୍ର ହୋଇ ପଡ଼ିବେ ଏବଂ ଆପଣଙ୍କର ଅଧିକ କ୍ଷତି କରିବାର ବାଟ ଖୋଜିବେ । କିନ୍ତୁ ଭୟ କରନ୍ତୁ ନାହିଁ କାରଣ ଆପଣଙ୍କ ଶତ୍ରୁ ମାନେ ସେମାନଙ୍କ ପ୍ରଚେଷ୍ଟାରେ ବିଫଳ ହେବେ । ବିଦ୍ୟାର୍ଥୀ ମାନଙ୍କୁ ସେମାନଙ୍କ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ମିଳିବ ଏବଂ ସେମାନେ ବହୁତ ଲାଭବାନ ହେବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *