Excuse Me Odisha

ଯାହା କହିବୁ ସତ କହିବୁ

ଦୁନିଆର ସବୁଠାରୁ ଶକ୍ତିଶାଳୀ ଏହି କେତୋଟି ରାଶି । ଶ୍ରୀରାମଚନ୍ଦ୍ରଙ୍କର ସବୁଠାରୁ ଅଧିକ ପ୍ରିୟ ରାଶି ।

ସେୟାର୍ କରନ୍ତୁ

ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ପ୍ରିୟ କେତୋଟି ରାଶିର ଜୀବନ ୨୦୨୪ ରୁ ୨୦୩୦ ମଧ୍ୟରେ ବଦଳିବାକୁ ଯାଉଛି । ଏମାନଙ୍କ ଜୀବନରେ ଗ୍ରହ ମାନଙ୍କର ସ୍ଥିତି ମଧ୍ୟ ଭଲ ରହିବ । ଏମାନଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି । ବୃହସ୍ପତିଙ୍କ ଚଳନ ହିଁ ଏହି ରାଶି ମାନଙ୍କର ଜୀବନକୁ ବଦଳାଇ ଦେବ । ଖାଲି ସେତିକି ନୁହେଁ , ଶନି ଦେବଙ୍କ କୃପା ମଧ୍ୟ ଏମାନଙ୍କ ଉପରେ ପଡ଼ିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିନେବା ସେହି ଛଅ ଗୋଟି ରାଶି ବିଷୟରେ ।

୧ . ମେଷ ରାଶି:-

ବୃହସ୍ପତିଙ୍କ ଚଳନ ହେତୁ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ । ଯାହାକି ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଫଳପ୍ରଦ ରହିବ । ଚାକିରୀରେ ପଦୋନ୍ନତି ହେବ ଏବଂ ରୋଜଗାରରେ ଉନ୍ନତି ହେବ । ପରିବାରରେ ସୁଖ ସମୃଦ୍ଧି ବଢ଼ିବ । ଅଟକି ରହିଥିବା ବ୍ୟବସାୟ କିମ୍ବା ଚାକିରୀ କ୍ଷେତ୍ରରେ ଅଗ୍ରଗତି ହେବ । ପ୍ରେମୀ ଯୁଗଳ ପ୍ରେମ ସମ୍ପର୍କରେ ସଫଳତା ପାଇବେ । ବୈବାହିକ ଜୀବନ ସୁଖମୟ ରହିବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ୟ ଆଗାମୀ ସମୟ ବହୁତ ଭଲ ରହିବ ।

୨ . ବୃଷ ରାଶି:-

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଅତ୍ୟନ୍ତ ଖାସ ହେବାକୁ ଯାଉଛି । ଏମାନଙ୍କ ସୁଖର ଦିନ ଆରମ୍ଭ ହେବାକୁ ଯାଉଛି । ଏମାନଙ୍କ ଆର୍ଥିକ ସ୍ଥିତି ମଜବୁତ ହେବାକୁ ଯାଉଛି । ଦୁଃଖ ଦାରିଦ୍ର୍ୟତା ଆପଣଙ୍କ ପାଖ ମାଡ଼ିବ ନାହିଁ । କଠିନ ପରିଶ୍ରମର ସମ୍ପୂର୍ଣ୍ଣ ଫଳ ଆପଣଙ୍କୁ ପ୍ରାପ୍ତ ହେବ । ଏହାବ୍ୟତୀତ ଏମାନଙ୍କ ଭାଗ୍ୟ ମଧ୍ୟ ଏମାନଙ୍କ ସାଥ ଦେବ । ଆପଣଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ କିନ୍ତୁ ଆପଣ ଟଙ୍କା ସଞ୍ଚୟ କରିବାକୁ ସମର୍ଥ ହେବେ ।

୩ . ତୁଳା ରାଶି:-

ଏହି ରାଶି ଶନିଦେବଙ୍କ ପ୍ରିୟ ରାଶି ଅଟେ । କୌଣସି ଦିଗରେ ନିବେଶ କରିଥିଲେ ବର୍ତ୍ତମାନ ସେଥିରୁ ଲାଭ ମିଳିବ । ଚାକିରୀ କରୁଥିବା ଲୋକଙ୍କର ପଦୋନ୍ନତି ନେଇ ବାଟ ଫିଟିବ । ଦାମ୍ପତ୍ୟ ଜୀବନ ମଙ୍ଗଳମୟ ହେବ । ପାରିବାରିକ ସମ୍ପର୍କରେ ମଧୁରତା ଆସିବ । ଦୂର ସ୍ଥାନକୁ ଯାତ୍ରା କରୁଥିଲେ ତାହା ଆପଣଙ୍କ ପାଇଁ ଲାଭଦାୟୀ ରହିବ । ଆକସ୍ମିକ ଧନ ଲାଭର ଯୋଗ ରହିଛି । କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ ।

୪ . ବିଛା ରାଶି:-

ବିଛା ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ ଗ୍ରହ । ଆଗାମୀ ସମୟରେ କ୍ୟାରିଅରରେ ଭଲ ସଫଳତା ପାଇବେ । ବ୍ୟବସାୟରେ ଆର୍ଥିକ ଲାଭ ହେବ । ଗୃହରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଆର୍ଥିକ ସ୍ଥିତି ମଜବୁତ ହେବା ସହିତ ଦାରିଦ୍ର୍ୟତା ପାଖ ମାଡ଼ିବ ନାହିଁ । କଠିନ ପରିଶ୍ରମର ସମ୍ପୂର୍ଣ୍ଣ ଫଳ ଆପଣ ପାଇବେ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମୟ ଭଲ ରହିବ ।

୫ . କୁମ୍ଭ ରାଶି:-

ଏହି ରାଶିର ଭାଗ୍ୟ ଉଦୟ ହେବାକୁ ଯାଉଛି । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ମଜବୁତ ହେବାକୁ ଯାଉଛି । ପ୍ରଗତିର ରାସ୍ତା ଫିଟିବ । ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ଏବଂ ଆର୍ଥିକ ଲାଭ ହେବ । ଅଟକି ରହିଥିବା ଟଙ୍କା ମିଳିବ । ଅବିବାହିତଙ୍କ ବିବାହ ହୋଇପାରେ । ପରିବାର ସଦସ୍ୟଙ୍କ ସହିତ ସମ୍ପର୍କ ପୂର୍ବ ଅପେକ୍ଷା ଭଲ ହେବାକୁ ଯାଉଛି । ସବୁ ଦିଗରୁ ଏହି ରାଶି ପାଇଁ ଅତ୍ୟନ୍ତ ଉତ୍ତମ ରହିବ । ଏମାନଙ୍କ ଉପରେ ଶନିଦେବଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *