Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ୧୪ ପଣା ସଂକ୍ରାନ୍ତି ଦିନ ଛଅ ଗୋଟି ରାଶି ହେବେ କୋଟିପତି । ସ୍ୱାମୀ ସ୍ତ୍ରୀ ତୁରନ୍ତ ଜାଣନ୍ତୁ ।

ସେୟାର୍ କରନ୍ତୁ

ଚଳିତ ବର୍ଷ ଏପ୍ରିଲ ୬ ମହା ବିଷୁବ ସଂକ୍ରାନ୍ତି ଯାହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ । ଏହି ଦିନରେ ଶ୍ରୀହନୁମାନଙ୍କ କୃପାରୁ ଛଅ ଗୋଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଏମାନଙ୍କର ସମସ୍ତ ମନସ୍କାମନା ପୂରଣ ହେବାକୁ ଯାଉଛି । ତେବେ ଚାଲନ୍ତୁ ସେହି ଭାଗ୍ୟଶାଳୀ ଛଅ ଗୋଟି ରାଶି ମାନଙ୍କ ବିଷୟରେ ଜାଣିନେବା । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଛଅ ଗୋଟି ରାଶି କୋଟିପତି ହେବାର ଭାଗ୍ୟ ଆପଣେଇ ଚାଲୁଛନ୍ତି । ଏହି ଠାରୁ ଗ୍ରହ ମାନଙ୍କର ଗୋଚର ସ୍ଥିତି ବଦଳିବାକୁ ଯାଉଛି ଏବଂ ଯେଉଁ କାରଣରୁ ରାଶି ମାନେ ଭାଗ୍ୟବାନ ହେବାକୁ ଯାଉଛନ୍ତି । ଏହାବ୍ୟତୀତ ସେମାନଙ୍କ ଉପରେ ଶ୍ରୀହନୁମାନ ଏବଂ ମାତା ଲକ୍ଷ୍ମୀଙ୍କ ବିଶେଷ କୃପାଦୃଷ୍ଟି ପଡ଼ିବାକୁ ଯାଉଛି ।

ଭାଗ୍ୟଶାଳୀ ରାଶି ମାନେ ହେଲେ:-

1 . ତୁଳା ରାଶି:- ବିଷୁବ ସଂକ୍ରାନ୍ତି ଠାରୁ ଏହି ରାଶିର ବ୍ୟକ୍ତିଙ୍କୁ ବିଶେଷ ସଫଳତା ମିଳିବାକୁ ଯାଉଛି । ଘରେ ସୁଖ ସମୃଦ୍ଧି ଏବଂ ଧନର ଆଗମନ ହେବାକୁ ଯାଉଛି । ଏହି ଦିନ ଠାରୁ ଆପଣ କିଛି ନୂଆ କରି ଦେଖାଇବାକୁ ଯାଉଛନ୍ତି । ବେରୋଜଗାର ଯୁବକଙ୍କୁ ଭଲ ଚାକିରୀ ମିଳିବାର ସମୟ ରହିଛି । ନୂଆ କାର୍ଯ୍ୟରେ ଆସୁଥିବା ସମସ୍ୟା ଦୂର ହେବାକୁ ଯାଉଛି । ସାମାଜିକ କାର୍ଯ୍ୟ କରିବାର ସଫଳତା ଏମାନଙ୍କୁ ପ୍ରାପ୍ତ ହେବାକୁ ଯାଉଛି ।

2 . ବୃଷ ରାଶି:- ଆର୍ଥିକ କ୍ଷେତ୍ରରେ ଆପଣ ଉନ୍ନତି କରିବେ ଏବଂ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଅନେକ ଲାଭ ହେବ । ଏହି ସମୟରେ ଆପଣଙ୍କ ଯାତ୍ରା ଲାଭଦାୟକ ସିଦ୍ଧ ହେବ । ଚାକିରୀ କରୁଥିବା ଲୋକଙ୍କ ପାଇଁ ପଣା ସଂକ୍ରାନ୍ତି ପରର ସମୟ ଅତ୍ୟନ୍ତ ଉତ୍ତମ ରହିବ । ଏମାନଙ୍କ ଘରେ ଖୁସିର ବର୍ଷା ହେବ ।

3 . ସିଂହ ରାଶି:- ପଣା ସଂକ୍ରାନ୍ତି ଠାରୁ ଏମାନଙ୍କ ଉପରେ ମାତା ଲକ୍ଷ୍ମୀ ଏବଂ ଶ୍ରୀହନୁମାନଙ୍କ ବିଶେଷ କୃପାଦୃଷ୍ଟି ପଡ଼ିବାକୁ ଯାଉଛି । ଆପଣଙ୍କ ଜୀବନରେ ସଫଳତା ମିଳିବାର ସୁଯୋଗ ଆସିବାକୁ ଯାଉଛି । ଆପଣଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ । ପରିଶ୍ରମ କରି ଆପଣ କାର୍ଯ୍ୟରେ ଉନ୍ନତି ପାଇବେ । କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ନିର୍ଣ୍ଣୟ ନେଇ ପାରନ୍ତି । ଏହାବ୍ୟତୀତ ଏମାନଙ୍କ ଜୀବନରେ ଖୁସିର ବର୍ଷା ହେବାକୁ ଯାଉଛି ।

4 . କନ୍ୟା ରାଶି:- ଘରକୁ ସୁଖ ସମୃଦ୍ଧି ଏବଂ ଧନର ଆଗମନ ହେବା ସହିତ ସମାଜରେ ମାନ ସମ୍ମାନର ପ୍ରତିଷ୍ଠା ହେବ । ବ୍ୟାପାର ବାଣିଜ୍ୟରେ ଲାଭ ହେବାର ସମ୍ଭାବନା ରହିଛି । ଚାକିରୀ କ୍ଷେତ୍ରରେ ଉନ୍ନତିର କୌଣସି ବଡ଼ ଖୁସି ଖବର ମିଳିବାକୁ ଯାଉଛି । ଧନ ବୃଦ୍ଧି ସହିତ ଚାକିରୀରେ ପ୍ରମୋଶନ ମିଳିବାକୁ ଯାଉଛି ।

5 . ମେଷ ରାଶି:- ଶ୍ରୀହନୁମାନଙ୍କ କୃପାରୁ ଆପଣଙ୍କ ଜୀବନରେ ସବୁ ପ୍ରକାରର ଖୁସି ଆସିବାକୁ ଯାଉଛି । ଆପଣ ଅତି କଠିନରୁ କଠିନ କାମ କରି ସହଜରେ ଆଗକୁ ବଢ଼ି ପାରିବେ । ଅଧିକ ଧନ ପ୍ରାପ୍ତି କାରଣରୁ ଆପଣ ନିଜ ପରିବାର ସଦସ୍ୟଙ୍କ ପାଇଁ ଭଲ ଭଲ ଜିନିଷ କିଣି ପାରନ୍ତି । ପରିବାରରେ ଖୁସି ଲାଗି ରହିବ ଏବଂ କୌଣସି ମଙ୍ଗଳ କାର୍ଯ୍ୟର ଆୟୋଜନ ହୋଇପାରେ ।

6 . କୁମ୍ଭ ରାଶି:- ବ୍ୟାପାର ବାଣିଜ୍ୟ କରୁଥିବା ଲୋକଙ୍କୁ ବାଣିଜ୍ୟ କ୍ଷେତ୍ରରେ ଲାଭ ମିଳିବାକୁ ଯାଉଛି । ଆପଣଙ୍କ ସଫଳତାକୁ ଦେଖି ଆପଣଙ୍କ ଶତ୍ରୁ ମାନେ ଅଧିକ ଉଗ୍ର ହୋଇ ପଡ଼ିବେ । କିନ୍ତୁ ଆପଣ ଭୟଭୀତ ହୁଅନ୍ତୁ ନାହିଁ କାରଣ ଶ୍ରୀହନୁମାନଙ୍କ କୃପାରୁ କୌଣସି ସମସ୍ୟା ହେବନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *