Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ୧୪ ରେ ନୂଆବର୍ଷ ପଣା ସଂକ୍ରାନ୍ତି । ଏହି ଛଅଟି ରାଶି ହେବେ କୋଟିପତି ଏବଂ ମିଳିବ ଅଜସ୍ର ଟଙ୍କା । ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ଏପ୍ରିଲ ୧୪ ମହାବିଷୁବ ସଂକ୍ରାନ୍ତି ଅର୍ଥାତ ପଣା ସଂକ୍ରାନ୍ତି ପଡ଼ିବାକୁ ଯାଉଛି । ଯେଉଁ ଦିନଠାରୁ ଓଡ଼ିଆ ନବବର୍ଷର ଆରମ୍ଭ ହୋଇଥାଏ । ଏହି ଦିନ ଠାରୁ ମୋଟ ଛଅ ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ଶ୍ରୀହନୁମାନଙ୍କ କୃପାରୁ ଏମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି ଏବଂ ସବୁ ମନସ୍କାମନା ମଧ୍ୟ ପୂରଣ ହେବାକୁ ଯାଉଛି । ତେବେ ଚାଲନ୍ତୁ ସେହି ସବୁ ରାଶି ମାନଙ୍କ ବିଷୟରେ ଜାଣି ନେବା ।

୧ . ତୁଳା ରାଶି:- ଏହି ରାଶିର ବ୍ୟକ୍ତିଙ୍କୁ ଏହି ପଣା ସଂକ୍ରାନ୍ତି ଠାରୁ ଜୀବନରେ ଅପାର ସଫଳତା ମିଳିବାକୁ ଯାଉଛି । ଘରକୁ ସୁଖ ସମୃଦ୍ଧି ଏବଂ ଧନର ଆଗମନ ହୋଇପାରେ । ଆପଣ ଏହି ପଣା ସଂକ୍ରାନ୍ତି ଠାରୁ କିଛି ନୂଆକରି ଦେଖାଇ ପାରନ୍ତି । ବେରୋଜଗାର ଯୁବକଙ୍କୁ ନୂଆ ଚାକିରୀ ମିଳିବାର ସମ୍ଭାବନା ରହିଛି । ନୂଆ କାର୍ଯ୍ୟରେ ଆସୁଥିବା ବିଘ୍ନ ଏବେ ଦୂର ହେବାକୁ ଯାଉଛି । ଆପଣଙ୍କୁ ସାମାଜିକ କାର୍ଯ୍ୟ କରିବାର ଅବସର ପ୍ରାପ୍ତ ହେବ । ଆପଣଙ୍କର କୌଣସି ପୁରୁଣା ଧନ ମିଳିବାର ସମ୍ଭାବନା ରହିଛି । ପରିବାରରେ ସୁଖ ଶାନ୍ତି ସହିତ ଧନ ରୋଜଗାରର ନୂଆ ନୂଆ ଅବସର ପ୍ରାପ୍ତ ହେବ ।

୨ . ବୃଷ ରାଶି:- ଏହି ରାଶିର ବ୍ୟକ୍ତିଙ୍କୁ ଆର୍ଥିକ ଲାଭ ମିଳିବା ସହିତ ବ୍ୟାପାରରେ ଉନ୍ନତି ହେବ । ଘର ପରିବାରରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଦେଖା ଦେବ । ଆପଣଙ୍କ ଜୀବନରେ ଆସିବାକୁ ଥିବା ସବୁ ପ୍ରକାରର ଦୁଃଖ କଷ୍ଟର ଅନ୍ତ ଘଟିବାକୁ ଯାଉଛି । ଚାକିରୀ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ପଣା ସଂକ୍ରାନ୍ତି ପରର ସମୟ ଅତ୍ୟନ୍ତ ଶୁଭ ରହିବ । ଏମାନଙ୍କ ପ୍ରେମ ଜୀବନରେ ମଧ୍ୟ ଖୁସିର ମାହୋଲ ଲାଗି ରହିବ ।

୩ . ସିଂହ ରାଶି:- ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଶ୍ରୀହନୁମାନ ଏବଂ ମାତା ଲକ୍ଷ୍ମୀଙ୍କର ଅପାର କୃପା ବର୍ଷା ହେବାକୁ ଯାଉଛି । ଜୀବନରେ ବହୁତ ବଡ଼ ସଫଳତା ମିଳିବାର ଯୋଗ ରହିଛି । ଆପଣଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ । ଆପଣ ମାନେ ଦିନ ରାତି ପରିଶ୍ରମ କରି ଉନ୍ନତି କରିବା ସହିତ । ଗୋଟିଏ ନୂଆ ପରିଚୟ ସୃଷ୍ଟି କରି ପାରନ୍ତି । ଆପଣ ମାନେ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ନିର୍ଣ୍ଣୟ ନେବାରେ ସଫଳ ହେବେ ।

୪ . କନ୍ୟା ରାଶି:- ପଣା ସଂକ୍ରାନ୍ତି ପରଠାରୁ ଏହି ରାଶିର ଭାଗ୍ୟ ମଧ୍ୟ ବଦଳିବାକୁ ଯାଉଛି । ଘରେ ସୁଖ ସମୃଦ୍ଧି ଏବଂ ଧନର ଆଗମନ ହେବ । ଯାହାଦ୍ୱାରା ସାମାଜିକ ପ୍ରତିଷ୍ଠା କ୍ଷେତ୍ରରେ ଆପଣଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ହେବାର ପୁରା ସମ୍ଭାବନା ରହିଛି । ଚାକିରୀ କ୍ଷେତ୍ରରେ ଉନ୍ନତିର ବଡ଼ ଖୁସି ଖବର ଆପଣ ମାନଙ୍କୁ ମିଳିବାକୁ ଯାଉଛି । ଧନ ବୃଦ୍ଧି ସହିତ ଚାକିରୀରେ ପ୍ରମୋଶନ ମିଳିବାକୁ ଯାଉଛି ।

୫ . ମେଷ ରାଶି:- ଶ୍ରୀହନୁମାନଙ୍କ କୃପା କାରଣରୁ ଆପଣଙ୍କ ଜୀବନରେ ସବୁ ପ୍ରକାରର ଖୁସି ଆସିବାକୁ ଯାଉଛି । ଆପଣ ମାନେ କଠିନରୁ ଅତି କଠିନ କାର୍ଯ୍ୟକୁ ମଧ୍ୟ ଅତି ସହଜରେ କରି ଆଗକୁ ଉନ୍ନତି କରିବେ । ପରିଶ୍ରମ ଏବଂ ଶ୍ରମିକ କାର୍ଯ୍ୟ କରୁଥିବା ଲୋକଙ୍କୁ ଏହି ପଣା ସଂକ୍ରାନ୍ତି ଠାରୁ ଲାଭ ମିଳିବାକୁ ଯାଉଛି । ପରିବାରରେ ବର୍ତ୍ତମାନ ଖୁସି ବଜାୟ ରହିବ । ପରବର୍ତ୍ତୀ ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଶ୍ରୀହନୁମାନ ଏବଂ ମାତା ଲକ୍ଷ୍ମୀଙ୍କ ନାମ ନେଇ କରାଯାଇଥିବା ସବୁ କାମ ଆପଣଙ୍କୁ ସଫଳତା ଆଣିଦେବ ।

୬ . କୁମ୍ଭ ରାଶି:- ବ୍ୟାପାର ବାଣିଜ୍ୟ କରୁଥିବା ଲୋକଙ୍କୁ ପଣା ସଂକ୍ରାନ୍ତି ଠାରୁ ଅଧିକରୁ ଅଧିକ ଲାଭ ହେବ । ଆପଣଙ୍କ ସଫଳତାକୁ ଦେଖି ଆପଣଙ୍କ ଶତ୍ରୁ ବର୍ତ୍ତମାନ ଅଧିକ ଉଗ୍ର ହୋଇ ଉଠିବେ ଏବଂ କ୍ଷତି କରିବାକୁ ଚେଷ୍ଟା କରିବେ । କିନ୍ତୁ ଆପଣ ଭୟଭୀତ ହେବାର ଆବଶ୍ୟକତା ନାହିଁ । କାରଣ ଶତ୍ରୁ ମାନେ ସେମାନଙ୍କ ଚେଷ୍ଟାରେ ବିଫଳ ହେବେ । ବିଦ୍ୟାର୍ଥୀଙ୍କୁ ସେମାନଙ୍କ ଗୁରୁଜନଙ୍କ ଠାରୁ କୌଣସି ବଡ଼ ସମ୍ମାନ ମିଳିପାରେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *