Excuse Me Odisha

ଯାହା କହିବୁ ସତ କହିବୁ

ଏହି ଫଳ ମିଳିଗଲେ ଆଦୋୖ ଛାଡ଼ନ୍ତୁ ନାହିଁ । ଗୋଟିଏ ସହଜ ଉପାୟ କଲେ ଶତ୍ରୁ ମଧ୍ୟ ହୋଇଯିବ ଶାନ୍ତ ।

ସେୟାର୍ କରନ୍ତୁ

ମନୁଷ୍ୟ ଜୀବନରେ କିଏ କେତେବେଳେ ଶତ୍ରୁ ପାଲଟି ଯିବ ତାହା ଜଣା ନଥାଏ । ଅନେକ ସମୟରେ ଏହି ବିଷୟରେ ଜଣା ମଧ୍ୟ ପଡ଼ି ନଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଶତ୍ରୁ ଠାରୁ ମୁକ୍ତି ପାଇଁ କେଉଁ ଉପାୟ କରି ପାରିବେ । ଏହି ଉପାୟର ପ୍ରଭାବ ତାନ୍ତ୍ରିକ ଅଟେ ଏବଂ ଏହାକୁ ଯେକେହିବି କରି ପାରିବେ । ଧୁତୁରା ମହାଦେବଙ୍କର ସବୁଠାରୁ ପ୍ରିୟ ଫୁଲ ଅଟେ । ତେଣୁ ଆପଣ ନିଜର ଅଜ୍ଞାତ ଶତ୍ରୁ ଠାରୁ ମୁକ୍ତି ପାଇବା ପାଇଁ ଏବଂ ଜ୍ଞାତ ଶତ୍ରୁ ଠାରୁ ମୁକ୍ତି ପାଇବା ପାଇଁ କଣ କରି ପାରିବେ ସେହି ବିଷୟରେ କହିବୁ । ସୋମବାର ଏବଂ ଶନିବାର ଦିନ ଏକ ଧୁତୁରା ଫଳ ନେଇ ଆସନ୍ତୁ । ଏହାସହିତ ଗୋଟିଏ ଛୁରୀ , ଲୁହା କଣ୍ଟା , କଳା ପେନ ଏବଂ ଧଳା କାଗଜ ନିଅନ୍ତୁ ।

ସେହି କଳା ପେନରେ ଧଳା କାଗଜ ଉପରେ ଶତ୍ରୁର ନାମ ଲେଖନ୍ତୁ । ଛୁରୀ ଦ୍ୱାରା ସେହି ଧୁତୁରା ଫଳରେ କଟ ଲଗାନ୍ତୁ । ଶତ୍ରୁର ନାମ ଲେଖିଥିବା କାଗଜକୁ ସାତ ଥର ଫ୍ଲଡ଼ କରି ଦିଅନ୍ତୁ । ସେହି କାଗଜକୁ ସେହି ଧୁତୁରା ଫଳ ଭିତରେ ପୁରାଇ ଦିଅନ୍ତୁ । ଏହା ଭିତରେ ଏକ ଲବଙ୍ଗ ପୁରାଇବା ପରେ ସେଥିରେ ଲୁହା କଣ୍ଟାକୁ ଏପରି ଦବାଇ ଦିଅନ୍ତୁ ଯେମିତି କଣ୍ଟା ଗୋଟିଏ ମୁଣ୍ଡରୁ ଅନ୍ୟ ମୁଣ୍ଡକୁ ବାହାରି ଯିବ ।

ଏହାପରେ କୌଣସି ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ମାଟିରେ ଗାତ ଖୋଳି ତାହାକୁ ଦବାଇ ଦିଅନ୍ତୁ ଏବଂ ଉପରେ ମାଟି ଦେଇ ଦିଅନ୍ତୁ । ସେହି ସମୟରେ ଶତ୍ରୁ ଯେମିତି ଆପଣଙ୍କ ଠାରୁ ଦୂରେଇ ରହିବେ ସେଥିପାଇଁ କାମନା କରନ୍ତୁ । ଅନ୍ୟ ଏକ ଉପାୟ ଅନୁଯାୟୀ ଦୁଇଟି ଛୋଟ ଧୁତୁରା ଫଳ ନିଅନ୍ତୁ ।

ଗୋଟିଏ ଲୁହା କଣ୍ଟା ନେଇ ସେହି ଧୁତୁରା ଫଳରେ ହାଲୁକା ଏକ କଣା କରି ଦିଅନ୍ତୁ । ସେହିଭଳି ଏକ ଧଳା କାଗଜରେ କଳା ପେନରେ ଶତ୍ରୁର ନାମ ଲେଖି ସେହି ଛିଦ୍ରରେ ପୁରାଇ ଦିଅନ୍ତୁ । ସାଥିରେ ଏକ ଲବଙ୍ଗ ମଧ୍ୟ ଦବାଇ ଦିଅନ୍ତୁ । ଏହି ସମୟରେ ଏକ ମନ୍ତ୍ର ” ଓଁ ନମଃ ରୁଦ୍ରାକ୍ୟ ‘ ନାମ ‘ ଶତ୍ରୁ ହନ ସ୍ୱାହା ” ଜପ କରନ୍ତୁ । ଏହାକୁ ୧୦୮ ଥର ଜପ କରିବା ପରେ ଶତ୍ରୁଙ୍କ ଘରର ଗେଟ ପର୍ଯ୍ୟନ୍ତ ଯାଆନ୍ତୁ ସେହି ଫଳକୁ ଚିପୁଡ଼ି ଦିଅନ୍ତୁ । ଭଗବାନଙ୍କୁ ଶତ୍ରୁ ଯେମିତି ଶାନ୍ତ ହୋଇ ଯାଆନ୍ତୁ ସେଥିପାଇଁ ପ୍ରାର୍ଥନା କରନ୍ତୁ । ଏହି ପ୍ରୟୋଗର ପ୍ରଚଣ୍ଡ ବଶିକରଣ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *