Excuse Me Odisha

ଯାହା କହିବୁ ସତ କହିବୁ

ବିବାହିତ ମହିଳା ଏହି ୫ ଟି ଗହଣା ପିନ୍ଧନ୍ତୁ ନାହିଁ। ସ୍ୱାମୀର ଆୟୁଷ ହୋଇଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବିବାହିତ ମହିଳା ଏହି ୫ ଟି ଗହଣା ପିନ୍ଧନ୍ତୁ ନାହିଁ। ସ୍ୱାମୀର ଆୟୁଷ ହୋଇଥାଏ।

ବନ୍ଧୁଗଣ ସୁହାଗିନୀ ମହିଳା ମାନଙ୍କୁ ଏହି ୩ ଟି ଗହଣା ପିନ୍ଧିବା ଉଚିତ ନୁହେଁ। ନଚେତ ଆପଣ ଆପଣଙ୍କ ସ୍ୱାମୀଙ୍କର ମୃତ୍ୟୁର କାରଣ ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା ବିବାହିତ ମହିଳା କେଉଁ ୩ ଟି ଗହଣା ପିନ୍ଧିବା ଉଚିତ ନୁହେଁ।

ଶାସ୍ତ୍ର ଅନୁସାରେ ବିବାହିତ ମହିଳାଙ୍କୁ ଧଳା ରଙ୍ଗର ଶାଢୀ ପିନ୍ଧିବା ଉଚିତ ନୁହେଁ। ଏହା ଦ୍ବାରା ଆପଣଙ୍କ ମାନ ସମ୍ମାନ ଉପରେ ଆଞ୍ଚ ଆସିପାରେ। ଏଥିପାଇଁ ବିବାହିତ ମହିଳାଙ୍କୁ ଧଳା ରଙ୍ଗର ଶାଢୀ ପିନ୍ଧିବା ଉଚିତ ନୁହେଁ। ଏହା ଦ୍ବାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦୂରତା ଆସିଥାଏ। ଘରେ ନକରାତ୍ମକ ଉର୍ଜାର ବାସ ହୋଇଥାଏ। ଏହା ବିଧବାର ସଂକେତ ହୋଇଥାଏ।

ସୁନା ଧାତୁ। ପାଦରେ କୌଣସି ପ୍ରକାରର ସୁନାର ଜିନିଷ ପିନ୍ଧିବା ଉଚିତ ନୁହେଁ। ଏହାକୁ ଅଶୁଭ ମାନାଯାଏ ଏବଂ କୁବେର ମହାରାଜଙ୍କ ଅପମାନ ହୋଇଥାଏ। ଏହାର କାରଣରୁ ଆପଣଙ୍କ ଘରେ ସମ୍ପର୍କ ଭାଙ୍ଗି ଯାଇପାରେ। ଆଉ ଅନେକ ସାରା ସମସ୍ୟାର ଆଗମନ ହୋଇଥାଏ। ଏଥିପାଇଁ ସୁନା ଜିନିଷ କେବେବି ପାଦରେ ପିନ୍ଧନ୍ତୁ ନାହିଁ। ଏହାକୁ ପାଦରେ ପିନ୍ଧିଲେ ପାପ ହୋଇଥାଏ।

ସିନ୍ଦୁର ଏବଂ ମଙ୍ଗଳସୁତ୍ର। ହିନ୍ଦୁଧର୍ମରେ ସିନ୍ଦୁର ଏବଂ ମଙ୍ଗଳସୁତ୍ର ବିନା ବାହାଘର ଅଧୁରା ମାନାଯାଏ। ଏହା ତ ସମସ୍ତେ ଜାଣିଛନ୍ତି କି ହିନ୍ଦୁ ମହିଳା ମାନଙ୍କ ପାଇଁ ସିନ୍ଦୁର ସୁହାଗର ପ୍ରତୀକ ହୋଇଥାଏ। ଏହା ସ୍ୱାମୀର ଖୁସି ସହିତ ଜଡ଼ିତ ହୋଇଥାଏ। ଏଥିପାଇଁ ବିବାହିତ ମହିଳା ସିନ୍ଦୁର ନପିନ୍ଧିଲେ ଏହାକୁ ବଡ଼ ପାପ କୁହାଯାଏ ଏଥିପାଇଁ ମଥାରେ ସିନ୍ଦୁର ରହିବା ଆବଶ୍ୟକ ଅଟେ।

ମଙ୍ଗଳସୁତ୍ରରେ ବହୁତ ମହତ୍ୱ ରହିଥାଏ। ସେଥିପାଇଁ ମଙ୍ଗଳସୁତ୍ରରେ ସୁନା କିମ୍ବା ପିତଳ ନହୋଇଥାଉ କିନ୍ତୁ ହଳଦିଆ ସୂତାରେ କଳା ମଳି ନିଶ୍ଚୟ ରହିବା ଦରକାର। ଏମିତି ମାନ୍ୟତା ଅଛି ମଙ୍ଗଳସୁତ୍ରର ହଳଦିଆ ଅଂଶ ମା ପାର୍ବତୀ ଏବଂ କଳା ଅଂଶ ଭଗବାନ ଶିବ ହୋଇଥାନ୍ତି। ଶାସ୍ତ୍ର ଅନୁସାରେ ଯେଉଁ ମହିଳା ବିବାହିତ ହୋଇ ମଙ୍ଗଳସୁତ୍ର ପିନ୍ଧି ନଥାଏ ତାହା ବଡ଼ ପାପ ହୋଇଥାଏ।

ବିବାହିତ ମହିଳାଙ୍କୁ ଉପହାରରେ ମିଳିଥିବା ସିନ୍ଦୁର କେବେବି ପିନ୍ଧିବା ଉଚିତ ନୁହେଁ। ସିନ୍ଦୁର ସର୍ବଦା ନିଜ ପଇସାରେ କିଣି ହିଁ ପିନ୍ଧିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *