Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱାମୀଙ୍କ ଚା’ ରେ ମିଶାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ଦିନ ରାତି ଜପିବେ କେବଳ ଆପଣଙ୍କ ନାମ ।

ସେୟାର୍ କରନ୍ତୁ

ସ୍ୱାମୀ ସ୍ତ୍ରୀ ସମ୍ପର୍କ ସବୁଠାରୁ ପବିତ୍ର ସମ୍ପର୍କ ହୋଇଥାଏ । କାରଣ ସ୍ୱାମୀ ସ୍ତ୍ରୀ ସବୁ କ୍ଷେତ୍ରରେ ପରସ୍ପରକୁ ସମର୍ଥନ କରନ୍ତି ଏବଂ ପରସ୍ପରର ଧ୍ୟାନ ରଖନ୍ତି । ଦୁଇ ଜଣଙ୍କ ସହଯୋଗରେ ଗୋଟିର ସୁନ୍ଦର ପରିବାର ତିଆରି ହୁଏ । କିନ୍ତୁ ଯଦି ସ୍ୱାମୀ ସ୍ତ୍ରୀ ପରସ୍ପରର କଥାକୁ ନବୁଝନ୍ତି ତେବେ ଅନେକ ସମୟରେ ସମସ୍ୟା ସୃଷ୍ଟି ହୋଇପାରେ । ତେବେ ଆଜି ଆମେ ଆପଣଙ୍କୁ ଏକ ଛୋଟ ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଭଲ ରହିବ ଏବଂ ସେମାନଙ୍କ ମଧ୍ୟରେ ବୁଝାମଣା ମଧ୍ୟ ଉତ୍ତମ ରହିବ । ଏହି ପ୍ରୟୋଗକୁ ଆପଣ ଚା’ ଦ୍ୱାରା କରି ପାରିବେ କିମ୍ବା ଘରେ କେହି ଚା’ ପିଉନଥିଲେ ଆପଣ ଘରେ ତିଆରି ହେଉଥିବା କୌଣସି ମିଠା ବସ୍ତୁ ଦ୍ୱାରା କରି ପାରିବେ ।

ଏହି ପ୍ରୟୋଗ ସ୍ୱାମୀ ହୁଅନ୍ତୁ ସ୍ତ୍ରୀ ହୁଅନ୍ତୁ କିମ୍ବା କେହିବି ବୟଫ୍ରେଣ୍ଡ କିମ୍ବା ଗାର୍ଲଫ୍ରେଣ୍ଡ ଏହି ପ୍ରୟୋଗ ନିଜ ପାର୍ଟନରଙ୍କ ପାଇଁ କରି ପାରିବେ । ଏହାବ୍ୟତୀତ କେହି କେହି ନିଜର ଅନ୍ୟ ସମ୍ପର୍କୀୟ ବ୍ୟକ୍ତିଙ୍କ ପାଇଁ ମଧ୍ୟ କରି ପାରିବେ । ଏହି ଉପାୟ କରିବା ପାଇଁ ତିନୋଟି କଞ୍ଚା ଅଳେଇଚ ନିଅନ୍ତୁ । କୌଣସି ଶନିବାର , ରବିବାର କିମ୍ବା ମଙ୍ଗଳବାର ଦିନ ଏହି ଉପାୟକୁ କରି ଦିଅନ୍ତୁ ।

ଏହି ତିନୋଟି ଅଳେଇଚ ନେଇ ନିଜ ଶରୀରରେ ସ୍ପର୍ଶ କରାଇ ନିଅନ୍ତୁ । ଏହାପରେ ଯେଉଁ ବସ୍ତ୍ର ଧାରଣ କରିଛନ୍ତି ସେଥିରେ ରଖି ଗଣ୍ଠି ପକାଇ ଦିଅନ୍ତୁ । ଆଗାମୀ ଦିନ ସେହି କପଡ଼ାରୁ ଅଳେଇଚକୁ ବାହାର କରି ଚା’ ବନାଉ ଥିଲେ ସେଥିରେ ଦୁଇ ଚାରି ଦାନା ପକାଇ କରି ପାରିବେ ।

ଅଲଗା ମିଠା ବସ୍ତୁ ହୋଇଥିଲେ ସେଥିରେ ମଧ୍ୟ ଦୁଇ ଚାରି ଦାନା ପକାଇ ଦିଅନ୍ତୁ । ଏହାର ଅନ୍ୟ ଏକ ଉପାୟ କରି ପାରିବେ ଯାହାକି ବିଶେଷ କରି ବିବାହିତ ପୁରୁଷ ଏବଂ ମହିଳାଙ୍କ ପାଇଁ ଅଟେ । ତେବେ ଏହି ଉପାୟରେ ଦେହର ଝାଳ ସ୍ପର୍ଶ କରାଇବେ ନାହିଁ । ଏହାବ୍ୟତୀତ ଅନ୍ୟ ସମ୍ପର୍କ ଲୋକ ମଧ୍ୟ କରି ପାରିବେ । ସେହି ତିନୋଟି ଅଳେଇଚକୁ ନିଜ ପାଖରେ ପକେଟରେ ରଖନ୍ତୁ । ଆଗାମୀ ଦିନ ତାହାକୁ ଚା’ କିମ୍ବା ଅନ୍ୟ ମିଠା ଜିନିଷର ପକାଇ ଦିଅନ୍ତୁ । ଏହାଦ୍ବାରା ସବୁ ପ୍ରକାରର ସମ୍ପର୍କ ଦୃଢ଼ ହୋଇଯିବ । ଏହାଦ୍ବାରା କୌଣସି ପ୍ରକାରର ଭୁଲ ବୁଝାମଣା ଥିଲେ ତାହା ମଧ୍ୟ ଦୂର ହୋଇଯିବ । ସ୍ୱାମୀ ସ୍ତ୍ରୀ କିମ୍ବା ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ସମ୍ପର୍କ ମଧ୍ୟ ଦୃଢ଼ ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *