Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ୮ , ୨୦୨୪ ରେ ସୂର୍ଯ୍ୟ ପରାଗ । ଛଅଟି ରାଶି ହେବେ କୋଟିପତି । ୪୯୯ ବର୍ଷ ପରେ ଘଟୁଛି ଦୁର୍ଲଭ ଯୋଗ ।

ସେୟାର୍ କରନ୍ତୁ

୮ ଏପ୍ରିଲ ୨୦୨୪ ସୋମବାର ଦିନ ବର୍ଷର ପ୍ରଥମ ଏବଂ ଦୁର୍ଲଭ ସୂର୍ଯ୍ୟ ପରାଗ ହେବାକୁ ଯାଉଛି ଯାହାକି ୧୭୨ ବର୍ଷ ପରେ ଘଟୁଛି । ରବି ପୁଷ୍ୟ ନକ୍ଷତ୍ରରେ ଏହି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ପଡ଼ିବାକୁ ଯାଉଛି । ଏହି ପରାଗର ପ୍ରଭାବ କେତେକ ରାଶି ଏବଂ ସବୁ ଜୀବଜନ୍ତୁଙ୍କ ଉପରେ ପଡ଼ିବାକୁ ଯାଉଛି । ଆଗାମୀ ସୂର୍ଯ୍ୟ ପରାଗରେ ଛଅଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି ଏବଂ ସେମାନେ କୋଟିପତି ହେବାକୁ ଯାଉଛନ୍ତି । ଏହି ଛଅଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଅପାର ଖୁସି ଆସିବାକୁ ଯାଉଛି । ସୂର୍ଯ୍ୟ ପରାଗ ସମୟରେ ସବୁ ଦୈବିକ ଶକ୍ତିର ପ୍ରଭାବ ନିଷ୍କ୍ରିୟ ହୋଇଯାଏ । ଅପ୍ରେଲ ୮ ତାରିଖ ରାତି ୯.୦୦ ରୁ ସୂର୍ଯ୍ୟ ପରାଗ ଆରମ୍ଭ ହେବ ଏବଂ ରାତି ୨.୦୦ ରେ ଶେଷ ହେବ । ଏହା ଭାରତରେ ଦୃଶ୍ୟମାନ ହେବନାହିଁ ।

ଏହି ସୂର୍ଯ୍ୟ ପରାଗ ସମୟରେ ଯଦି ଆପଣ କୌଣସି ଉପାୟ କରି ଦିଅନ୍ତି ତେବେ ତାହା ନିଶ୍ଚୟ ସଫଳ ହେବ । ସୂର୍ଯ୍ୟ ପରାଗ ସମୟରେ କିଛି କାମ ଯେମିତିକି କେଶ କୁଣ୍ଡାଇବା , ଭୋଜନ କରିବା , ପୂଜା କରିବା କିମ୍ବା ବାହାରକୁ ଯିବାକୁ ବାରଣ କରାଯାଇଛି । ଏହି ସମୟରେ କେହିବି ଧାରୁଆ ଜିନିଷର ପ୍ରୟୋଗ କରିବା ଉଚିତ ନୁହେଁ । ବିବାହିତ ଲୋକେ ସୂର୍ଯ୍ୟ ପରାଗ ସମୟରେ ଶାରୀରିକ ସମ୍ବନ୍ଧ ବନାଇବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଅନେକ ଦୋଷର ସାମ୍ନା କରିବାକୁ ପଡ଼ିପାରେ । ଯଦି ଆର୍ଥିକ ଅଭାବ ଥାଏ ତେବେ ସୂର୍ଯ୍ୟ ପରାଗ ପଡ଼ିବା ସମୟରେ ଏକ ନାଲି କପଡ଼ାରେ ଡାହାଣ ହାତରେ ଏକ ମୁଠା ଲବଙ୍ଗ ବାନ୍ଧି ରଖି ଦିଅନ୍ତୁ ଏବଂ ଆଗାମୀ ଦିନ ପରାଗ ପରେ କୌଣସି ଅଭାବୀଙ୍କୁ ଦାନ କରି ଦିଅନ୍ତୁ ।

ଯଦି ଆପଣ ଏହା ଚାହୁଁଛନ୍ତି ଯେ ଆପଣଙ୍କ ଉପରେ କିମ୍ବା ଆପଣଙ୍କ ପରିବାର ଲୋକଙ୍କ ଉପରେ କାହାରି ଖରାପ ନଜର ଦୋଷ ନପଡ଼ୁ ତେବେ ସୂର୍ଯ୍ୟ ପରାଗ ଦିନ ଏକ ନଡ଼ିଆ କିଣି ନିଅନ୍ତୁ । ସୂର୍ଯ୍ୟ ପରାଗ ଆରମ୍ଭ ହେବା ମାତ୍ରେ ତାହାକୁ ପ୍ରତ୍ୟକ ସଦସ୍ୟଙ୍କ ମଥାରେ ସ୍ପର୍ଶ କରାଇ ତାହାକୁ ଘରର ପୂଜା ଘରେ ରଖି ଦିଅନ୍ତୁ । ଆଗାମୀ ଦିନ ତାହାକୁ ନେଇ କୌଣସି ମନ୍ଦିରର ପୂଜାରୀଙ୍କୁ ଦାନ କରି ଦିଅନ୍ତୁ । ଏହା କରିବା ଦ୍ୱାରା କାହାରି କୌଣସି ଖରାପ ନଜର କିମ୍ବା ଖରାପ ପ୍ରଭାବ କେବେ ପଡ଼ିବ ନାହିଁ ।

ଯଦି ଆପଣ ଏହି ସୂର୍ଯ୍ୟ ପରାଗର ଆଗାମୀ ଦିନ ଏକ ସଦାବାହାର ଗଛ ଆଣି ଘର ପାଖରେ ଲଗାଇ ସେଥିରେ ପାଣି ଦିଅନ୍ତି ତେବେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ । ଯେଉଁ ସବୁ ରାଶି ଏହି ସୂର୍ଯ୍ୟ ପରାଗ ଠାରୁ ଭାଗ୍ୟଶାଳୀ ହେବା ସହିତ କୋଟିପତି ହେବାକୁ ଯାଉଛନ୍ତି ସେମାନେ ହେଉଛନ୍ତି ମକର ରାଶି , ତୁଳା ରାଶି , କନ୍ୟା ରାଶି , ମେଷ ରାଶି , ସିଂହ ରାଶି ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିବାକୁ ଯାଉଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *