Excuse Me Odisha

ଯାହା କହିବୁ ସତ କହିବୁ

ସାଧାରଣ ଘାସ ଭାବି କେବେବି ବାହାରକୁ ଫିଙ୍ଗନ୍ତୁ ନାହିଁ । ଆକର୍ଷିତ କରିଥାଏ ଧନ । ଜାଣି ରଖନ୍ତୁ କିପରି ?

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଯେଉଁ ଚମତ୍କାରୀ ଗଛ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଅପାମାର୍ଗ ଗଛ । ଯାହାର ବୀଜ ଓଲଟା ରହିବା କାରଣରୁ ଏହାକୁ ଅପାମାର୍ଗ କୁହାଯାଏ । ଏହି ଗଛ ଶୀତ ଦିନରେ ସବୁଜ ରହିଥାଏ କିନ୍ତୁ ଗରମ ଦିନରେ ଏହା ଶୁଖିଯାଏ ଏବଂ ନଷ୍ଟ ହୋଇଯାଏ । ମନ୍ତ୍ର ତନ୍ତ୍ର ତୋଟକା ପାଇଁ ଏହି ଅପାମାର୍ଗ ଗଛର ଅଧିକ ବ୍ୟବହାର ହୋଇଥାଏ । ଏହାଦ୍ବାରା ବଶୀକରଣ , ସନ୍ତାନ ପ୍ରାପ୍ତି ଏବଂ ସମ୍ମୋହନ ସବୁ ପ୍ରକାରର ଇଚ୍ଛା ପୂରଣ କରିହୁଏ । ଏହାର ଉପଯୋଗ କରି ମନୁଷ୍ୟ ଅନେକ ସମସ୍ୟାରୁ ମୁକ୍ତି ପାଇ ପାରିବ । ବିଶେଷ କରି ସାଧୁ ସନ୍ଥ ଯେଉଁମାନେ ଯୋଗ ସାଧନା କରନ୍ତି ସେମାନେ ଅଧିକ ଦିନ ପର୍ଯ୍ୟନ୍ତ ଯେମିତି ନଖାଇ ସାଧନା କରି ପାରିବେ , ସେଥିପାଇଁ ଏହି ଅପାମାର୍ଗ ଗଛର ବୀଜକୁ ରୋଷେଇ କରି ଖାଆନ୍ତି ।

ପୁରାଣରେ ଲିଖିତ ଅଛି ଯେ ସମୁଦ୍ର ମନ୍ଥନ ସମୟରେ ଏହି ଗଛ ଉପରେ କିଛି ବୁନ୍ଦା ଅମୃତ ପଡ଼ିଥିଲା । ଯେଉଁ କାରଣରୁ ଆୟୁର୍ବେଦ ଅନୁଯାୟୀ ମଧ୍ୟ ଏହାର ବିଶେଷ ମହତ୍ତ୍ୱ ରହିଛି । ଅପାମାର୍ଗ ଗଛର ବ୍ୟବହାର ଦ୍ୱାରା ଦୀର୍ଘ ଦିନ ଧରି ରହିଥିବା ଦାନ୍ତ ଜନିତ ସମସ୍ୟା ଦୂର ହୋଇଯିବ । ଏହାର ଗଛକୁ ଦାନ୍ତକାଠି ଭାବରେ ବ୍ୟବହାର କଲେ ଦାନ୍ତ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଦାନ୍ତ ଯନ୍ତ୍ରଣା , ଦାନ୍ତ ହଳଦିଆ ସମସ୍ୟା ମଧ୍ୟ ଏହି ଉପାୟ ଦ୍ୱାରା ଦୂର ହୋଇଯିବ । ଯେଉଁ ମହିଳାଙ୍କୁ ପ୍ରସବ ସମୟରେ ବିଳମ୍ବ ହୋଇଥାଏ ଏବଂ ପ୍ରସବ ସମୟରେ ଅଧିକ ଯନ୍ତ୍ରଣା ହୋଇଥାଏ ତେବେ ଏଥିପାଇଁ ଅପାମାର୍ଗ ଗଛକୁ ନେଇ ଏକ ଖାସ ଉପାୟ କରି ପାରିବେ । ଉପାୟ ଅନୁଯାୟୀ ଅପାମାର୍ଗ ଗଛ ନିକଟକୁ ଯାଇ ତାହାର ମୂଳରେ କିଛି ଚାଉଳ ପକାଇ ପ୍ରାର୍ଥନା କରି କୁହନ୍ତୁ ଯେ ଆପଣଙ୍କୁ କଣ ଆବଶ୍ୟକତା ରହିଛି ।

ଏହାପାରେ ତାହାର ମୂଳକୁ ଏକ ନାଲି କପଡ଼ାରେ ବାନ୍ଧି ପ୍ରସୂତି ମହିଳାଙ୍କ ହାତରେ ବାନ୍ଧି ଦିଅନ୍ତୁ । ପିଲା ୧୦-୧୫ ମିନିଟ ଭିତରେ ବାହାରକୁ ଆସିଯିବ । ତାପରେ ଏହି ମୂଳକୁ ତାଙ୍କ ହାତରୁ ତୁରନ୍ତ ବାହାର କରି ଦିଅନ୍ତୁ । କାହାରି ଦାନ୍ତ ଯନ୍ତ୍ରଣା ଥିଲେ ଏହାର ବିଜକୁ ଜାଳି ପାଉଁଶ କରି ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇ ଦିଅନ୍ତୁ । ମୁଣ୍ଡ ବିନ୍ଧା ହେଉଥିଲେ ଏହି ଗଛର ମଞ୍ଜିକୁ ଶୁଖାଇ ପାଉଡର କରି ଶୁଙ୍ଘିବା ଦ୍ୱାରା ମୁଣ୍ଡ ବିନ୍ଧା ଦୂର ହୋଇଯାଏ । ବ୍ୟବସାୟୀ ମାନେ ନିଜ ବ୍ୟବସାୟକୁ ବଢ଼ାଇବା ପାଇଁ ସେମାନେ ରବିପୁଷ୍ୟ ନକ୍ଷତ୍ରରେ ଏହାର ମୂଳକୁ ନେଇ ତାହାକୁ ଏକ ନାଲି ରଙ୍ଗର କପଡ଼ାରେ ବାନ୍ଧି ବ୍ୟବସାୟ କରୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ବ୍ୟବସାୟରେ ଉନ୍ନତି ଆରମ୍ଭ ହୋଇଯିବ ଏବଂ କୌଣସି ପ୍ରକାରର କ୍ଷତି ମଧ୍ୟ ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *