Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ଚଢେଇ ଆସିଲେ ଖାଇବାକୁ ଦିଅନ୍ତୁ ଏହି ଗୋଟିଏ ଜିନିଷ,ଦେଖିବେ କେବେବି ଟଙ୍କାର ଅଭାବ ହେବନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରକୁ ଚଢେଇ ଆସିଲେ ତାଙ୍କୁ ଏହି ୧ ଜିନିଷ ଖୁଆଇ ଦିଅନ୍ତୁ। କେବେବି ଟଙ୍କାର ଅଭାବ ହେବନାହିଁ।

ବନ୍ଧୁଗଣ ଆପଣଙ୍କୁ ଜଣାଥିବ କି ଆମର ଜୀବନ ଆମର ଜୀବନ ଆଖପାଖର ବାତାବରଣ ଦ୍ୱାରା ହିଁ ପ୍ରଭାବିତ ହୋଇଥାଏ। ତାହା ସହିତ ପଶୁ ପକ୍ଷୀ ଆମର ଜୀବନର ଏକ ଭିନ୍ନ ଅଙ୍ଗ ଅଟନ୍ତି। ଋଷି ତାନ୍ତ୍ରିକ ତଥା ଆଧ୍ୟାତ୍ମିବାଦୀ ମାନେ ପକ୍ଷୀ ମାନଙ୍କୁ ନାଁକେବଳ ଜ୍ୟୋତିଷ ମନୁଷ୍ୟର ଭାଗ୍ୟ ସହିତ ଜଡିଛନ୍ତି ବରଂ ପକ୍ଷୀ ମାନଙ୍କର ଉପଯୋଗ ସଂକୁନ ଜ୍ୟୋତିଷ ପ୍ରଶ୍ନ ଜ୍ୟୋତିଷ ତାନ୍ତ୍ରିକ ଉପଚାର ଏବଂ ଶାରୀରିକ ଏବଂ ମାନସିକ ରୋଗ ନିବାରଣରେ କରାଯାଇଥାଏ।

ପକ୍ଷୀ ମାନଙ୍କୁ ସ୍ୱତନ୍ତ୍ରତା ନବୀନ ବିଚାର ଆନନ୍ଦ ମୁକ୍ତି ପ୍ରଶଂସା ପ୍ରଜନନ ଶକ୍ତି ମାନସିକ ଏବଂ ଆତ୍ମାର ଯାତ୍ରା ଏବଂ ପ୍ରେରଣାର ପ୍ରତୀକ ମାନାଯାଇଥାଏ। ପକ୍ଷୀ ବାତାବରଣରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ। ଏମାନଙ୍କର ଆବାଜରେ ସମସ୍ତଙ୍କ ମନ ମୋହି ନେଇଥାନ୍ତି। ଚଢ଼େଇର ଆବାଜ ମଧୁର ସଂଗୀତ ପରିକା। କେତେ ଥର ଚଢେଇ ପାରା ଘରେ ବସା ବନେଇଥାଆନ୍ତି।

ମହୁମାଛି ବି ଘର ଉପରେ ନିଜର ବସା ବନେଇ ଥାନ୍ତି ତ କଣ ଆପଣ କେବେବି ଚିନ୍ତା କରିଛନ୍ତି ଏହା ଆପଣଙ୍କ ଉପରେ ଆପଣଙ୍କ ଘର ଉପରେ କଣ ପ୍ରଭାବ ପକାଇବ। ଆଜି ଆମେ ଜାଣିବା କେଉଁ ପକ୍ଷୀ ଘରକୁ ଅଶୁଭ ନେଇ ଆସିଥାଏ। ଏମାନଙ୍କର ଘରକୁ ଆସିବା ଦ୍ୱାରା ଦୁର୍ଭାଗ୍ୟ ଆସିଥାଏ। ପକ୍ଷୀ ମାନଙ୍କୁ ନେଇ ବହୁତ ଶୁଭ ଏବଂ ଅଶୁଭ ମାନ୍ୟତା ଅଛି।

ବାଇ ଚଢେଇ। ଯଦି ଆପଣଙ୍କ ଘରକୁ ବାଇ ଚଢେଇ ଆସେ ତ ଏହା ଶୁଭ ସଂକେତ ନେଇ ଆସିଥାଏ। ଯେଉଁ ଘରେ ବାଇ ଚଢେଇର ଆବାଜ ଶୁଣା ଯାଏ ସେହି ଘରେ କଷ୍ଟ ଗରିବୀ ଦୂରରେ ରହିଥାଏ। ଏହି ପକ୍ଷୀ ଯଦି ଘରେ ବସା ବନାଇ ଦିଏ ତ ଏହାକୁ ଘଉଡ଼ାଇବେ ନାହିଁ ଏହାକୁ ମଙ୍ଗଳକାରୀ ମାନାଯାଏ। ଏହା ଆପଣଙ୍କ ଘରର ଧନ ସମ୍ପତି ସୁଖ ସମୃଦ୍ଧି ନେଇ ଆସିଥାଏ ଏବଂ ଜୀବନରେ ଚାଲୁଥିବା ସମସ୍ୟାର ଶୀଘ୍ର ଅନ୍ତ ହୋଇପାରେ। ଏହା ଦ୍ବାରା ଆପଣଙ୍କ ଭାଗ୍ୟ ଉଦୟ ହୋଇଯାଇଥାଏ।

ଯଦି ଘରେ କୌଣସି ବାସ୍ତୁଦୋଷ ଅଛି ତେବେ ବାଇ ଚଢେଇର ବସା ହେବା ଦ୍ୱାରା ଦୂର ହୋଇଥାଏ। ଯଦି ଘରେ ବାଇଚଢ଼େଇ ମରିଯାଏ ତ ସେହି ଘରେ ନକରାତ୍ମକତା ଆସିବାକୁ ଲାଗେ। ଉନ୍ନତି ଅଟକି ଯାଇଥାଏ। ଘରେ ବୃଦ୍ଧ ବାଇଚଢ଼େଇ ଦେଖିବା ବହୁତ ଅଶୁଭ ହୋଇଥାଏ। ଯଦି ଆପଣଙ୍କ ଘରେ ବାଇ ଚଢେଇ ବସା ବନାଏ ତ ତାହାକୁ ଭୁଲରେ ବି ଭାଙ୍ଗିବେ ନାହିଁ। ନଚେତ ଏହାର ଅଶୁଭ ଫଳ ପ୍ରାପ୍ତ ହୋଇଥାଏ।

ପାରା। ବନ୍ଧୁଗଣ ସକାଳୁ ସକାଳୁ ଘରେ ପାରା ଦେଖିବା ଏହା ପ୍ରେମ ସମ୍ବଦ୍ଧ ହେବାର ମାନ୍ୟତା ଅଛି। ସେହିପରି ଯଦି ସନ୍ଧ୍ୟାରେ ପାରା ଦେଖନ୍ତି କିମ୍ବା ତାଙ୍କର ଘୁମୁରିବା ଶବ୍ଦ ଶୁଣନ୍ତି ତାହେଲେ ଏହା ଘରେ ଚୋରି ହେବା ଏବଂ ଲଢେଇ ଝଗଡା ହେବାର ସଂକେତ ମାନାଯାଇଥାଏ। ବନ୍ଧୁଗଣ ଏଥିରେ କୌଣସି ସନ୍ଦେହ ନାହିଁ କି ପାରା ଏକ ଶାନ୍ତ ପକ୍ଷୀ ଅଟେ କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ଘରକୁ ପାରା ଆସି ଦାନା ଖାଇବା ଶୁଭ ମାନାଯାଇଥାଏ କିନ୍ତୁ ବସା ବନାଇଲେ ଅଶୁଭର ସଂକେତ ଦେଇଥାଏ। ଏଥିପାଇଁ ଆପଣଙ୍କୁ ଘରୁ ପାରା ମାନଙ୍କୁ ବାହାର କରିଦେବା ଦରକାର। କାରଣ ପାରାର ସମ୍ବଦ୍ଧ ରାହୁ ଗ୍ରହ ସହିତ ହୋଇଥାଏ। ଏଥିପାଇଁ ପାରା ଘରକୁ ନକାରାତ୍ମକତା ଆଣିଥାଏ ଏବଂ ଘରର ଲୋକମାନଙ୍କୁ ଅସଫଳତାର ସାମ୍ନା କରିବାକୁ ପଡିଥାଏ।

ପେଚା। ବନ୍ଧୁଗଣ ପେଚା ମା ଲକ୍ଷ୍ମୀଙ୍କର ବାହନ ଅବଶ୍ୟ ହୋଇଥାଏ କିନ୍ତୁ ଘରକୁ ପେଚା ଆସିବା ଅଶୁଭ ହିଁ ମାନାଯାଇଥାଏ। କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ଦୀପାବଳି ଦିନ ପେଚା ଘରକୁ ଆସିବା ଶୁଭ ମାନାଯାଇଥାଏ। ଏହିଦିନ ମା ଲକ୍ଷ୍ମୀ ଆସିବାର ସଂକେତ ଦେଇଥାଏ କିନ୍ତୁ ଅନ୍ୟ ଦିନ ମାନଙ୍କରେ ଏହାର ଘରକୁ ଆସିବା ହାନିକାରକ ହୋଇଥାଏ।

ମାନାଯାଇଥାଏ କି ଘରକୁ ପେଚା ଆସିବା ଦ୍ୱାରା ଘରେ ନକରାତ୍ମକ ଉର୍ଜାର ବାସ ହୋଇଥାଏ ଏବଂ ଘରର ଉନ୍ନତି ରୋକିଯାଇଥାଏ। ଏହାବି କୁହାଯାଏ କି ଘରେ କିମ୍ବା ଘର ଉପରେ ପେଚା ବୋବାଇବା ମୃତ୍ୟୁର ସୂଚନା ଦେଇଥାଏ। ଯଦି ସନ୍ଧ୍ୟାରେ ଘର ବାହାରେ ଗଛ ଉପରେ ପେଚା ବବେଇଥାଏ ତ ବର୍ଷେ ଭିତରେ କୌଣସି ମିତ୍ର କିମ୍ବା ସମ୍ପର୍କୀୟଙ୍କର ମୃତ୍ୟୁ ହୋଇପାରେ।

ମହୁମାଛି ବି ଘରର କୌଣସି କୋଣରେ ବସା ବନେଇ ଥାନ୍ତି ତାଜା ଏବଂ ମିଠା କାରଣରୁ କିଛି ଲୋକ ଜାଣିଶୁଣି ଏମାନଙ୍କୁ ଘଉଡ଼ାନ୍ତି ନାହିଁ। କିନ୍ତୁ ବାସ୍ତୁ ଅନୁସାରେ ଘରେ ମହୁମାଛିର ବସା ହେବା ଭଲ ସଂକେତ ନୁହେଁ। ଏହା ଦ୍ବାରା ବଡ଼ ଦୁର୍ଘଟଣାର ସମ୍ଭାବନା ବଢି ଯାଇଥାଏ। ଯଦି ଏମାନେ ଘରେ ବସା ବନେଇ ଦିଅନ୍ତି ତ ଏମାନଙ୍କୁ ସତର୍କତାର ସହିତ ଘଉଡ଼ାଇ ଦିଅନ୍ତୁ।।

ବିରାଡ଼ି। ଏମାନେ ଯଦି ଘରେ ବସା ବନେଇ ନିଅନ୍ତି ତ ଏମାନଙ୍କୁ ତୁରନ୍ତ ଘଉଡ଼ାଇ ଦିଅନ୍ତୁ। ଏହାକୁ ବାସ୍ତ ଅନୁସାରେ ଠିକ ମାନାଯାଏ ନାହିଁ। ଏମାନଙ୍କ ଦ୍ୱାରା ଘରେ ସଙ୍କଟର ଛାଇ ଖେଳି ଯାଇଥାଏ। ତ ଏମାନଙ୍କୁ ସତର୍କତାର ସହିତ ଘଉଡ଼ାଇ ଦିଅନ୍ତୁ ଏବଂ ଆସୁଥିବା ସଙ୍କଟରୁ ବଞ୍ଚି ଯିବେ।

ସାଗୁଣା। ଆପଣ ଜାଣିଥିବେ କି ସାଗୁଣା ମୃତ ଜୀବଙ୍କୁ ଖାଇଥାଏ। ଏଥିପାଇଁ ହିନ୍ଦୁ ଧର୍ମରେ ଏହାକୁ ଅଶୁଭ ପକ୍ଷୀ ମାନାଯାଇଥାଏ। ଏହା ସହିତ ସାଗୁଣା ଘରକୁ ଆସିବା ଅଶୁଭ ମାନାଯାଇଥାଏ। ଯେଉଁ ଘରେ ଏମାନଙ୍କର ବାସ ହୋଇଥାଏ ସେହି ଘରର କେବେବି ବିକାଶ ହୋଇନଥାଏ। ସେହି ଘରର ସଦସ୍ୟ ମାନଙ୍କ ମଧ୍ୟରେ ଲଢେଇ ଝଗଡା ସବୁବେଳେ ଲାଗି ରହିଥାଏ। ଘରୁ ସକାରାତ୍ମକ ଉର୍ଜା ସବୁଦିନ ପାଇଁ ସମାପ୍ତ ହୋଇଯାଇଥାଏ ଏବଂ ଧନର ହାନି ମଧ୍ୟ ହୋଇଥାଏ। ଏଥିପାଇଁ ଧାର୍ମିକ ମାନ୍ୟତାରେ କୁହାଯାଇଛି କି ଯଦି ଆପଣଙ୍କର ଘରକୁ କେବେ ସାଗୁଣା ଆସିଥାଏ ତ ତାହାକୁ ବାହାର କରି ଘରେ ଶାନ୍ତିପାଠ ଅବଶ୍ୟ କରନ୍ତୁ।

କୁଆ। କୁହାଯାଏ କି କାଉ ଏକ ଏମିତି ପକ୍ଷୀ ଅଟେ ଯାହାକୁ ଆଗକୁ ଘଟିବାକୁ ଯାଉଥିବା ଘଟଣାବଳୀ ବିଷୟରେ ପୂର୍ବରୁ ହିଁ ଜଣା ପଡ଼ିଯାଏ। ଆପଣଙ୍କୁ କହି ଦେଉଛୁ କି ଯଦି କାଉ କୌଣସି ବ୍ୟକ୍ତିର ମୁଣ୍ଡ ଉପରେ ବସିଯାଏ ତ ଏହାର ଅର୍ଥ ଏହା ହୋଇଥାଏ କି ସେହି ବ୍ୟକ୍ତିର ମାନ ସମ୍ମାନରେ ଆଞ୍ଚ ଆସିବାର ଅଛି କିମ୍ବା ତାଙ୍କର ଘରେ ପଇସାର କମି ହେବାର ଅଛି। ଯଦି ଅଚାନକ ବହୁତ ସାରା କାଉ ଆପଣଙ୍କର ଘର ଉପରେ ଆସି ରାବି ଥାନ୍ତି ତ ଏହା ଅଶୁଭ ସଂକେତ ମାନାଯାଇଥାଏ। କୁହାଯାଇଥାଏ କି ସେହି ଘରର ମାଲିକ ପାଇଁ ସଂକଟର ସଂକେତ ହୋଇପାରେ।

ଆପଣ ଜାଣିଥିବେ କି ବାଦୁଡିକୁ ଦିନରେ ଦେଖାଯାଇନଥାଏ। ଏଥିପାଇଁ ଏହାକୁ ରାତିର ପକ୍ଷୀ କୁହାଯାଇଥାଏ। ଏହା ସହିତ ଏହା ଭୁତ ପ୍ରେତ ଭଳି ଓଲଟା ଝୁଲି ରହିଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଶାସ୍ତ୍ରରେ ବି ଘରକୁ ବାଦୁଡି ଆସିବା ଅଶୁଭ ମାନାଯାଇଥାଏ। ଘରକୁ ବାଦୁଡି ଆସିବା ମୃତ୍ୟୁ ସୂଚକ ଦେଇଥାଏ। ଏଥିପାଇଁ ଏମାନଙ୍କୁ ସତର୍କତାର ସହିତ ଘଉଡ଼ାଇ ଦେବା ଉଚିତ।

ମୟୁର। ଯଦି ସକାଳେ ମୟୁରର ଶବ୍ଦ ଶୁଣାଯାଏ ତେବେ ଏହା ଶୁଭ ସଂକେତ ହୋଇଥାଏ। ଏହି ପକ୍ଷୀ କୌଣସି ବି ସ୍ଥାନରେ ଖରାପ ଶକ୍ତିରୁ ଦୂରେଇ ରଖିଥାଏ। ଯଦି ଆପଣଙ୍କ ଘରକୁ ମୟୁର ଆସିଯାଏ ତ ଖୁସି ହୋଇଯାନ୍ତୁ। ଏହା ଶୁଭ ସଂକେତ ହୋଇଥାଏ।

ମୟୁର। ମୟୁରକୁ ଏକ ବହୁତ ଶୁଭ ଏବଂ ପବିତ୍ର ପକ୍ଷୀ ମାନାଯାଏ ଏହା ମା ସ୍ୱରସ୍ୱତୀଙ୍କର ବାହନ। ଯଦି ଆପଣଙ୍କୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଥିବା ସମୟରେ ମୟୂରର ଦର୍ଶନ ହୋଇଯାଏ କିମ୍ବା ମୟୂରର ଆବାଜ ଶୁଣିବାକୁ ମିଳେ ତ ଏହା ଶୁଭ ସଂକେତ ଅଟେ।

ଏବେ ଆସନ୍ତୁ ଜାଣିବା ଚଢେଇ ଦ୍ୱାରା ଆମକୁ କେଉଁ ସଂକେତ ମିଳିଥାଏ।

ପ୍ରଥମ ସଂକେତ। ଯେଉଁ ଘରେ ଚଢେଇ ନିଜର ବସା ବନେଇଥାଏ ସେହି ଘରେ ସବୁବେଳେ ଆନନ୍ଦ ଖୁସି ରହିଥାଏ। ଘରର ବାତାବରଣ ସୁଖଦ ରହିଥାଏ। ଏବଂ ସବୁବେଳେ ଧନର ଆଗମନ ହୋଇଥାଏ।

ଦ୍ୱିତୀୟ ସଂକେତ। ଯଦି ଚଢେଇ ନିଜର ଶରୀରକୁ ବସେଇ ଫୁଲେଇ ଦିଏ ତ ଏହା ବିଲକୁଲ ଅଶୁଭ ନୁହେଁ। ଏହା କିଛି ଶୁଭ ସମାଚାର ମିଳିବାର ସଂକେତ। ଆପଣଙ୍କୁ ଶୀଘ୍ର କୌଣସି ଶୁଭ ସମାଚାର ମିଳିବ।

ତୃତୀୟ କଥା। ଚଢେଇ ବହୁତ ସିଧା ସାଧା ଓ ଡ଼ରୁଆ ପକ୍ଷୀ। ଯଦି ଚଢେଇ ଆପଣଙ୍କ ଆଖପାଖ କିମ୍ବା ଆପଣଙ୍କ ଘରକୁ ବିନା ଡରରେ ଆସିବାକୁ ଲାଗେ ତ ଏହା ବୁଝି ଯାଆନ୍ତୁ କି ଘରେ ଶୁଭ ଏବଂ ସକାରାତ୍ମକ ଉର୍ଜାର ସଂଚାର ହେଉଛି।

ଚତୁର୍ଥ କଥା। ଯଦି ବହୁତ ସାରା ଚଢେଇ ଆପଣଙ୍କ ଘରର ଛାତ କିମ୍ବା ବାଳକୁନିରେ ଆସି ବସି ଯାଆନ୍ତି ତ ବୁଝି ଯାଆନ୍ତୁ କି ଆପଣଙ୍କ ଘରେ ଯେକୌଣସି ବଡ଼ ଶୁଭ ପ୍ରସଙ୍ଗ ହେବ। କୌଣସି ଖାସ ସମାଚାର ମିଳିବ। କୌଣସି ବିଶେଷ କାର୍ଯ୍ୟରେ ସଫଳତା ମଧ୍ୟ ମିଳିବ।

ପଞ୍ଚମ କଥା। ଘରକୁ ଚଢେଇ ଆସିଲେ ଘରକୁ ସକାରାତ୍ମକ ସଂଚାର ହୋଇଥାଏ ଏବଂ ନକାରାତ୍ମକ ଉର୍ଜା ସଂକଟ ଆମ ଘରେ ଥିଲେ ତାହା ଆମ ଘରୁ ପଳାଇ ଯାଇଥାଏ ଏଥିପାଇଁ ଯଦି ଘରେ ଚଢେଇ ବସା ବନାଏ ତ ତାହାକୁ ନଷ୍ଟ କରନ୍ତୁ ନାହିଁ।

ବନ୍ଧୁଗଣ ଯଦି ଆପଣ ନିଜ ଘରର ଉନ୍ନତି ଚାହାନ୍ତି ତ ଆପଣ ଛୋଟ ପକ୍ଷୀ ମାନଙ୍କୁ ଖାଇବାକୁ ଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *