Excuse Me Odisha

ଯାହା କହିବୁ ସତ କହିବୁ

ମୃତ୍ୟୁର ୪୦ ଦିନ ପୂର୍ବରୁ ଯଦି ଏହି ଭୟଙ୍କର ସ୍ୱପ୍ନ ଆସେ,ତା ହେଲେ ମୃତ୍ୟୁ ନିଶ୍ଚିତ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମୃତ୍ୟୁର ୪୦ ଦିନ ପୂର୍ବରୁ ଭୟଙ୍କର ସ୍ୱପ୍ନ ଆସିଥାଏ। ଏହି ସ୍ୱପ୍ନ ଦେଖିଲେ ମୃତ୍ୟୁ ନିଶ୍ଚିତ

ବନ୍ଧୁଗଣ ଆମେ ସମସ୍ତେ ଏହି ଧରତୀକୁ ଆସିଛୁ ଏବଂ ଦିନେ ନାଁ ଦିନେ ନିଶ୍ଚୟ ଏ ଦୁନିଆରୁ ଚାଲିଯିବୁ ଯାହାର ଜନ୍ମ ହୋଇଛି ତାର ମୃତ୍ୟୁବି ନିଶ୍ଚିତ ଅଟେ। ଯମରାଜ ଯିଏ ଆମକୁ ନେବାକୁ ଆସନ୍ତି ସେ ମୃତ୍ୟୁ ପୂର୍ବରୁ ୪ ଟି ସଂକେତ ଦେଇଥାନ୍ତି। ସେ ଏହି ସଂକେତରେ ଜଣାଇଥାନ୍ତି କି ମୃତ୍ୟୁ ବହୁତ ପାଖରେ ଅଛି।

ଭଗବାନ ବି ହେଲେ ମଧ୍ୟ ଯେବେ ଯେବେ ଏହି ଧରତୀରେ ଜନ୍ମ ନେଇଛନ୍ତି ତାଙ୍କୁ ମଧ୍ୟ ଏହି ଧରତିରୁ ଯିବାକୁ ପଡିଛି। ଭଗବାନଙ୍କୁ ବି ଏହି ନିୟମର ପାଳନ କରିବାକୁ ପଡିଥାଏ। ସେଥିପାଇଁ ଯେବେବି ଭଗବାନ ଏହି ଧରତୀରେ ଜନ୍ମ ନେଇଛନ୍ତି ନିଜର ପ୍ରାଣ ତ୍ୟାଗ କରିଛନ୍ତି। ଯମରାଜ ମନୁଷ୍ୟଙ୍କୁ ମୃତ୍ୟୁ ପୂର୍ବରୁ ୪ ଟି ସଂକେତ ଦେବେ ବୋଲି ଵଚନ ଦେଇଥିଲେ ଯାହାର ପାଳନ ଆଜିବି ଯମରାଜ କରୁଛନ୍ତି। ଯେବେ ମୃତ୍ୟୁ ପାଖେଇ ଆସିଥାଏ ତ ଏମିତି ଅନୁଭବ କରାଇଥାନ୍ତି ଯେ ଏବେ ସମସ୍ୟ ଶେଷ ହେଲା ଏବେ ଶରୀର ତ୍ୟାଗ କରିବାର ସମୟ ଆସିଯାଇଛି।

ମୃତ୍ୟୁର ଦେବତା ଅଟନ୍ତି ଯମରାଜ। ଏ ଦଣ୍ଡଧର ଅଟନ୍ତି ସେ ମୃତ୍ୟୁ ପରେ ମନୁଷ୍ୟଙ୍କୁ କର୍ମର ସଜା ଦେଇଥାନ୍ତି। ଯଦି ଭଲ କର୍ମ କରନ୍ତି ତେବେ ସ୍ୱର୍ଗର ସୁଖ ମିଳିବ ଏବଂ ଯଦି ଖରାପ କର୍ମ କରନ୍ତି ତେବେ ନର୍କର ଯନ୍ତ୍ରଣା ଭୋଗିବାକୁ ପଡିଥାଏ। ଯେବେ ବୃଦ୍ଧ ହୋଇଯାନ୍ତି ତ ମନୁଷ୍ୟ ପ୍ରାଣ ତ୍ୟାଗ କରିଥାଏ ତ ତାହା ପୂର୍ବରୁ ସମସ୍ତ ମନୁଷ୍ୟଙ୍କୁ ସଂକେତ ମିଳିଥାଏ ଯେମିତିକି ଆପଣ ଦେଖିଥିବେ ବୃଦ୍ଧସ୍ଥାରେ କହିଥାନ୍ତି ଭଉଣୀକୁ ଡାକ ଭାଇକି ଡାକ ବନ୍ଧୁଙ୍କୁ ଡାକ ଯେମିତି ତାଙ୍କୁ ମୁଁ ଦେଖିବି। ଯିବା ପୂର୍ବରୁ ତାଙ୍କୁ ସଙ୍କେତ ଜଣା ପଡିଯାଇଥାଏ। ତେବେ ଆସନ୍ତୁ ସେହି ୪ ଟି ସଂକେତ ବିଷୟରେ ଜାଣିବା।

ପ୍ରଥମ କଥା। ବୟସ ହେବା ସହିତ ଅର୍ଥାତ ବୃଦ୍ଧାବସ୍ଥା ରେ କେଶ ଧଳା ହୋଇଯିବା ଦାନ୍ତ ଝଡି ପଡିବା ଆଦି ଏହା ଏହି ସଂକେତ ଦେଇଥାଏ କି ବ୍ୟକ୍ତିର ଶରୀର କମଜୋର ହେଉଛି। ବ୍ୟକ୍ତିର ଶରୀର ଏହା କହିଥାଏ କି ମତେ ଏବେ ମୁକ୍ତି ମିଳିଯାଉ ତୁମେ ମୋର ମୋହ କରନାହିଁ। ତାଙ୍କ ଆଖପାଖର ଲୋକଙ୍କୁ ବୁଝି ଯିବା ଉଚିତ କି ବ୍ୟକ୍ତିର ଆଉ ଅଧିକ ସମୟ ନାହିଁ।

ଦ୍ୱିତୀୟ ସଂକେତ। ମନୁଷ୍ୟର ଜ୍ଞାନ ଇନ୍ଦ୍ରିୟ ଯେମିତିକି ଶୁଣିବା ଦେଖିବା ଏହିସବୁ ଜିନିଷ କମଜୋର ପଡିଯିବା। ଆମେ ଛୋଟ ଛୋଟ ଲୋକଙ୍କ କଥା କହୁଁନାହୁଁ ଯେଉଁମାନେ ବୁଦ୍ଧ ଆମେ ସେମାନଙ୍କ କଥା କହୁଛୁ। ଯେବେ ତାଙ୍କର ଜ୍ଞାନ ଇନ୍ଦ୍ରିୟ କମଜୋର ହୋଇଥାଏ ତ ବ୍ୟକ୍ତିକୁ ଶୁଣିବା ଏବଂ ଦେଖିବାର ଶକ୍ତି କମ ହୋଇଯାଇଥାଏ ଏହି ସମୟରେ ଯମରାଜ କୁହନ୍ତି ଦୁନିଆର କଥା ଛାଡ଼ନ୍ତୁ ଆତ୍ମ ଚିନ୍ତନ କର ସମୟ ଆସିଯାଇଛି ଏହି ଦୁନିଆର ମୋହ ମାୟାରୁ ଯିବା ପାଇଁ।

ତୃତୀୟ ସଂକେତ। ବୟସରେ ଅଣ୍ଟା ଧୀରେ ଧୀରେ ଦବି ଯିବା ଶରୀରରେ ବୋଝ ନେବାର କ୍ଷମତା କମ ହୋଇଯିବା। ବାହାରର ସାହାରା ନେବାକୁ ପଡିଥାଏ ତ ଏହି ସମୟରେ ଯମରାଜ ଆମକୁ କହିଥାନ୍ତି ବାହାରର ସାହାରା ନେବା ଅପେକ୍ଷା ଭଗବାନଙ୍କ ସାହାରା ନିଅ ସେହି ତୁମକୁ କର୍ମର ଫଳର ଉତ୍ତମ ସ୍ଥାନ ଦେଇପାରିବେ।

ଯେଉଁ ବ୍ୟକ୍ତି ଯମରାଜଙ୍କର ଏହି ସଂକେତକୁ ବୁଝିପାରନ୍ତି ନାହିଁ ତାଙ୍କୁ ମୃତ୍ୟୁ ପରେ ନର୍କର ଯନ୍ତ୍ରଣା ଭୋଗିବାକୁ ପଡିଥାଏ।

ସ୍ୱପ୍ନରେ ସ୍ୱର୍ଗ ଏବଂ ନର୍କର ଦ୍ୱାର ଦେଖାଦେବା। ଏହି ପ୍ରକାରର ସ୍ୱପ୍ନ ମନୁଷ୍ୟକୁ ତାର ମୃତ୍ୟୁର ପୂର୍ବରୁ ଆସିଥାଏ। ତାକୁ ତାର ସ୍ବପ୍ନରେ ସ୍ୱର୍ଗର ଦ୍ୱାର ଏବଂ ନର୍କର ଦ୍ୱାର ବାରମ୍ବାର ଦେଖାଦେବାକୁ ଲାଗିଥାଏ। ଆଉ ସେ ମନୁଷ୍ୟ ଦ୍ୱାର ବାହାରେ ଅପେକ୍ଷା କରି ଛିଡା ହୋଇଥାଏ। ସ୍ୱପ୍ନରେ ମନୁଷ୍ୟକୁ ନାଁ କେବଳ ନର୍କରେ ସଜା ଦେବା ଦେଖାଯାଏ ନାଁ ସ୍ଵର୍ଗରେ ମିଳିବାକୁ ଥିବା ସୁଖ। ତାକୁ ମାତ୍ର ସ୍ଵର୍ଗରେ ଏବଂ ନର୍କରେ ପ୍ରବେଶ କରୁଥିବା ବିଶାଳକାୟ ଦ୍ୱାର ଦେଖାଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *