Excuse Me Odisha

ଯାହା କହିବୁ ସତ କହିବୁ

ଚୁପଚାପ ପୋତି ଦିଅନ୍ତୁ ଏହାକୁ। ଆଖି ପିଚୁଳାକେ ଯାହା ଚାହିଁବେ ତାହା ପାଇବେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଚୁପଚାପ ପୋତି ଦିଅନ୍ତୁ ଏହାକୁ। ଆଖି ପିଚୁଳାକେ ଯାହା ଚାହିଁବେ ତାହା ପାଇବେ।

ଆଜି ଆମେ ରସୁଣର ଛୋଟ ଉପାୟ ଜଣେଇବୁ। ଯାହା ଦ୍ୱାରା ଆପଣ ସମସ୍ତ ସମସ୍ୟାରୁ ମୁକ୍ତି ପାଇପରିବେ। ଆପଣଙ୍କୁ କେବେବି କାହା ସାମ୍ନାରେ ହାତ ଯୋଡିବାକୁ ପଡିବ ନାହିଁ।

କେବେ କେବେ ଆପଣଙ୍କର ମାନସିକ ଟେନସନ ଅଧିକ ବଢି ଯାଇଥାଏ ବ୍ୟବସାୟ ଭଲ ଚାଲୁ ନଥାଏ ଚାକିରୀରେ ବାଧା ଆସୁଥାଏ ଜୀବନରେ ଅଶାନ୍ତି ଥାଏ ଘର ପରିବାରରେ ମତଭେଦ ଚାଲିଥାଏ କିମ୍ବା କେହି ନଜର ଲଗେଇ ଦେଇଥାନ୍ତି ଘର ପରିବାର ଉପରେ ତେବେ ଏହି ଛୋଟ ଉପାୟ କରନ୍ତୁ। ରାତିରେ ଶୋଇବା ସମୟରେ ତକିଆ ତଳେ ୧ ଟି ରସୁଣ କଲି ନିଶ୍ଚୟ ରଖିବା ଉଚିତ। ପର ଦିନ ସକାଳେ ମାଟିରେ ପୋତି ଦେବେ। ଏମିତି କରିଲେ ଆପଣଙ୍କ ଟେନସନ ଧୀରେ ଧୀରେ ଶେଷ ହୋଇଯିବ। ନିଦ ଭଲ ଆସିବ

ଧନ ସଞ୍ଚୟ ପାଇଁ ପର୍ସରେ ନିଶ୍ଚୟ ୧ ଟି ରସୁଣ କଲି ରଖନ୍ତୁ। ଏମିତି କରିଲେ ଧନର ଉନ୍ନତି ହେବ।

ଗ୍ରହ ପୀଡା ଦୂର ହୋଇଯିବ। ରାହୁ କେତୁଙ୍କ ନେଗେଟିଭ ପ୍ରଭାବ ଶାନ୍ତ ହୋଇଯାଏ। ଆପଣଙ୍କ ଘରକୁ କେଉଁ ଲୋକ କେଉଁ ଉଦ୍ଧେଶ୍ୟରେ ଆସୁଛି ଏହା ତ ଆମକୁ ଜଣା ନଥାଏ କିନ୍ତୁ ଯଦି କୌଣସି ବ୍ୟକ୍ତି ଖରାପ ବିଚାରକୁ ନେଇ ଆସୁଛି ତ ଘରକୁ ନେଗେଟିଭିଟି ଚାଲି ଆସିଥାଏ। ଏଥିରୁ ବଞ୍ଚିବା ପାଇଁ ରସୁଣର ୭ ଟି କଲି ନେଇ ଲାଲ କପଡ଼ାରେ ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ନିଶ୍ଚୟ ବାନ୍ଧିବା ଉଚିତ। ଏହା ନକରାତ୍ମକ ଶକ୍ତିକୁ ନିଜ ଭିତରେ ପ୍ରବେଶ କରିନିଏ ଅର୍ଥାତ ସେହି ଖରାପ ଉର୍ଜାକୁ ଶୁଖାଇ ନେଇଥାଏ ଏବଂ ଘରକୁ ପ୍ରବେଶ କରିବାକୁ ଦିଏ ନାହିଁ।

ରସୁଣକୁ ତନ୍ତ୍ର ଶାସ୍ତ୍ରରେ କଲ୍ୟାଣକାରୀ କୁହାଯାଏ। ରସୁଣର ମାଳା ଆଜିବି ନଜର ଦୋଷରୁ ବଞ୍ଚିବା ପାଇଁ ଗାଁରେ ଛୋଟ ପିଲାଙ୍କୁ ପିନ୍ଧାଇଥାନ୍ତି। ଆସନ୍ତୁ ଜାଣିବା ରସୁଣ ଦ୍ୱାରା କରାଯାଉଥିବା ଉପାୟ ବିଷୟରେ। ପ୍ରାଚୀନ ଗ୍ରନ୍ଥ ଅନୁସାରେ ଏହି ଉପାୟ ଉଲ୍ଲେଖ ଅଛି।

ଆପଣଙ୍କ ଦୁକାନରେ କେହି କିଛି ଯାଦୁ କରିଦେଇଛି ଦୁକାନ ଭଲ ଚାଲୁନାହିଁ ତେବେ ୫ ଟି ୭ଟି କିମ୍ବା ୧୧ଟି ରସୁଣର କଲିକୁ ଲାଲ କପଡ଼ାରେ ବାନ୍ଧି ଶନିବାର ଦିନ ନିଜ ଦୁକାନର ବାହାରେ ଏହି କପଡାକୁ ବାନ୍ଧି ଦିଅନ୍ତୁ। ଏହାକୁ ୬ ମାସ ପରେ ଚେଞ୍ଚ କରିଦେବେ। ଏମିତି କରିଲେ ଗ୍ରାହକଙ୍କର ଆସିବା ଲାଗି ରହିବ।

ଶତ୍ରୁ ମୁକ୍ତି ପାଇଁ ଏହି ଛୋଟ ଉପାୟ କରନ୍ତୁ। କୌଣସି ବି ଶନିବାର ଦିନ ୧ ଟି ରସୁଣର କଲି ନିଅନ୍ତୁ କୌଣସି ଗଛ ମୂଳରେ ଏହାକୁ ମାଟିରେ ପେଣ୍ଡା କରି ଏହି ରସୁଣକୁ ଛୁଞ୍ଚି ଭିତରେ ପୁରାଇ ପୋତି ଦିଅନ୍ତୁ ଏବଂ ଶତ୍ରୁର ନାମ ନିଅନ୍ତୁ। ଏମିତି ଜାଗାରେ କରିବେ ଯେମିତି ଏହାକୁ କେହି ଛୁଇଁବେ ନାହିଁ ଏହାକୁ ପଡି ରହିବାକୁ ଦିଅନ୍ତୁ। ଏମିତି କରିଲେ ଚୋରି ହେବ ନାହିଁ ଶତ୍ରୁ ବିରୋଧୀ ଶାନ୍ତ ହୋଇଯିବେ। ଆପଣଙ୍କର ମାନ ସମ୍ମାନ ବଢିବ। ଜୀବନରେ ଉନ୍ନତି କରିବେ। ଖୁସି ବି ଫେରି ଆସିବ। କିଛି ଦିନ ପରେ ଏହି ରସୁଣରେ ଗଛ ହୋଇଯିବ କିନ୍ତୁ ଏହି ରସୁଣକୁ କେବେବି ଖାଇବେ ନାହିଁ।

ପାପଜ ତଳେ ସର୍ବଦା ରସୁଣକୁ ଦବେଇ ରଖିବା ଉଚିତ। ଯେତେବେଳେ ଘରର କୌଣସି ବ୍ୟକ୍ତି ଘରୁ ବାହାରକୁ ଯାଇ ଫେରିବା ସମୟରେ ତାଙ୍କ ସହିତ ନେଗେଟିଭିଟି ଉର୍ଜା ଚାଲିଆସିଥାଏ। ସେଥିପାଇଁ ନକରାତ୍ମକ ଉର୍ଜାକୁ ବାହାର କରିବା ପାଇଁ ପାପଜ ତଳେ ୧ ରୁ ୨ଟି ରସୁଣ କଲି ରଖିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *