Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଏହାକୁ ଫୁଟନ୍ତା ପାଣିରେ ପକେଇ ଦିଅନ୍ତୁ ସାମ୍ନା ଵାଲା ହୋଇଯିବେ ଦିବାନା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କେବଳ ଏହାକୁ ଫୁଟନ୍ତା ପାଣିରେ ପକେଇ ଦିଅନ୍ତୁ ସାମ୍ନା ଵାଲା ହୋଇଯିବେ ଦିବାନା।

ଅନେକ ଥର ଆମେ ବହୁତ କିଛି ଚାହିଁଥାଉ କିନ୍ତୁ କିଛି ହୋଇନଥାଏ। ଅନେକ ଥର ଆପଣଙ୍କ ପ୍ରେମ ବି ଆପଣଙ୍କର ହୋଇନଥାଏ। ଆପଣ ଲକ୍ଷେ ଚେଷ୍ଟା କରିଲେ ମଧ୍ୟ ମିଳିନଥାଏ। କେବେ କେବେ ବୁଝି ହୁଏନାହିଁ କଣ କରିବାକୁ ହେବ ଏବଂ କୋଣ ହୋଇଥାଏ କିନ୍ତୁ ତଥାପି ଆପଣ ପରସ୍ପର ମଧ୍ୟରେ ସମ୍ପର୍କ ରଖିଥାନ୍ତି। ଆପଣ ଲଭ ରିଲେସନସିପରେ ଥାନ୍ତୁ କିମ୍ବା ବୈବାହିକ ଜୀବନରେ ଥାନ୍ତୁ। ଆଜି ଆମେ ଏକ ଛୋଟ ଉପାୟ ଜଣେଇବୁ ଯାହା ଦ୍ୱାରା ଆପଣଙ୍କ ଜୀବନରେ ଯେଉଁ ଦୁଃଖ ଅଛି ମତଭେଦ ଅଛି ଦୂରତା ଅଛି ତାହା ଶେଷ ହୋଇଯିବ। ଏହି ପ୍ରୟୋଗ ଯେତେବେଳେ ବି କରିବେ ଚୁପଚାପ କରିବେ।

ସକାଳୁ ସକାଳୁ ଉଠି ସ୍ନାନ ସାରି ପୂଜା କରିବା ପରେ ଭଜନ କରିବା ପରେ ଯେତେବେଳେ ଆପଣ ଫ୍ରେସ ରହିବେ ସେହି ସମୟରେ ଆପଣ ଏହି ପ୍ରୟୋଗ କରିନିଅନ୍ତୁ। ଶୁଦ୍ଧ ମନରେ କରିବେ ମନରେ କୌଣସି ବି ଦୁଵିଧା ରଖି କରିବେ ନାହିଁ। ଏଥିପାଇଁ ଗୋଟେ ପାତ୍ରରେ ପାଣି ନିଅନ୍ତୁ ଏବଂ ଏହାକୁ ଫୁଟାନ୍ତୁ ଯେତେବେଳେ ଏହା ଫୁଟିବ ଏଥିରେ ଗୋଟେ ଲବଙ୍ଗ ଯାହା ଭାଙ୍ଗି ନଥିବ ଭଲ ଲବଙ୍ଗଟିଏ ନେବେ

ନିଜର ଡାହାଣ ହାତରେ ମୁଠିରେ ରଖିବେ ଏବଂ ୩ ଥର ଗୋଟେ ମନ୍ତ୍ର କହିବେ ମନ୍ତ୍ର ଟି ହେଉଛି “ସମୀନ ସମୀନ ସେହି ବ୍ୟକ୍ତିର ନାମ କହିବେ ଝିଅ ହେଉ କିମ୍ବା ପୁଅ ହେଉ କିମ୍ବା ଶତ୍ରୁର ନାମ ମଧ୍ୟ ନେଇ ପାରିବେ ମମ ବଷ୍ୟତ କରୋତି”। ଏହି ମନ୍ତ୍ରକୁ ୩ ଥର କରିବା ପରେ ଫୁଟନ୍ତା ପାଣିରେ ଏହି ଲବଙ୍ଗଟିକୁ ପକେଇ ଦେବେ। ଯେତେବେଳେ ପାଣି ଥଣ୍ଡା ହୋଇଯିବ ସେତେବେଳେ ସେହି ଲବଙ୍ଗଟିକୁ କାଢି ମୁହଁରେ ଚୁସି ନେଇ ଫୋପାଡ଼ି ଦିଅନ୍ତୁ ଏବଂ ଥଣ୍ଡା ପାଣିକୁ କୌଣସି ଗଛ ମୂଳରେ ଢାଳି ଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *