Excuse Me Odisha

ଯାହା କହିବୁ ସତ କହିବୁ

ବିବାହିତ ମହିଳା ଏହି ଏହି ଗହଣା ପିନ୍ଧନ୍ତୁ ନାହିଁ। ସ୍ୱାମୀ ହୋଇଯିବେ ବର୍ବାଦ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବିବାହିତ ମହିଳା ଏହି ଏହି ଗହଣା ପିନ୍ଧନ୍ତୁ ନାହିଁ। ସ୍ୱାମୀ ହୋଇଯିବେ ବର୍ବାଦ।

ବନ୍ଧୁଗଣ ସୁହାଗିନୀ ମହିଳାମାନେ ଏହି ଜିନିଷ କେବେବି ପିନ୍ଧିବେ ନାହିଁ ନଚେତ ସ୍ୱାମୀଙ୍କର ହୋଇପାରେ ବର୍ବାଦ। ଏହା ସହିତ ଜାଣିବା କି ସୁହାଗିନୀ ମହିଳା କେଉଁ ଭୁଲ କରିବା ଯୋଗୁ ସ୍ୱାମୀଙ୍କର ବର୍ବାଦ ହୋଇଥାଏ

ବନ୍ଧୁଗଣ ଖାସ କରି ବିବାହିତ ମହିଳାମାନେ ଏହି ଜିନିଷ କେବେବି ପିନ୍ଧିବା ଉଚିତ ନୁହେଁ ନଚେତ ଏହା ଦ୍ବାରା ସ୍ୱାମୀଙ୍କର ମୃତ୍ୟୁ ଶୀଘ୍ର ହୋଇଯାଏ ଅର୍ଥାତ ସ୍ୱାମୀ ଉପରେ ସଙ୍କଟ ଆସିବାକୁ ଲାଗିଥାଏ। ବିବାହ ପରେ ମହିଳାମାନେ ନିଜ ସ୍ୱାମୀ ପାଇଁ ସିଙ୍ଗାର କରିଥାଏ। ଗଳାରେ ମଙ୍ଗଳସୁତ୍ର ମଥାରେ ସିନ୍ଦୁର ଏବଂ ହାତରେ ଚୁଡ଼ି ଏହି ୩ ଟି ଜିନିଷ ସମସ୍ତ ବିବାହିତ ମହିଳାଙ୍କ ସୁନ୍ଦରତାର ଚାର ଚାନ୍ଦ ଲଗେଇ ଦେଇଥାଏ। ସ୍ୱାମୀଙ୍କ ପାଇଁ କରାଯାଉଥିବା ଏହି ସିଙ୍ଗାର ବହୁତ ଆକର୍ଷଣ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କ ସିଙ୍ଗାରରେ ଭୁଲ ରଙ୍ଗର ହେବା ସ୍ୱାମୀଙ୍କ ପାଇଁ ଦୁର୍ଭାଗ୍ୟର କାରଣ ହୋଇଥାଏ। କାରଣ ସୁହାଗିନୀ ମହିଳାଙ୍କ ପାଇଁ ହିଁ ଘରେ ସୁଖ ସମୃଦ୍ଧି ବନି ରହିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ସୁହାଗିନୀ ମହିଳାଙ୍କୁ ଫୋପାଡିବା ଉଚିତ ନୁହେଁ ଏହା ସହିତ ଜାଣିବା କେଉଁ ଭୁଲ ବି ମଧ୍ୟ କରିବା ଉଚିତ ନୁହେଁ।

କାନରେ ପିନ୍ଧୁ ଥିବା ୟର ରିଙ୍ଗସ। ନକଲି ଧାତୁରେ ଆଭୂଷଣ କରନ୍ତୁ ନାହିଁ। ଏହା ଦ୍ବାରା ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏହି ଜିନିଷ ଠାରୁ ଦୂରେଇ ରୁହନ୍ତୁ। କାନରେ ୟର ରିଙ୍ଗସ କେବଳ ସୁନା କିମ୍ବା ରୂପାର ଧାତୁରେ ପିନ୍ଧନ୍ତୁ। ଅନ୍ୟ ଧାତୁରେ ପିନ୍ଧିଲେ ଆପଣଙ୍କ ଗ୍ରହ ବିଗିଡି ଯାଇପାରେ। ଆପଣଙ୍କ ଉପରକୁ ସଙ୍କଟ ଆସିପାରେ।

ମଙ୍ଗଳ ସୂତ୍ର। ବିବାହିତା ମହିଳା ମାନଙ୍କ ପାଇଁ ମଙ୍ଗଳ ସୂତ୍ରର ବଡ଼ ମହତ୍ୱ ରହିଥାଏ। ଏଥିରେ ଭଗବାନ ଶିବଙ୍କର ବାସ ହୋଇଥାଏ। ଏହା ସ୍ୱାମୀ ସ୍ତ୍ରୀଙ୍କ ପ୍ରେମର ପ୍ରତୀକ ହୋଇଥାଏ। କୌଣସି ବି ମହିଳାଙ୍କୁ ନିଜର ମଙ୍ଗଳ ସୂତ୍ରକୁ ଅନ୍ୟ ମହିଳାଙ୍କୁ ଦେବା ଉଚିତ ନୁହେଁ କି ଫୋପାଡିବା ଉଚିତ ନୁହେଁ। ଏହା ସ୍ୱାମୀଙ୍କ ସହିତ ଜଡ଼ିତ ହୋଇଥାଏ। ଏଥିପାଇଁ ଏହାକୁ ଫୋପାଡିବା ଉଚିତ ନୁହେଁ କି ଅନ୍ୟ ସ୍ତ୍ରୀରର ମଙ୍ଗଳସୁତ୍ର ନିଜ ଗଳାରେ ପିନ୍ଧିବା ବି ଉଚିତ ନୁହେଁ। ଏହା ଦ୍ବାରା ସ୍ୱାମୀଙ୍କ ଉପରେ ସଙ୍କଟ ଆସିଯାଏ।

ସୁହାଗିନ ମହିଳା ହାତରେ ପିନ୍ଧିଥିବା ଚୁଡିକୁ ବାହାରେ ଫୋପାଡିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଆପଣଙ୍କ ଭାଗ୍ୟ କମଜୋର ହୋଇଥାଏ। ଏହା ଆପଣଙ୍କ ବିବାହର ପ୍ରତୀକ ଅଟେ। ଭୁଲରେ ବି ଅନ୍ୟ ସ୍ତ୍ରୀଙ୍କୁ ନିଜର ଚୁଡ଼ି ଦେବା ଉଚିତ ନୁହେଁ। ଏହି ଜିନିଷ ଦାନ କଲେ ବି ପାପ କାରଣ ଚୁଡ଼ି ସହିତ ଆପଣଙ୍କର ଭାଗ୍ୟ ଅନ୍ୟ ମହିଳାଙ୍କ ପାଖକୁ ଚାଲିଯାଏ। ଏଥିପାଇଁ ଆପଣ ପିନ୍ଧିଥିବା ଚୁଡିକୁ ଅନ୍ୟ କେଉଁ ମହିଳାଙ୍କୁ ଦିଅନ୍ତୁ ନାହିଁ।

ପାଦରେ ପାଉଁଜି। ପାଉଁଜି ଏବଂ ନାକ ଫୁଲ କେବେବି କାହାରିକୁ ଦେବା ଉଚିତ ନୁହେଁ। ଏହାବି ସ୍ୱାମୀଙ୍କ ପ୍ରତୀକ ଅଟେ। ଏହି ଜିନିଷ ବି ବାହାରେ ଫୋପାଡିବା ବି ପାପ ଅଟେ ଯଦି ଆପଣ ବିବାହିତ ଏବଂ ପାଦରେ ପାଉଁଜି ନାକରେ ନୂଥ ନ ପିଂଦ୍ଧନ୍ତି ତ ଆପଣଙ୍କ ସ୍ୱାମୀ ଉପରେ ସଙ୍କଟ ଆସିଥାଏ। କାରଣ ଏହି ଜିନିଷ ସ୍ୱାମୀଙ୍କ ଜୀବନ ସହିତ ଜଡ଼ିତ ଅଟେ।

ବାହାଘର ଯୋଡ଼ା ବା ବାହାଘର ଶାଢ଼ୀ। ବାହାଘର ଯୋଡାକୁ ମହିଳା ମାନେ କେବେବି ବାହାରେ ଫୋପାଡିବା ଉଚିତ ନୁହେଁ କି ନିଜର ଭଉଣୀ କିମ୍ବା ଅନ୍ୟ କାହାକୁ ଦେବା ଉଚିତ ନୁହେଁ। କିନ୍ତୁ ଶାସ୍ତ୍ର ଅନୁସାରେ ନିଜର ବାହାଘର ଯୋଡ଼ା ଅନ୍ୟ କାହାକୁ ଦେବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଘରର ସୁଖ ସମୃଦ୍ଧି ଉପରେ ପ୍ରଭାବିତ ହୋଇଥାଏ। ଏହା ଦ୍ବାରା ସ୍ୱାମୀଙ୍କ ଉପରେ ସଙ୍କଟ ଆସିଯାଏ ଏବଂ ଦେବୀ ଦେବତା କ୍ରୋଧିତ ହୋଇଯାନ୍ତି।

ହିନ୍ଦୁ ଶାସ୍ତ୍ର ଅନୁସାରେ ବିବାହିତା ମହିଳା ମାନଙ୍କୁ ନିଜର ଶିନ୍ତି କେବେବି ଖାଲି ରଖିବା ଉଚିତ ନୁହେଁ। ସ୍ନାନ ପରେ ସିନ୍ଦୁର ପିନ୍ଧି ନେବା ଉଚିତ। ଏହା ଦ୍ବାରା ସ୍ୱାମୀଙ୍କ ଆୟୁଷ ବଢିଥାଏ ଏବଂ ସ୍ୱାମୀଙ୍କ ଉପରେ ସଙ୍କଟ ଆସିନଥାଏ। ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ଆହୁରି ବଢ଼ି ଯାଇଥାଏ। ଯେଉଁ ସ୍ତ୍ରୀ ମଥାରେ ସିନ୍ଦୁର ପିନ୍ଧି ନଥାଏ ସେ ନିଜ ସ୍ୱାମୀର ମୃତ୍ୟୁର କାରଣ ବନିଥାଏ। ଏଥିପାଇଁ ସିନ୍ଦୁର ବଡ଼ ମହତ୍ୱପୁର୍ଣ ହୋଇଥାଏ। ଏଥିପାଇଁ ସବୁ ବିବାହିତା ମହିଳାଙ୍କୁ ଏହାର ସମ୍ମାନ କରିବା ଉଚିତ। ସିନ୍ଦୁରକୁ ମଧ୍ୟ ଅନ୍ୟ କାହାକୁ ଦେବା ଉଚିତ ନୁହେଁ। ଏହା ପୁରାପୁରି ଭୁଲ ଅଟେ।ଏହା କରିବା ଦ୍ୱାରା ମଧ୍ୟ ଘରେ କ୍ଳେଶ ବଢିଥାଏ।

ମହିଳା ଯେତେବି ଗହଣା ପିନ୍ଧି ଥାଏ ତାହା କାନର କୁଣ୍ଡଳୀ ହୋଇଥାଉ କି ପାଦର ପାଉଁଜି ମଙ୍ଗଳସୁତ୍ର ଚୁଡ଼ି କଳା ସିନ୍ଦୁର ବିନ୍ଦି କେବେବି କାହାରିକୁ ଦେବା ଉଚିତ ନୁହେଁ।

ଆସନ୍ତୁ ଜାଣିବା ବିବାହିତ ମହିଳା କେଉଁ ୩ ଟି ଗହଣା ପିନ୍ଧିବା ଉଚିତ ନୁହେଁ।

ଶାସ୍ତ୍ର ଅନୁସାରେ ବିବାହିତ ମହିଳାଙ୍କୁ ଧଳା ରଙ୍ଗର ଶାଢୀ ପିନ୍ଧିବା ଉଚିତ ନୁହେଁ। ଏହା ଦ୍ବାରା ଆପଣଙ୍କ ମାନ ସମ୍ମାନ ଉପରେ ଆଞ୍ଚ ଆସିପାରେ। ଏଥିପାଇଁ ବିବାହିତ ମହିଳାଙ୍କୁ ଧଳା ରଙ୍ଗର ଶାଢୀ ପିନ୍ଧିବା ଉଚିତ ନୁହେଁ। ଏହା ଦ୍ବାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦୂରତା ଆସିଥାଏ। ଘରେ ନକରାତ୍ମକ ଉର୍ଜାର ବାସ ହୋଇଥାଏ। ଏହା ବିଧବାର ସଂକେତ ହୋଇଥାଏ।

ସୁନା ଧାତୁ। ପାଦରେ କୌଣସି ପ୍ରକାରର ସୁନାର ଜିନିଷ ପିନ୍ଧିବା ଉଚିତ ନୁହେଁ। ଏହାକୁ ଅଶୁଭ ମାନାଯାଏ ଏବଂ କୁବେର ମହାରାଜଙ୍କ ଅପମାନ ହୋଇଥାଏ। ଏହାର କାରଣରୁ ଆପଣଙ୍କ ଘରେ ସମ୍ପର୍କ ଭାଙ୍ଗି ଯାଇପାରେ। ଆଉ ଅନେକ ସାରା ସମସ୍ୟାର ଆଗମନ ହୋଇଥାଏ। ଏଥିପାଇଁ ସୁନା ଜିନିଷ କେବେବି ପାଦରେ ପିନ୍ଧନ୍ତୁ ନାହିଁ। ଏହାକୁ ପାଦରେ ପିନ୍ଧିଲେ ପାପ ହୋଇଥାଏ।

ସିନ୍ଦୁର ଏବଂ ମଙ୍ଗଳସୁତ୍ର। ହିନ୍ଦୁଧର୍ମରେ ସିନ୍ଦୁର ଏବଂ ମଙ୍ଗଳସୁତ୍ର ବିନା ବାହାଘର ଅଧୁରା ମାନାଯାଏ। ଏହା ତ ସମସ୍ତେ ଜାଣିଛନ୍ତି କି ହିନ୍ଦୁ ମହିଳା ମାନଙ୍କ ପାଇଁ ସିନ୍ଦୁର ସୁହାଗର ପ୍ରତୀକ ହୋଇଥାଏ। ଏହା ସ୍ୱାମୀର ଖୁସି ସହିତ ଜଡ଼ିତ ହୋଇଥାଏ। ଏଥିପାଇଁ ବିବାହିତ ମହିଳା ସିନ୍ଦୁର ନପିନ୍ଧିଲେ ଏହାକୁ ବଡ଼ ପାପ କୁହାଯାଏ ଏଥିପାଇଁ ମଥାରେ ସିନ୍ଦୁର ରହିବା ଆବଶ୍ୟକ ଅଟେ।

ମଙ୍ଗଳସୁତ୍ରରେ ବହୁତ ମହତ୍ୱ ରହିଥାଏ। ସେଥିପାଇଁ ମଙ୍ଗଳସୁତ୍ରରେ ସୁନା କିମ୍ବା ପିତଳ ନହୋଇଥାଉ କିନ୍ତୁ ହଳଦିଆ ସୂତାରେ କଳା ମଳି ନିଶ୍ଚୟ ରହିବା ଦରକାର। ଏମିତି ମାନ୍ୟତା ଅଛି ମଙ୍ଗଳସୁତ୍ରର ହଳଦିଆ ଅଂଶ ମା ପାର୍ବତୀ ଏବଂ କଳା ଅଂଶ ଭଗବାନ ଶିବ ହୋଇଥାନ୍ତି। ଶାସ୍ତ୍ର ଅନୁସାରେ ଯେଉଁ ମହିଳା ବିବାହିତ ହୋଇ ମଙ୍ଗଳସୁତ୍ର ପିନ୍ଧି ନଥାଏ ତାହା ବଡ଼ ପାପ ହୋଇଥାଏ।

ବିବାହିତ ମହିଳାଙ୍କୁ ଉପହାରରେ ମିଳିଥିବା ସିନ୍ଦୁର କେବେବି ପିନ୍ଧିବା ଉଚିତ ନୁହେଁ। ସିନ୍ଦୁର ସର୍ବଦା ନିଜ ପଇସାରେ କିଣି ହିଁ ପିନ୍ଧିବା ଉଚିତ।

ଘରର ମହିଳା ମାନଙ୍କୁ ସିଙ୍ଗାର ନହୋଇ କେବେବି ରହିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *