Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ଘରେ ସ୍ତ୍ରୀ ଏହି ୩ ଟି ଜିନିଷ ମିଶେଇ ରୋଟି କରନ୍ତି ତାଙ୍କ ଘରେ ଧନ ସମ୍ପତ୍ତିରେ ଭରି ଯାଇଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେଉଁ ଘରେ ସ୍ତ୍ରୀ ଏହି ୩ ଟି ଜିନିଷ ମିଶେଇ ରୋଟି କରନ୍ତି ତାଙ୍କ ଘରେ ଧନ ସମ୍ପତ୍ତିରେ ଭରି ଯାଇଥାଏ।

ବନ୍ଧୁଗଣ ହିନ୍ଦୁ ଧର୍ମରେ ଅର୍ଣ୍ଣକୁ ଦେବତା ମାନାଯାଏ। ଏଥିପାଇଁ ଆମକୁ ଅର୍ଣ୍ଣର ସମ୍ମାନ କରିବା ପାଇଁ କୁହାଯାଏ। ଅର୍ଣ୍ଣକୁ ସଂଗ୍ରହ କରିବା ଯେତିକି କଠିନ ତାକୁ ନଷ୍ଟ କରିବା ମଧ୍ୟ ସେତିକି ସହଜ ହୋଇଥାଏ। ଭଜନ ସବୁ ଜିନିଷ ଠାରୁ ବହୁତ ମୂଲ୍ୟବାନ ହୋଇଥାଏ। ଆମ ସମସ୍ତଙ୍କ ଘରେ ସବୁଦିନ ଭଜନ ବନାଯାଏ। କିନ୍ତୁ ବାସ୍ତୁଶାସ୍ତ୍ରରେ ଭଜନ ବନେଇବା ପାଇଁ କିଛି ନିୟମ ନିର୍ଧାରିତ କରାଯାଇଛି। ଯାହାର ପାଳନ ଘରେ ଭଜନ ବନଉ ଥିବା ବ୍ୟକ୍ତିକୁ ସେ ମହିଳା ହେଉ ପୁରୁଷ ହେଉ ଅବା ଚାକର ଚାକରାଣୀ ସମସ୍ତେ ପାଳନ କରିବା ଉଚିତ। ଆଜି ଆମେ ବାସ୍ତୁଶାସ୍ତ୍ର ନିୟମ ଅନୁସାରେ ଖାଦ୍ୟ ବନେଇବା ସମ୍ବଦ୍ଧିତ ଦୁଇଟି ପ୍ରମୁଖ କଥା ଉପରେ ଆଲୋଚନା କରିବା।ଯାହା ମଧ୍ୟରୁ ଗୋଟିଏ ହେଲା ଖାଦ୍ୟ ବନେଇବା ସମୟରେ କେଉଁ ନିୟମର ପାଳନ କରିବା ଉଚିତ। ଏବଂ ରୁଟି ବନେଇବା ପାଇଁ ଅଟା ଚକଟିବା ସମୟରେ ଆମେ କଣ କରିବ ମାନେ ଅଟାରେ କେଉଁ ବସ୍ତୁ ମିଶେଇବା ଉଚିତ। ଯାହା ଦ୍ୱାରା ଆମର ଘରେ ସୁଖ ସମୃଦ୍ଧି ବନି ରହିବ। ତ ଆସନ୍ତୁ ଜାଣିନେବା।

ଭଜନ ପ୍ରସ୍ତୁତ କରିବା ସମୟରେ ଆମେ କେଉଁ କଥାର ଧ୍ୟାନ ରଖିବା ଉଚିତ। ଏବଂ ଏହା ପରେ ଜାଣିବା ଅଟାରେ ଆମେ କଣ ମିଶେଇବା ଉଚିତ।

ପ୍ରଥମ କଥା। ଆମେ ଭଜନ ମୁଖ୍ୟତଃ ରୁଷେଇ ଘରେ ବନେଇ ଥାଉ। ଏଥିପାଇଁ ତ ସର୍ବପ୍ରଥମ ଆମକୁ ଏହା ଦେଖିବାକୁ ହେବ କି ଆମର ରୁଷେଇ ଘର ବାସ୍ତୁଶାସ୍ତ୍ର ଅନୁସାରେ ଠିକ ଜାଗାରେ ଅଛି କି ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ଆମର ଘରର ରୁଷେଇ ଘର ସବୁବେଳେ ଅଗ୍ନିକୋଣରେ ହେବା ଉଚିତ। ଏହି କୋଣରେ ରୁଷେଇ ଘର ହେଲେ ଭଜନ ବନାଉ ଥିବା ବ୍ୟକ୍ତିର ସ୍ୱାସ୍ଥ୍ୟ ଭଲ ରହିଥାଏ। ଏବଂ ଭଲ ଖାଦ୍ୟ ବନେଇବାରେ ମନ ଲାଗିଥାଏ। ତା ସହିତ ଆମକୁ ଏହି କଥାର ଧ୍ୟାନ ରଖିବା ଉଚିତ କି ଆମେ ସବୁବେଳେ ନିଜେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁକରି କି ଭଜନ ପ୍ରସ୍ତୁତ କରିବା ଉଚିତ।

ଦ୍ୱିତୀୟ କଥା। ଭଜନ ସବୁବେଳେ ଶୁଦ୍ଧ ଏବଂ ଶାନ୍ତି ମନରେ ବନେଇବା ଉଚିତ। ଭଜନ ବନେଇବା ସମୟରେ ରାଗିକି ପ୍ରସ୍ତୁତ କରିବା ଉଚିତ ନୁହେଁ। ଏଥିରେ ମା ଅର୍ଣ୍ଣପୂର୍ଣା ନାରାଜ ହୁଅନ୍ତି। ଯାହାକି ଭଜନ ବନାଇଲେ ଫାଇଦା କମ ଏବଂ କ୍ଷତି ବହୁତ ଅଧିକା ହୋଇଥାଏ।

ତୃତୀୟ କଥା। ଭଜନ ବନେଇବା ସମୟରେ ରୁଷେଇ ଘର ସବୁବେଳେ ସଫା ରହିବା ଉଚିତ। ଏବଂ ଭୁଲରେ ମଧ୍ୟ ଚପଲ ଜୋତାକୁ ରୁଷେଇ ଘରକୁ ଆଣନ୍ତୁ ନାହିଁ। କାରଣ ଅସନା ଜାଗାରେ ବନାଯାଇଥିବା ଭଜନକୁ ଭଗବାନ ଗ୍ରହଣ କରନ୍ତି ନାହିଁ।

ଚତୁର୍ଥ କଥା। ରାଗିକି ଏବଂ ଅଶାନ୍ତ ମନରେ ବନା ଯାଇଥିବା ଭଜନ ଭଗବାନ କେବେ ସ୍ୟୁକାର କରନ୍ତି ନାହିଁ। ଭଜନ ବନାଇବା ସମୟରେ ମୁହଁରେ ଅପଶବ୍ଦ ଧରନ୍ତୁ ନାହିଁ। ଏପରି ଭଜନ ଶରୀର ଏବଂ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇଥାଏ।

ପଞ୍ଚମ କଥା। ଭଜନ ବନାଇବା ସମୟରେ କାହାକୁ ବାରମ୍ବାର ଟେଷ୍ଟ କରିବା ଉଚିତ ନୁହେଁ। ଏହାକୁ ଅନ୍ୟ ବ୍ୟକ୍ତିଙ୍କୁ ଖୁଆଇଲେ ହାନି ଘଟିଥାଏ ଏବଂ ଭଗବାନଙ୍କୁ ବି ଏପରି ଖାଦ୍ୟ ଅର୍ପଣ କରିବା ଉଚିତ ନୁହେଁ। ଏହା ମଧ୍ୟ ମହାପାପ ହୋଇଥାଏ।

ଷଷ୍ଠ କଥା। ଭଜନ ସବୁବେଳେ ଗାଧୋଇ ସାରି ନିତ୍ୟକର୍ମରୁ ନିବୃତ ହୋଇ ବନାଇବା ଉଚିତ ହୋଇଥାଏ। ଏବଂ ସକାଳୁ ଶୀଘ୍ର ରୁଷେଇ ଆରମ୍ଭ କରିବା ଉଚିତ। ଆଉ ସର୍ବପ୍ରଥମେ ମା ଅର୍ଣ୍ଣପୂର୍ଣାଙ୍କର ସ୍ମରଣ କରିବା ଉଚିତ। ଏହା ପରେ ଅଗ୍ନିଦେବଙ୍କୁ ସ୍ମରଣ କରି ଚୁଲାକୁ ପ୍ରଜ୍ଵଳିତ କରିବା ଉଚିତ। ଏହା ଦ୍ୱାରା ଘରେ ଧନର କମି କେବେ ମଧ୍ୟ ହୁଏନାହିଁ। ସୁଖ ଶାନ୍ତି ସବୁବେଳେ ବନିରହେ।

ସପ୍ତମ କଥା। କେବେବି ଭଙ୍ଗା ବାସନରେ ଖାଦ୍ୟ ବନାନ୍ତୁ ନାହିଁ। କି ସେଥିରେ ଖାଆନ୍ତୁ ନାହିଁ। ସବୁବେଳେ ସଫା ବାସନରେ ଖାଆନ୍ତୁ। ପାଣି ପିଇବା ସମୟରେ ମଧ୍ୟ ଏହାର ଧ୍ୟାନ ରଖନ୍ତୁ ଏବଂ କଢେଇରେ କେବେ ଖାଦ୍ୟ ଖାଆନ୍ତୁ ନାହିଁ। ଏପରି କଲେ ଘରେ ରାହୁଦୋଷ ଉତ୍ପନ ହୋଇଥାଏ।

ଆସନ୍ତୁ ଏବେ ଜାଣିବା ଅଟା ଚକଟିବା ସମୟରେ ଆମକୁ କେଉଁ କଥାର ଧ୍ୟାନ ରଖିବା ଉଚିତ ଏବଂ ସେଥିରେ କଣ ମିଶାଇବା ଉଚିତ ଯାହାର ଶୁଭ ପ୍ରଭାବ ଆମର ଜୀବନ ଉପରେ ପଡିବ।

ପ୍ରଥମ କଥା। କେତେଥର ମହିଳାମାନଙ୍କର ଏହି ଅଭ୍ୟାସ ଥାଏ କି ସେମାନେ ସମୟ ବଞ୍ଚେଇବା ପାଇଁ ଗୋଟେ ସାଥିରେ ଦୁଇ ଥର ପାଇଁ ଅଟା ଚକଟି ରଖିଥାନ୍ତି। ସର୍ବପ୍ରଥମେ ଧ୍ୟାନ ରଖନ୍ତୁ କି ଆବଶ୍ୟକତା ଠାରୁ ଅଧିକ ଅଟା କେବେ ଚକଟି ରଖନ୍ତୁ ନାହିଁ। ଚକଟି ରଖିଥିବା ଅଟା ଘରକୁ ନକରାତ୍ମକ ଉର୍ଜା ଆଣିଥାଏ। ସେଥିରେ ବୀମାର ମଧ୍ୟ ଆମନ୍ତ୍ରଣ ହୋଇଥାନ୍ତି। ତା ସହ ସେହି ରୁଟିକୁ ଖାଇଲେ ମଧ୍ୟ ମାନସିକ ସ୍ଥିତି ଉପରେ ଏହାର ପ୍ରଭାବ ପଡିଥାଏ। ଏହା ଖରାପ ଶକ୍ତିକୁ ମଧ୍ୟ ଆକର୍ଷଣ କରିଥାନ୍ତି। ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଅଟା ଚକଟି ରଖନ୍ତୁ ନାହିଁ।

ଦ୍ୱିତୀୟ କଥା। ହିନ୍ଦୁ ଧର୍ମରେ କେବେ କାହାର ମୃତ୍ୟୁ ହୁଏ ତାର ମୃତ୍ୟୁ ଆତ୍ମାକୁ ଶାନ୍ତ କରିବା ପାଇଁ ଅଟାର ଛୋଟ ଛୋଟ ଗୁଳା କରି ତାକୁ ପାଣିରେ ଭସାଇ ଦିଆଯାଏ। ଏହାକୁ ପିଣ୍ଡ କହିଥାନ୍ତି। ଏଥିପାଇଁ ମହିଳାମାନେ ଯେବେ ଅଟା ଚକଟି ତାକୁ ଗୋଳା କରନ୍ତି ତ ସେଥିରେ ନିଜର ଆଙ୍ଗୁଳି ଚିହ୍ନକୁ ରଖନ୍ତୁ। ଏହା ଘରର ସଦସ୍ୟ ମାନଙ୍କ ପାଇଁ ବନାଯାଇଥିବା ବୋଲି ସୂଚାଇ ଥାଏ।

ତୃତୀୟ କଥା। ପ୍ରଥମ ରୁଟି ଗୋମାତାଙ୍କ ପାଇଁ ଏବଂ ଦ୍ୱିତୀୟ ରୁଟି କୁକୁର ପାଇଁ ବନେଇବା ଉଚିତ।

ଚତୁର୍ଥ କଥା। ଅଟା ଚକଟିବା ସମୟରେ ଆମେ ସେଥିରେ ଲୁଣ ତ ମିଶାଇ ଥାଉ କିନ୍ତୁ ଯଦି ଲୁଣ ସହ ଟିକେ ଘିଅ ହେଉ କିମ୍ବା କ୍ଷୀର ଏବଂ ଚିନି ମିଶାଇବା ତ ଏହା ବହୁତ ଶୁଭ ହୋଇଥାଏ। ଚିନି,ଲୁଣ ଘିଅ ଏବଂ ଅଟା ସବୁ ଧଳା ରଙ୍ଗର ଜିନିଷ ହୋଇଥାଏ। ଯାହାର ସମ୍ବଦ୍ଧ ଶୁକ୍ର ଗ୍ରହ ଏବଂ ଚନ୍ଦ୍ରମା ସହିତ ଅଟେ। ଏଥିପାଇଁ ଏହି ୪ଟି ବସ୍ତୁ ଏକାଠି ମିଶାଇବା ଦ୍ୱାରା ଆମର ଶୁକ୍ର ଗ୍ରହ ଏବଂ ଚନ୍ଦ୍ରମା ମଜବୁ ହୋଇଥାଏ ଏବଂ ଏହି ଦୁହିଁଙ୍କର ଶୁଭଫଳ ଆମକୁ ପ୍ରାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *