Excuse Me Odisha

ଯାହା କହିବୁ ସତ କହିବୁ

ବିଶ୍ୱର ପ୍ରଥମ ବଡ଼ ହୋଲି ଚନ୍ଦ୍ର ଗ୍ରହଣ । ଏହି ଦିନ ଠାରୁ ଛଅଟି ରାଶିର ବ୍ୟକ୍ତି ହେବେ ଭାଗ୍ୟଶାଳୀ ।

ସେୟାର୍ କରନ୍ତୁ

ମାର୍ଚ୍ଚ ୨୫ ତାରିଖ ଦିନ ଦୋଳ ପୂର୍ଣ୍ଣିମା ପଡ଼ିବାକୁ ଯାଉଛି । ଏହି ଦିନଟିର ହିନ୍ଦୁ ଧର୍ମରେ ଅନେକ ମହତ୍ତ୍ୱ ରହିଥାଏ । ତେବେ କହିରଖିବୁ ଯେ ପବିତ୍ର ଦୋଳ ପୂର୍ଣ୍ଣିମା ଠାରୁ ଛଅ ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ଯେଉଁ କାରଣରୁ ସେମାନଙ୍କ ଦୁଃଖର ଦିନ ଶେଷ ହେବାକୁ ଯାଉଛି । ଏହି ଦିନ ଗ୍ରହ ମାନଙ୍କର ଗୋଚର ଏଭଳି ଶୁଭ ହେବାକୁ ଯାଉଛି , ଯେଉଁ କାରଣରୁ ଏମାନଙ୍କ ଜୀବନରେ ସବୁ ଦୁଃଖ କଷ୍ଟ ଦୂର ହେବାକୁ ଯାଉଛି । ତେଣୁ ମାତା ଲକ୍ଷ୍ମୀ ଏବଂ ପ୍ରଭୁ ଜଗନ୍ନାଥଙ୍କ କୃପା ଏହି ଛଅ ଗୋଟି ରାଶି ଉପରେ ପଡ଼ିବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କୁ ସଠିକ ସମୟରେ ଧନ ପ୍ରାପ୍ତ ହେବ । ଏହାବ୍ୟତୀତ ଏହି ରାଶିର ବ୍ୟକ୍ତିଙ୍କୁ ମନ ପସନ୍ଦର ଚାକିରୀ ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି ।

ଆପଣଙ୍କୁ ଲୋକେ ମାନ ସମ୍ମାନ ଦେବେ ଏବଂ ଆପଣଙ୍କର ଆକର୍ଷଣ ବୃଦ୍ଧି ହେବ । ଦୋଳ ପୂର୍ଣ୍ଣିମା ଠାରୁ ଆପଣଙ୍କ ଦ୍ୱାରା କରାଯାଇଥିବା ସବୁ ଚେଷ୍ଟା ସଫଳ ହୋଇଯିବ । ତେବେ ଚାଲନ୍ତୁ ସେହି ରାଶି ମାନଙ୍କ ବିଷୟରେ ଜାଣିନେବା ।

୧ . ତୁଳା ରାଶି:-

ଦୋଳ ପୂର୍ଣ୍ଣିମା ଠାରୁ ଏମାନଙ୍କ ଜୀବନରେ ସଫଳତା ଆରମ୍ଭ ହୋଇଯିବ । ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଏବଂ ଧନର ଆଗମନ ହେବାକୁ ଯାଉଛି । ଆପଣଙ୍କ ଜୀବନରେ ଏକ ନୂତନ ପରିବର୍ତ୍ତନ ହେବାକୁ ଯାଉଛି । ବେରୋଜଗାରୀଙ୍କୁ ରୋଜଗାର ମିଳିବ । ସାମାଜିକ କାର୍ଯ୍ୟରେ ସଫଳତା ସହିତ ନୂତନ କାର୍ଯ୍ୟରେ ଆସୁଥିବା ବାଧା ଦୂର ହେବ । କାହାକୁ ଟଙ୍କା ଧାର ଦେଇଥିଲେ ତାହା ଫେରି ପାଇବାର ଯୋଗ ରହିଛି । ଧନ ପ୍ରାପ୍ତିର ନୂଆ ନୂଆ ରାସ୍ତା ଖୋଲିଯିବ ।

୨ . ବୃଷ ରାଶି:-

ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ ଏବଂ ଆଗାମୀ ସମୟ ସୁଖମୟ ହେବ । ବ୍ୟାପାର ବାଣିଜ୍ୟରେ ପ୍ରଚୁର ଲାଭ ହେବ । ଏହି ସମୟରେ ଆପଣଙ୍କ ଯାତ୍ରା ଲାଭଦାୟକ ହେବାକୁ ଯାଉଛି । ଦୋଳ ପୂର୍ଣ୍ଣିମା ଠାରୁ ଚାକିରୀ କରୁଥିବା ବ୍ୟକ୍ତିଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ । ଏମାନଙ୍କ ଘରେ ଧନର ବର୍ଷା ହେବ । ଆପଣ ପ୍ରେମ କ୍ଷେତ୍ରରେ ସଫଳତା ହାସଲ କରିବେ । ବୈବାହିକ ଜୀବନରେ କିଛି ଅଶାନ୍ତି ଲାଗିଥିଲେ ତାହା ଦୂର ହୋଇଯିବ ।

୩ . ସିଂହ ରାଶି:-

ଏମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା କାରଣରୁ ଅନେକ ଲାଭ ମିଳିବାକୁ ଯାଉଛି । ଆପଣଙ୍କର ଆର୍ଥିକ ସଙ୍କଟ ସମାପ୍ତ ହେବ ଏବଂ କରଜରୁ ମୁକ୍ତି ମିଳିବ । ପବିତ୍ର ଦୋଳ ପୂର୍ଣ୍ଣିମା ଠାରୁ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଆପଣ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ନିର୍ଣ୍ଣୟ ନେବାରେ ସଫଳ ହେବେ ଏବଂ ନୂଆ ଆୟର ଉତ୍ସ ପ୍ରାପ୍ତ ହେବ ।

୪ . କନ୍ୟା ରାଶି:-

ପବିତ୍ର ଦୋଳ ପୂର୍ଣ୍ଣିମା ଠାରୁ ଆପଣଙ୍କ ଘରେ ସୁଖ ସମୃଦ୍ଧି ପ୍ରାପ୍ତ ହେବ । ଧନର ଆଗମନ ହେତୁ ସାମାଜିକ ପ୍ରତିଷ୍ଠା ହେବ । ଯେଉଁ କାର୍ଯ୍ୟ ଆପଣ କରିବାକୁ ଚାହୁଁଛନ୍ତି ତାହା ଆପଣ କରିବେ ଏବଂ ସେଥିରେ ସଫଳତା ମଧ୍ୟ ମିଳିବ । ଚାକିରୀ କ୍ଷେତ୍ରରେ କୌଣସି ବାସ ବଡ଼ ଖୁସି ଖବର ଆପଣଙ୍କୁ ମିଳିପାରେ ଏବଂ ଚାକିରୀରେ ମଧ୍ୟ ପଦୋନ୍ନତି ହୋଇପାରେ ।

୫ . ମେଷ ରାଶି:-

ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହି ଦୋଳ ପୂର୍ଣ୍ଣିମା ଠାରୁ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ପ୍ରକାରର ଦୁଃଖ କଷ୍ଟ ଦୂର ହୋଇଯିବ । ଆପଣ ଅତି କଠିନରୁ କଠିନ କାମକୁ ସହଜରେ କରି ଆଗକୁ ଆଗକୁ ଚାଲିବେ । ପରିଶ୍ରମ ଏବଂ ଶ୍ରମିକ କାର୍ଯ୍ୟ କରୁଥିବା ଲୋକଙ୍କୁ ଏହିଦିନ ସଫଳତା ମିଳିବ । ଯେଉଁ କାରଣରୁ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ । ଆପଣ ନୂତନ ଜିନିଷ କିଣି ପାରିବେ । ପରିବାରରେ ଖୁସିର ମାହୋଲ ଲାଗି ରହିବ ଏବଂ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହେବ । ଆଗାମୀ ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭମୟ ହେବ । ମାତା ଲକ୍ଷ୍ମୀଙ୍କ ନାମରେ ଆରମ୍ଭ କରିଥିବା ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ।

୬ . କୁମ୍ଭ ରାଶି:-

ବ୍ୟାପାର ବାଣିଜ୍ୟରେ ଏହି ପବିତ୍ର ଦୋଳ ପୂର୍ଣ୍ଣିମା ଠାରୁ ଏହି ରଶୁର ବ୍ୟକ୍ତିଙ୍କୁ ଅନେକ ଲାଭ ମିଳିବ । ଆପଣଙ୍କ ସଫଳତାରେ ଅନ୍ୟ ମାନେ ଈର୍ଷା କର୍କ ପାରନ୍ତି । କିନ୍ତୁ ଶତ୍ରୁ ମାନେ ବିଫଳ ହେବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *