Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଚ୍ଚ ୨୫ ଚନ୍ଦ୍ରଗ୍ରହଣ । ସ୍ୱାମୀ ସ୍ତ୍ରୀ ନିଶ୍ଚିତ ଜାଣି ନିଅନ୍ତୁ , ଏହି ସବୁ ରାଶି ହେବେ କୋଟିପତି ।

ସେୟାର୍ କରନ୍ତୁ

୨୦୨୪ ମାର୍ଚ୍ଚ ୨୫ ତାରିଖରେ ଏକ ସ୍ୱତନ୍ତ୍ର ଧରଣର ଗ୍ରହଣ ଯୋଗୁଁ ୨୧ ପ୍ରକାରର ଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି । ଯେଉଁ କାରଣରୁ ସମସ୍ତ ୧୨ ଟି ରାଶି ଉପରେ ତାହାର ପ୍ରଭାବ ପଡ଼ିବାକୁ ଯାଉଛି । ତାହା ମଧ୍ୟରୁ ଛଅଟି ଏପରି ରାଶି ଅଛନ୍ତି ଯେଉଁ ମାନଙ୍କ ଭାଗ୍ୟରେ ଅଧିକ ପରିବର୍ତ୍ତନ ଦେଖିବାକୁ ମିଳିବ । ମାର୍ଚ୍ଚ ୨୫ ରେ ହେବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ସୂର୍ଯ୍ୟ ଚନ୍ଦ୍ର ରାହୁ ଏବଂ କେତୁ ସାମ୍ନା ସାମ୍ନି ଥିବାରୁ ଏହା ଏକ ବିଶେଷ ଧରଣର ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ତେବେ ଏହି ସମୟରେ ଯଦି ଆପଣ କିଛି ଉପାୟ କରନ୍ତି ତେବେ ଆପଣଙ୍କୁ ତାହାର ଲାଭ ନିଶ୍ଚୟ ମିଳିବ । କୁହାଯାଏ ଯେ ଏହି ସମୟରେ ନକରାତ୍ମକ ଶକ୍ତିର ପ୍ରଭାବ ପ୍ରଚଣ୍ଡ ହୋଇଯାଏ ।

କିନ୍ତୁ ଏହିଦିନ କୌଣସି ମନ୍ତ୍ର କିମ୍ବା ଉପାୟକୁ ସିଦ୍ଧ କରିବା ପାଇଁ ସମୟ ଉପଯୁକ୍ତ ବୋଲି କୁହାଯାଏ । ଏହିଦିନ କିଛି ବିଶେଷ ଉପାୟ କଲେ ଭାଗ୍ୟ ମଧ୍ୟ ବଦଳି ଯିବ । ଫାଲ୍ଗୁନ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀ ପୃଥିବୀକୁ ବାସ କରିବାକୁ ଆସନ୍ତି । ତେବେ ଆମେ କହହୁରଖିବୁ ଯେ କିଛି ଖାସ ଉପାୟ କଲେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ । କିନ୍ତୁ ଏହିସବୁ ଉପାୟକୁ ସକାରାତ୍ମକ ଚିନ୍ତାଧାରା ଏବଂ ବିଶ୍ୱାସର ସହିତ କରିବାକୁ ପଡ଼ିବ । ଏକାଦଶୀ ଅମାବାସ୍ୟା ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ଦିନ ମାନଙ୍କରେ କିଛି ଖାସ ଉପାୟ କଲେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ଅର୍ଥ ଅଭାବ ଦୂର ହୋଇଯାଏ । ପୁଣି ଆଗାମୀ ଚନ୍ଦ୍ର ଗ୍ରହଣ ଦିନ ମଧ୍ୟ କିଛି ଖାସ ଉପାୟ କଲେ ତାହା ନିଶ୍ଚୟ ସିଦ୍ଧ ହେବ ।

ଚଳିତ ବର୍ଷ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ମାର୍ଚ୍ଚ ମାସ ୨୫ ତାରିଖ ସକାଳ ୧୦.୦୨ ରୁ ଆରମ୍ଭ ହୋଇ ୦୩.୦୩ ପର୍ଯ୍ୟନ୍ତ ରହିବ । କିନ୍ତୁ ଏହା ଭାରତରେ ଦୃଶ୍ୟମାନ ହେଉ ନଥିବାରୁ ସୂତକ କାଳ ମାନ୍ୟ ହେବ ନାହିଁ । ଯେଉଁ ପାଞ୍ଚଟି ରାଶି ଏହିଦିନ ଭାଗ୍ୟବାନ ହେବାକୁ ଯାଉଛନ୍ତି ସେମାନେ ହେଲେ ମେଷ ରାଶି , ବୃଷ ରାଶି , କନ୍ୟା ରାଶି , ଧନୁ ରାଶି ଏବଂ ସିଂହ ରାଶି । ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କ ସଂଖ୍ୟା ଜୀବନ ଶୁଭଫଳଦାୟୀ ରହିବ । ଏହାବ୍ୟତୀତ ସୁଖ ସୌହାର୍ଦରେ ବୃଦ୍ଧି ହେବ । ଏମାନଙ୍କ ପାଇଁ ସମୟ ବହୁତ ଭଲ ରହିବ ଏବଂ ଆର୍ଥିକ ଲାଭ ମଧ୍ୟ ହେବାକୁ ମଧ୍ୟ ଯାଉଛି । ସମାଜରେ ପ୍ରତିଷ୍ଠା ସହିତ ବ୍ୟବସାୟରେ ଅଧିକ ଲାଭ ମିଳିବାକୁ ଯାଉଛି । ଚନ୍ଦ୍ରଗ୍ରହଣ ଏହି ରାଶି ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଏହାର ଶୁଭ ପ୍ରଭାବରୁ ଆପଣଙ୍କ ଭାଗ୍ୟ ବଦଳିବ ଏବଂ ଭାଗ୍ୟ ଚମକିବ

କୌଣସି ମହତ୍ତ୍ୱପୂର୍ଣ୍ଣ କର୍ତ୍ତବ୍ୟକୁ ସମ୍ପାଦନ କରି ପାରନ୍ତି । ବ୍ୟବସାୟ ସହିତ ଜଡ଼ିତ ଲୋକଙ୍କୁ ଲାଭ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । ଆପଣଙ୍କୁ ଭାଗ୍ୟର ସାଥ ମିଳିବ ଏବଂ ସବୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ଚନ୍ଦ୍ରଗ୍ରହଣ କାରଣରୁ ଭଲ ଫଳ ମିଳିବ । ଆପଣଙ୍କ ପାରିବାରିକ ଜୀବନ ସୁଖମୟ ହେବ ଏବଂ ପରିବାରରେ ସୁଖ ସମୃଦ୍ଧି ଆସିବ । କ୍ୟାରିଅରରେ ଅନେକ ନୂଆ ଅବସର ମିଳିବାର ସମ୍ଭାବନା ରହିଛି । ବ୍ୟବସାୟ କରୁଥିଲେ ଲାଭର ଅବସର ମିଳିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ । ବାପା ମା’ଙ୍କ ସହିତ ସମ୍ପର୍କ ଦୃଢ଼ ହେବ । ମାତା ଲକ୍ଷ୍ମୀଙ୍କ କୃପା ଏହି ଚନ୍ଦ୍ର ଗ୍ରହଣରେ ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିବ । ସମାଜରେ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତ ହେବ । ଜୀବନରେ ନୂଆ ଅବସର ମିଳିବାକୁ ଯାଉଛି । ଯାହାଦ୍ୱାରା ଜୀବନରେ ଅନେକ ଉନ୍ନତି ଆସିବାକୁ ଯାଉଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *