Excuse Me Odisha

ଯାହା କହିବୁ ସତ କହିବୁ

୨୦୨୪ ମାର୍ଚ୍ଚ ୨୫ ଚନ୍ଦ୍ର ଗ୍ରହଣ ।ଚାରୋଟି ରାଶିଙ୍କର ଲାଗିବ ଲଟେରୀ । ବଦଳି ଯିବ ଭାଗ୍ୟ ।

ସେୟାର୍ କରନ୍ତୁ

୧୫୦ ବର୍ଷ ପରେ ମାର୍ଚ୍ଚ ୨୫ ରେ ଏଭଳି ଏକ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି ଯେଉଁଥିରେ ସମ୍ପୂର୍ଣ୍ଣ ୨୧ ପ୍ରକାରର ଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି । ଯାହାର ପ୍ରଭାବ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ୧୨ ଗୋଟି ରାଶି ଉପରେ ପଡ଼ିବ । ସେଥିମଧ୍ୟରୁ ଛଅ ଗୋଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଖୋଲିଯିବ । ମାର୍ଚ୍ଚ ୨୫ ରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣର ଅପେକ୍ଷା ପ୍ରାୟ ସମସ୍ତେ କରି ବସିଥିଲେ । ଏହି ଦିନଟି ଏମିତିରେବି ଶୁଭ ଏବଂ ତାସହିତ ଏହିଦିନ ଫାଲ୍ଗୁନ ପୂର୍ଣ୍ଣିମା ମଧ୍ୟ ପଡ଼ୁଛି । ଯେଉଁ କାରଣରୁ ଏହି ଦିନଟି ଅଧିକ ସ୍ୱତନ୍ତ୍ର ହେବାକୁ ଯାଉଛି । ତେଣୁ ଏହି ଦିନ ଯଦି ଆପଣ ଆମ ଦ୍ୱାରା କୁହାଯାଉଥିବା କିଛି ଖାସ ଏବଂ ସାଧାରଣ ଉପାୟ କରି ନିଅନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କ ଭାଗ୍ୟ ଖୋଲିଯିବ ।

ଚନ୍ଦ୍ର ଗ୍ରହଣ ଦିନ ସୂର୍ଯ୍ୟ ଚନ୍ଦ୍ର ରାହୁ କେତୁ ସାମ୍ନାସାମ୍ନି ଥିବାରୁ ଏହିଦିନ ଅନେକ ସହଜ ଉପାୟ ଦ୍ୱାରା ଆପଣ ନିଜ ଜୀବନକୁ ବଦଳାଇ ପାରିବେ । ଏହିଦିନ ବାତାବରଣରେ ନକରାତ୍ମକ ଶକ୍ତିର ଉପସ୍ଥିତି ଅଧିକ ଥିବାରୁ ସବୁ ତାନ୍ତ୍ରିକ ଏବଂ ସିଦ୍ଧି ପାଇବାକୁ ଚାହୁଁଥିବା ବ୍ୟକ୍ତି ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏକ ମହା ଉପାୟ ବିଷୟରେ କହିବାକୁ ଯାଉଛୁ । ଚନ୍ଦ୍ର ଗ୍ରହଣ ସମୟରେ ଅନେକ ଲୋକ କିଛି ଏପରି ଭୁଲ କରନ୍ତି ଯାହାଦ୍ୱାରା ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । କିନ୍ତୁ ଯଦି ଆପଣ କିଛି ସହଜ ଉପାୟ କରନ୍ତି ତେବେ ଆପଣଙ୍କ ଭାଗ୍ୟ ବଦଳିଯିବ । କହିରଖିବୁ ଯେ ଫାଲ୍ଗୁନ ମାସର ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀ ପୃଥିବୀକୁ ବାସ କରିବାକୁ ଆସନ୍ତି ।

ଫାଲ୍ଗୁନ ମାସ ପୂର୍ଣ୍ଣିମା ଦିନ ସକାଳ ୧୦.୦୨ ରୁ ଆରମ୍ଭ ହୋଇ ଦ୍ୱିପ୍ରହର ୦୩.୦୨ ପର୍ଯ୍ୟନ୍ତ ରହିବ । ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦେଖାଯିବ ନାହିଁ ତେଣୁ ଏହାର ସୂତକ କାଳ ମାନ୍ୟ ହେବ ନାହିଁ । ତାସହିତ ଏହି ଚନ୍ଦ୍ରଗ୍ରହଣର ପୃଥିବୀ ଉପରେ ମଧ୍ୟ କୌଣସି ପ୍ରଭାବ ପଡ଼ିବ ନାହିଁ । ତେବେ ଯେଉଁ ପାଞ୍ଚଟି ରାଶି ଭାଗ୍ୟବାନ ହେବାକୁ ଯାଉଛନ୍ତି ସେମାନେ ହେଲେ ମେଷ ରାଶି , ବୃଷ ରାଶି , କନ୍ୟା ରାଶି , ଧନୁ ରାଶି ଏବଂ ସିଂହ ରାଶି । ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କ ସଂଖ୍ୟା ଜୀବନ ଶୁଭଫଳଦାୟୀ ରହିବ । ଏହାବ୍ୟତୀତ ସୁଖ ସୌହାର୍ଦରେ ବୃଦ୍ଧି ହେବ । ଏମାନଙ୍କ ପାଇଁ ସମୟ ବହୁତ ଭଲ ରହିବ ଏବଂ ଆର୍ଥିକ ଲାଭ ମଧ୍ୟ ହେବାକୁ ମଧ୍ୟ ଯାଉଛି । ସମାଜରେ ପ୍ରତିଷ୍ଠା ସହିତ ବ୍ୟବସାୟରେ ଅଧିକ ଲାଭ ମିଳିବାକୁ ଯାଉଛି । ଚନ୍ଦ୍ରଗ୍ରହଣ ଏହି ରାଶି ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଏହାର ଶୁଭ ପ୍ରଭାବରୁ ଆପଣଙ୍କ ଭାଗ୍ୟ ବଦଳିବ ଏବଂ ଭାଗ୍ୟ ଚମକିବ ।

କୌଣସି ମହତ୍ତ୍ୱପୂର୍ଣ୍ଣ କର୍ତ୍ତବ୍ୟକୁ ସମ୍ପାଦନ କରି ପାରନ୍ତି । ବ୍ୟବସାୟ ସହିତ ଜଡ଼ିତ ଲୋକଙ୍କୁ ଲାଭ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । ଆପଣଙ୍କୁ ଭାଗ୍ୟର ସାଥ ମିଳିବ ଏବଂ ସବୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ଚନ୍ଦ୍ରଗ୍ରହଣ କାରଣରୁ ଭଲ ଫଳ ମିଳିବ । ଆପଣଙ୍କ ପାରିବାରିକ ଜୀବନ ସୁଖମୟ ହେବ ଏବଂ ପରିବାରରେ ସୁଖ ସମୃଦ୍ଧି ଆସିବ । କ୍ୟାରିଅରରେ ଅନେକ ନୂଆ ଅବସର ମିଳିବାର ସମ୍ଭାବନା ରହିଛି । ବ୍ୟବସାୟ କରୁଥିଲେ ଲାଭର ଅବସର ମିଳିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ । ବାପା ମା’ଙ୍କ ସହିତ ସମ୍ପର୍କ ଦୃଢ଼ ହେବ । ମାତା ଲକ୍ଷ୍ମୀଙ୍କ କୃପା ଏହି ଚନ୍ଦ୍ର ଗ୍ରହଣରେ ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିବ । ସମାଜରେ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତ ହେବ । ଜୀବନରେ ନୂଆ ଅବସର ମିଳିବାକୁ ଯାଉଛି । ଯାହାଦ୍ୱାରା ଜୀବନରେ ଅନେକ ଉନ୍ନତି ଆସିବାକୁ ଯାଉଛି ।

ସେୟାର୍ କରନ୍ତୁ

One thought on “୨୦୨୪ ମାର୍ଚ୍ଚ ୨୫ ଚନ୍ଦ୍ର ଗ୍ରହଣ ।ଚାରୋଟି ରାଶିଙ୍କର ଲାଗିବ ଲଟେରୀ । ବଦଳି ଯିବ ଭାଗ୍ୟ ।

Leave a Reply

Your email address will not be published. Required fields are marked *