Excuse Me Odisha

ଯାହା କହିବୁ ସତ କହିବୁ

ସାକ୍ଷାତ ମହାଦେବଙ୍କର ଅଂଶ ହୋଇଥାନ୍ତି ଏହି ପାଞ୍ଚଟି ନାମର ଲୋକ । ଜାଣି ନିଅନ୍ତୁ ଆପଣଙ୍କ ନାମ ଅଛି କି????

ସେୟାର୍ କରନ୍ତୁ

ଭଗବାନ ମହାଦେବ ଯେତେ ଜଲଦି ନିଜ ଭକ୍ତଙ୍କ ଉପରେ ପ୍ରସନ୍ନ ହୁଅନ୍ତି ସେତେ ଜଲଦି କ୍ରୋଧିତ ମଧ୍ୟ ହୋଇ ଯାଆନ୍ତି । ଯଦି କୌଣସି ବ୍ୟକ୍ତି ଉପରେ ମହାଦେବଙ୍କ ଆଶୀର୍ବାଦ ପଡ଼ିଯାଏ ତେବେ ଜୀବନ ଉପରକୁ ଆସିବାକୁ ଯାଉଥିବା ସବୁ ସମସ୍ୟା ଦୂର ହୋଇଯାଇଥାଏ । ଆଜିକାର ଲେଖାରେ ଆମେ ଛଅଟି ନାମର ବ୍ୟକ୍ତିଙ୍କ ବିଷୟରେ କହିବୁ ଯେଉଁ ମାନଙ୍କୁ ସାକ୍ଷାତ ମହାଦେବଙ୍କ ଅଂଶ ମାନା ଯାଇଥାଏ । ମହାଦେବଙ୍କ କୃପାରୁ ଏମାନଙ୍କ ଜୀବନରେ ସବୁବେଳେ ସୁଖ ସମୃଦ୍ଧି ରହିଥାଏ । ମହାଦେବଙ୍କ କୃପାରୁ ଏମାନଙ୍କ ମଧ୍ୟରେ ସବୁବେଳେ ବୁଦ୍ଧି ଏବଂ ଜ୍ଞାନର ସଞ୍ଚାର ହୋଇଥାଏ । ତେଣୁ ଏହି ଲୋକଙ୍କୁ ମହାଦେବଙ୍କ ଅଂଶ ମାନା ଯାଇଥାଏ ।

ଏହି ଲୋକ ମାନେ କାର୍ଯ୍ୟ କ୍ଷେତ୍ରରେ ସବୁବେଳେ ଉନ୍ନତି କରିଥାନ୍ତି । ଗରୀବ ଏବଂ ଅସହାୟଙ୍କ ପ୍ରତି ସମବେଦନା ଏମାନଙ୍କ ଭିତରେ ରହିଥାଏ । ବହୁତ ଜଲଦି ଏମାନଙ୍କର ସବୁ କାର୍ଯ୍ୟ ପୂରଣ ହେବା ସହିତ ସାମାଜିକ କ୍ଷେତ୍ରରେ ଏମାନେ ଉଚିତ ଏବଂ ଉଚ୍ଚ ପଦର ଅଧିକାରୀ ହୋଇଥାନ୍ତି । ଏମାନେ ଖୁବ ନିର୍ଭୀକ ଏବଂ ନିଡର ହୋଇଥାନ୍ତି ତେଣୁ ଏମାନଙ୍କୁ ମହାଦେବଙ୍କ ଭକ୍ତ ମାନାଯାଏ । ଏହି ଲୋକଙ୍କୁ ବହୁତ ଯଦି କ୍ରୋଧ ଆସିଥାଏ କିନ୍ତୁ ସେମାନଙ୍କ ମଧ୍ୟରେ ଖୁବ ସହନଶୀଳତା ଶକ୍ତି ମଧ୍ୟ ରହିଥାଏ । ଏମାନେ ଜୀବନରେ ସବୁବେଳେ ଆଗକୁ ବଢ଼ି ଚାଲନ୍ତି । ଅନ୍ୟର ଖରାପ ଚିନ୍ତା କରୁ ନଥିବା ଏହି ଲୋକଙ୍କୁ କେବେ କୌଣସି ସମସ୍ୟାର ସାମ୍ନା କରିବାକୁ ପଡ଼ିନଥାଏ ।

ଯଦି ଏହି ବ୍ୟକ୍ତି ମାନେ ମହାଦେବଙ୍କ ପୂଜା କରନ୍ତି ତେବେ ସେମାନଙ୍କ ଉପରେ ମହାଦେବଙ୍କ କୃପା ଲାଗି ରହିବ । ତେବେ ଚାଲନ୍ତୁ ସେହିସବୁ ନାମ ଗୁଡ଼ିକ ବିଷୟରେ ଜାଣିନେବା ।

1 . A ଅକ୍ଷର ନାମ:- ଏହି ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତି ମାନେ ମହାଦେବଙ୍କର ସବୁଠାରୁ ଅଧିକ ପ୍ରିୟ ହୋଇଥାନ୍ତି । ମହାଦେବ ଏହି ବ୍ୟକ୍ତିଙ୍କୁ ସବୁ ଖରାପ ଶକ୍ତି ଠାରୁ ଦୂରେଇ ରଖନ୍ତି । ଏମାନଙ୍କ ଜୀବନରେ କୌଣସି ସମସ୍ୟା ଆସିଲେ ମହଦେବ ଏମାନଙ୍କୁ ସେଥିରୁ ମୁକ୍ତି ଦେଇଥାନ୍ତି ।

2 . R ଅକ୍ଷର ନାମ:- ଯେଉଁ ବ୍ୟକ୍ତିଙ୍କ ନାମ R ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ମହାଦେବଙ୍କର ଖୁବ ନିକଟତର ଲୋକ ହୋଇଥାନ୍ତି ବୋଲି କୁହାଯାଏ । ଏମାନଙ୍କ ପ୍ରତି ଖରାପ କରୁଥିବା ବ୍ୟକ୍ତିଙ୍କୁ ମହାଦେବ ଦଣ୍ଡ ଦେଇଥାନ୍ତି ।

3 . D ଅକ୍ଷର ନାମ:- ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାମର ଲୋକେ ମଧ୍ୟ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି । ଏମାନେ ସ୍ୱତନ୍ତ୍ର ଭାବରେ ମହାଦେବଙ୍କ ଆରାଧନା କରିଥାନ୍ତି । ମହାଦେବ ଏମାନଙ୍କ ଉପରେ କୌଣସି ପ୍ରକାରର ସମସ୍ୟା ଆସିବାକୁ ଦିଅନ୍ତି ନାହିଁ ।

4 . P ଅକ୍ଷର ନାମ:- ଏହି ଅକ୍ଷର ନାମର ଲୋକଙ୍କ ଉପରେ ମହାଦେବ ପ୍ରସନ୍ନ ରହନ୍ତି ଏବଂ ଏହି ଲୋକେ ମହାଦେବଙ୍କ ଠାରୁ କେବେ ଦୂରେଇ ରଖନ୍ତି ନାହିଁ । ଏମାନଙ୍କ ମନ ଖୁବ ପରିଷ୍କାର ଥାଏ ଏବଂ ଏମାନେ କାହାରି ସହିତ କୌଣସି ଛଳ କପଟ କରନ୍ତି ନାହିଁ । ମହାଦେବ ଏମାନଙ୍କୁ ସବୁ ସମସ୍ୟାରୁ ଦୂରେଇ ରଖିଥାନ୍ତି ।

5 . V ଅକ୍ଷର ନାମ:- ଏହି ନାମର ବ୍ୟକ୍ତିଙ୍କୁ ମହାଦେବ ଖୁସିରେ ରଖିବାକୁ ପସନ୍ଦ କରନ୍ତି । ଏହି ଲୋକେ ମହାଦେବଙ୍କର ଅତି ନିକଟରେ ରହିଥାନ୍ତି । ଏମାନଙ୍କ ସହିତ ଶତ୍ରୁତା କରିବା ଅର୍ଥ ମହାଦେବଙ୍କ ଦଣ୍ଡ ଭୋଗିବା ହୋଇଥାଏ ।

6 . S ଅକ୍ଷର ନାମ:- ଏହି ଅକ୍ଷର ନାମର ବ୍ୟକ୍ତିଙ୍କ ଉପରେ ମହାଦେବଙ୍କ କୃପା ସବୁବେଳେ ବଜାୟ ରହିଥାଏ । ଏହି ଲୋକମାନେ ହୃଦୟରୁ ଖୁବ ଭଲ ହୋଇଥାନ୍ତି । ଏମାନଙ୍କୁ ଜୀବନରେ କେବେ ସମସ୍ୟାର ସାମ୍ନା କରିବାକୁ ପଡ଼େ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *