Excuse Me Odisha

ଯାହା କହିବୁ ସତ କହିବୁ

ବରକୋଳି ଗଛର ଚେର କରିଥାଏ କୋଟିପତି । ମାସେ ମଧ୍ୟରେ ସବୁ ଦୁଃଖ ହେବ ଦୂର । ଜାଣନ୍ତୁ କିପରି ?

ସେୟାର୍ କରନ୍ତୁ

ଆପଣମାନେ ବରକୋଳି ଗଛକୁ ପ୍ରାୟ ସବୁଠି ଦେଖିଥିବେ । ଯାହାକି କୌଣସି ସାଧାରଣ ଗଛ ନୁହେଁ । ତନ୍ତ୍ର ଶାସ୍ତ୍ରରେ ଏହି ଗଛର ଅନେକ ପ୍ରୟୋଗ ରହିଛି । ଖାଲି ସେତିକି ନୁହେଁ , ଆଧ୍ୟାତ୍ମିକ ଏବଂ ଧାର୍ମିକ ଦୃଷ୍ଟିରୁ ମଧ୍ୟ ଏହାର ଅନେକ ପ୍ରୟୋଗ ରହିଛି । ଆଜି ଆମେ ଧାର୍ମିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ତିନୋଟି ପ୍ରୟୋଗ ବିଷୟରେ କହିବୁ । ଯାହାକି ଆପଣଙ୍କ ଜୀବନରେ ସୁଖ ଆଣିବା ସହିତ ପରିବାରରେ ମଧ୍ୟ ସୁଖ ଶାନ୍ତି ଆଣିବ । ବରକୋଳି ଗଛରେ ଅନେକ ଦୈବୀ ଶକ୍ତି ମାନଙ୍କର ବାସ ହୋଇଥାଏ । ବରକୋଳିରେ ଅନେକ ଭିଟାମିନ ମିନେରାଲସ ଏବଂ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ । ଏମିତିକି ଚୋରକ ସଂହିତାରେ ଏହାର ମହତ୍ତ୍ୱ ବିଷୟରେ ଅନେକ ବର୍ଣ୍ଣନା ରହିଛି ।

ମୁଣ୍ଡବିନ୍ଧାକୁ ଦୂର କରିବା ପାଇଁ ଏହା ଏକ ରାମବାଣ ଅଟେ । ମୁଣ୍ଡ ବିନ୍ଧା ଥିଲେ ବରକୋଳି ଗଛର ଏକ ଛୋଟ ଚେର ଏବଂ ପିପଳିକୁ ସାଙ୍ଗରେ ପେଶୀ ମୁଣ୍ଡରେ ଲେପ ଦେଇ ଦିଅନ୍ତୁ । ଦେଖିବେ ଆପଣଙ୍କର ମୁଣ୍ଡ ବିନ୍ଧା ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ । ଯଦି ଆପଣଙ୍କ ଆଖିରେ ଜଳାପୋଡ଼ା ହେଉଛି ତେବେ ବରକୋଳି ଗଛର ଚେରକୁ ପେଶୀ ଆଖିର ବାହାର ପଟେ ଲେପନ କରି ଦିଅନ୍ତୁ ।

ଏହାଦ୍ବାରା ଆଖିରେ ହେଉଥିବା କୌଣସି ପ୍ରକାରର ସମସ୍ୟା ଦୂର ହୋଇଯିବ । ନାକରୁ ରକ୍ତ ପଡ଼ୁଥିଲେ ବରକୋଳି ଗଛର ପତ୍ରକୁ ଛେଚି ତାହାକୁ ନାକ ଉପରେ ଲେପି ଦେଲେ ରକ୍ତ ପଡ଼ିବା ବନ୍ଦ ହୋଇଯିବ । ଏହାବ୍ୟତୀତ ଅଲସର ଭଳି ସମସ୍ୟା ମଧ୍ୟ ଦୂର ହୋଇଯିବ ।

ପାଟି ଜନିତ ସମସ୍ୟା ଥିଲେ ବରକୋଳି ପତ୍ରକୁ ପେଶୀ ତାହାକୁ ଗାର୍ଗଲିଂ କରନ୍ତୁ ଦେଖିବେ ସବୁ ସମସ୍ୟା ଦୂର ହୋଇଯିବ । ବାନ୍ତି ସମସ୍ୟା ଥିଲେ କିଛି ଜାମୁକୋଳି , ବରକୋଳି ଚୁର୍ଣ୍ଣ ଏବଂ ମହୁ ମିଶାଇ ଚାଟିଲେ ବହୁତ ଜଲଦି ବାନ୍ତି ଜନିତ ସମସ୍ୟା ଦୂର ହୋଇଯିବ । ତାନ୍ତ୍ରିକ ପ୍ରୟୋଗ ବିଷୟରେ କହିଲେ ଅମାବାସ୍ୟା ଦିନ ଏହି ଗଛର ୨୧ ଟି କଣ୍ଟା ନେଲେ ଏବଂ ତାହାକୁ ଶତ୍ରୁଙ୍କ ଘରେ ରାତିରେ ଫିଙ୍ଗି ଦେଲେ ଶତ୍ରୁଙ୍କର ନାଶ ହୋଇଯାଏ । କିନ୍ତୁ ଏହାକୁ ଅମାବାସ୍ୟା ଦିନ କରିବା ଉଚିତ । ଏହି ଉପାୟ ଶତ୍ରୁଙ୍କ ଠାରୁ ମୁକ୍ତି ଦେଇଥାଏ । ଯଦି ଶ୍ରୀରାମଚନ୍ଦ୍ରଙ୍କୁ ପ୍ରତ୍ୟେକ ଦିନ ବରକୋଳି ଅର୍ପିତ କରାଯାଏ ତେବେ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *