Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଚ୍ଚ ୧୦ ଫାଲ୍ଗୁନ ଅମାବାସ୍ୟାରେ ମହାସଂଯୋଗ । ଲାଲ ସୂତା ବାନ୍ଧିଲେ ଚମକିବ ଭାଗ୍ୟ । ନିଶ୍ଚିତ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ଫାଲ୍ଗୁନ ମାସ କୃଷ୍ଣପକ୍ଷ ଅମାବାସ୍ୟା ହେଉଛି ଫାଲ୍ଗୁନ ଅମାବାସ୍ୟା ଯାହାର ମହତ୍ତ୍ୱ ହିନ୍ଦୁ ଧର୍ମରେ ବେଶ ଅଧିକ ଅଟେ । ବିଶେଷ ଭାବରେ ଏହିଦିନ ପିତୃ ପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ ତର୍ପଣ ସହିତ ସ୍ନାନ ଏବଂ ଦାନର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଚଳିତ ବର୍ଷ ଫାଲ୍ଗୁନ ଅମାବାସ୍ୟା ମାର୍ଚ୍ଚ ୧୦ ରେ ପଡ଼ୁଛି ଏବଂ ଏହିଦିନ ଅନେକ ଦୁର୍ଲଭ ସଂଯୋଗ ମଧ୍ୟ ସୃଷ୍ଟି ହେଉଛି ଏବଂ ଯୋଗ ଭଲ ଥିବାରୁ ରାଜଯୋଗ ମଧ୍ୟ ରହିଛି । ତେଣୁ ମାର୍ଚ୍ଚ ୧୦ ରେ ଯେହେତୁ ଏହି ଫାଲ୍ଗୁନ ଅମାବାସ୍ୟାରେ ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି ତେଣୁ ଏହିଦିନ ହାତରେ ନାଲି ସୂତା ବାନ୍ଧି ଦିଅନ୍ତୁ । ଏହାଦ୍ବାରା ଭାଗ୍ୟ ଚମକିବା ସହିତ ପିତୃ ଦୋଷ ଏବଂ ଅନ୍ୟାନ୍ୟ ସମସ୍ୟା ଦୂର ହୋଇଯିବ ।

ଆଜିକାର ଲେଖାରେ ଆମେ କେଉଁ ରାଶିର ବ୍ୟକ୍ତି କଳା ସୂତା ବାନ୍ଧିବା ଉଚିତ ଏବଂ କେଉଁମାନେ ଉଚିତ ନୁହେଁ , ସେହି ବିଷୟରେ କହିବୁ । ଏହାବ୍ୟତୀତ ନାଲି ସୂତା ବାନ୍ଧିବାର ଶୁଭ ଫଳ ବିଷୟରେ ମଧ୍ୟ ଜାଣିବା । ଛୋଟ କିମ୍ବା ବଡ଼ ସବୁ ବୟସର ଲୋକଙ୍କୁ ନକରାତ୍ମକ ଦୃଷ୍ଟିରୁ ରକ୍ଷା ପିଇବା ପାଇଁ କଳା ସୂତାର ଆବଶ୍ୟକତା ପଡ଼ିଥାଏ । ଏକ ସାଧାରଣ ଉପାୟ କଲେ ଆପଣ ଦୃଷ୍ଟି ସମସ୍ୟାରୁ ରକ୍ଷା ପାଇବା ସହିତ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯିବ । ତେଣୁ ଏଥିପାଇଁ ଭୈରବ ମନ୍ଦିରରୁ କଳା ସୂତା ପୂଜା କରି ନେଇ ଆସନ୍ତୁ । ସେଥିରେ ଟିକିଏ ସୋରିଷ ତେଲ ଲଗାଇ ତାହାକୁ ନିଜ ଡାହାଣ ହାତରେ ବାନ୍ଧି ଦିଅନ୍ତୁ । ଏହି ଉପାୟ କରିବା ସମେୟରେ ଭଗବାନଙ୍କୁ ପ୍ରାର୍ଥନା କଲେ ଧନ ସହିତ ଜଡ଼ିତ ସବୁ ସମସ୍ୟା ଦୂର ହୋଇଯିବ ।

ନଜର ସମସ୍ୟା ଥିଲେ ମଙ୍ଗଳବାର କିମ୍ବା ଶନିବାର ଦିନ କଳା ସୂତା ନେଇ ହନୁମାନ ମନ୍ଦିରକୁ ଯାଆନ୍ତୁ । ହନୁମାନଙ୍କ ଚରଣରେ ରଖି ହନୁମାନ ସିନ୍ଦୁର ଲଗାଇ ଦିଅନ୍ତୁ । ତାହାକୁ ନିଜ ବେକ କିମ୍ବା ଡାହାଣ ହାତରେ ବାନ୍ଧି ପାରିବେ । ଏପରି କଲେ ସବୁ ଖରାପ ଦୃଷ୍ଟି ଦୂର ହୋଇଯିବ । ବ୍ୟବସାୟ ଭଲରେ ଚାଲୁ ନଥିଲେ ଶନିବାର ଦିନ ଏକ କଳା ସୂତା ନେଇ ନଅଟି ଗଣ୍ଠି ପକାଇ ଶ୍ରୀହନୁମାନଙ୍କ ମନ୍ଦିରକୁ ନେଇ ଯାଆନ୍ତୁ । ତାହାକୁ ଆଣି ଘରର ସିନ୍ଧୁକ କିମ୍ବା ବ୍ୟବସାୟ ସ୍ଥାନରେ ରଖିଲେ ଅଳ୍ପ ଦିନରେ ବ୍ୟବସାୟ ଜନିତ ସମସ୍ୟା ଦୂର ହୋଇଯିବ । କେଉଁ ରାଶିର ବ୍ୟକ୍ତି କଳା ସୂତା ବାନ୍ଧିବା ଉଚିତ ନୁହେଁ ଚାଲନ୍ତୁ ସେହି ବିଷୟରେ ଜାଣିନେବା ।

୧ . ମେଷ ରାଶି:- ଏହି ରାଶିର ବ୍ୟକ୍ତି କେବେବି ହାତରେ କଳା ସୂତା ବାନ୍ଧିବା ଉଚିତ ନୁହେଁ କାରଣ ଏହି ରାଶିର ସ୍ୱାମୀ ମଙ୍ଗଳ ଅଟନ୍ତି । ତେଣୁ ଏହି ରାଶିର ବ୍ୟକ୍ତି କେବଳ ନାରଙ୍ଗୀ କିମ୍ବା ନାଲି ରକ୍ଷା ସୂତ୍ର ବାନ୍ଧିବା ଉଚିତ । କଳା ସୂତା ବାନ୍ଧିବା ଦ୍ୱାରା ସେମାନଙ୍କ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ ଏବଂ କୌଣସି କାର୍ଯ୍ୟ ସଫଳ ହୁଏନାହିଁ । ଏହାବ୍ୟତୀତ ଧନ ଜନିତ ସମସ୍ୟା ଆସିଥାଏ ।

୨ . ବିଛା ରାଶି:- ବିଛା ରାଶିର ସ୍ୱାମୀ ମଧ୍ୟ ମଙ୍ଗଳ ଅଟନ୍ତି । ମହିଳା ପୁରୁଷକେହିବି ଯଦି ଏହି ସୂତା ଦେହରେ ବାନ୍ଧିଛନ୍ତି ତେବେ ତୁରନ୍ତ ବାହାର କରିଦେବା ଉଚିତ । କାରଣ ଏହାଦ୍ବାରା ଆପଣଙ୍କ ଜୀବନରେ ସମସ୍ୟା ଦେଖାଦେବ । ଆପଣ ନାଲି ସୂତା ଧାରଣ କରି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *