Excuse Me Odisha

ଯାହା କହିବୁ ସତ କହିବୁ

କାଗଜ ଉପରେ ଲେଖି ଜଳାଇ ଦିଅନ୍ତୁ । ୩୦ ମିନିଟରେ ହେବ ଲେଖିଥିବା ମନସ୍କାମନା ପୂରଣ । ମିଳିବ ଲାଭ ।

ସେୟାର୍ କରନ୍ତୁ

ସାଧାରଣତଃ କହିବାକୁ ଗଲେ ମନୁଷ୍ୟର ଅନେକ ମନସ୍କାମନା ରହିଥାଏ ଯାହାକି ପୂରଣ ହୋଇ ନଥାଏ । ଲୋକେ ତାହାକୁ ପୂରଣ କରିବାକୁ ଅନେକ ଉପାୟ କରନ୍ତି । ତଥାପି ତାହା ପୂରଣ ହୋଇପାରେ ନାହିଁ । କିନ୍ତୁ ତନ୍ତ୍ର ଶାସ୍ତ୍ରରେ ସେସବୁକୁ ପୂରଣ କରିବାକୁ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । କହିରଖିବୁ ଯେ ସେହି ସବୁ ଉପାୟକୁ ଆପଣ କୌଣସିବି ଦିନ କରି ପାରିବେ । ତାହାଦ୍ୱାରା ଆପଣଙ୍କର କୌଣସି ମନସ୍କାମନା ପୂରଣ ହୋଇଯିବ । ଆପଣ ଯେଉଁ କାର୍ଯ୍ୟରେ ନିୟୋଜିତ ଅଛନ୍ତି , ସେହି କାର୍ଯ୍ୟ ଅନୁଯାୟୀ ଆପଣ କୌଣସି ଅଧିକାର କିମ୍ବା ଚାକିରୀ ପାଇବାକୁ ଚାହୁଁଥିଲେ ଆପଣ କିଛି ସହଜ ଉପାୟ କରି ପାରିବେ ।

ତେବେ ତାହା ଚାକିରୀ ହେଉ କିମ୍ବା ବିବାହ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ହେଉ । ଯଦି ଆପଣ ବିବାହରେ , ଚାକିରୀରେ କିମ୍ବା ବ୍ୟବସାୟରେ ସଫଳତା ପାଇବାକୁ ଚାହୁଁଛନ୍ତି କିମ୍ବା ଅଟକି ରହିଥିବା ଧନକୁ ପୁଣିଥରେ ଫେରି ପାଇବାକୁ ଚାହୁଁଛନ୍ତି ତେବେ ମଧ୍ୟ ଆପଣ ଏସବୁ ଉପାୟ କରି ପାରିବେ । କିନ୍ତୁ ମନେ ରଖନ୍ତୁ ଯେ ନିଜ ଶତ୍ରୁକୁ ଚୁପ କରିବା ପାଇଁ ଏସବୁ ଉପାୟ ଆପଣ କରି ପାରିବେ ନାହିଁ ।

ତେବେ ଉପାୟ ପାଇଁ ଡାଳିମ୍ବ ରସର ଆବଶ୍ୟକତା ରହିଛି । ଏହାକୁ ମାତ୍ର ୧୦ ମିଳିଲିଟର ନେଇ ସେଥିରେ ଟିକିଏ ସିନ୍ଦୁର ମିଶାଇ ଦିଅନ୍ତୁ । ଡାଳିମ୍ବ ଗଛର ଗୋଟିଏ କାଠ ନେଇ ସିନ୍ଦୁରକୁ ଡାଳିମ୍ବ ରସରେ ମିଶାଇ ଏକ ଧଳା କାଗଜରେ ” ( ନିଜ ନାମ ) ମସକ ମସକ ତାନି ମନ କର ତିନ ବିଚାର ଇଚ୍ଛା ପୁରୀ କିଜିଏ ଅଗ୍ନି ଦେବ ନୌହିହାର । ”

ଏହାକୁ ଲେଖିବା ପରେ କୌଣସିବି ଦିନ ଆଖପାଖ ଡାଳିମ୍ବ ଗଛ ପାଖକୁ ଯାଆନ୍ତୁ । ମନରେ ଯାହାବି କାମନା ଏବଂ ପ୍ରାର୍ଥନା ବାରମ୍ବାର ଜପ କରନ୍ତୁ । ଡାଳିମ୍ବ ଗଛ ତଳେ ଏହି କାଗଜକୁ ଜଳାଇ ଦିଅନ୍ତୁ । ଏହି ପ୍ରୟୋଗ ଆପଣ ଲଗାତାର ସାତ ଦିନ କିମ୍ବା ତିନି ସପ୍ତାହ ପର୍ଯ୍ୟନ୍ତ କରିବା ଉଚିତ । ଆପଣଙ୍କର କୌଣସି ପ୍ରକାରର ମନସ୍କାମନାକୁ ବାରମ୍ବାର କୁହନ୍ତୁ । ଏହା ସିଦ୍ଧ ହୋଇଯିବ ଏବଂ ଆପଣଙ୍କର ସବୁ ମନସ୍କାମନାକୁ ପୂରଣ କରିବ । ଏହାଦ୍ବାରା ଦେଖିବେ ଆପଣଙ୍କର କୌଣସିବି ମନସ୍କାମନା ବହୁତ ଜଲଦି ପୂରଣ ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *