Excuse Me Odisha

ଯାହା କହିବୁ ସତ କହିବୁ

ଏହି ଗଛର ଫଳ ଖାଇଲେ ମିଳିଥାଏ ୧୦ ଘୋଡ଼ାର ଶକ୍ତି । ଜାଣିଲେ ଆଉ କରିବେନି ଅଣଦେଖା ।

ସେୟାର୍ କରନ୍ତୁ

ଆୟୁର୍ବେଦ ଅନୁଯାୟୀ ଗୋଟିଏ ଫଳ ଏମିତି ଅଛି ଯାହାକୁ ସେବନ କଲେ ଶରୀରରେ ଶକ୍ତି ଆସିଥାଏ । ଆମେ ଯେଉଁ ଗଛ ବିଷୟରେ ଆପଣଙ୍କୁ କହିବୁ ତାହା ଜାଣିବା ପରେ ଆପଣ ତାହାକୁ ଆଉ ଅଣଦେଖା କରିବେ ନାହିଁ । ଏହି ଗଛ ଦ୍ୱାରା ଆପଣଙ୍କ ଦାରିଦ୍ର୍ୟତା ଦୂର ହୋଇଯିବ ଏବଂ ଦୁର୍ଭାଗ୍ୟ ମଧ୍ୟ ଦୂର ହୋଇଯିବ । କୌଣସି ସାଂଘାତିକ ରୋଗ ଥିଲେ ତାହା ମଧ୍ୟ ଦୂର ହୋଇଯିବ ।

ହିନ୍ଦୁ ପୁରାଣରେ ଆୟୁର୍ବେଦ ତରଫରୁ ଏହି ଗଛର ମୂଳକୁ ହୀରା ମାନା ଯାଇଛି । ଏହି ଗଛକୁ କେବେ ପାଣିର ଆବଶ୍ୟକତା ନଥାଏ । ଏହି ଗଛର ପ୍ରୟୋଗ ଦ୍ୱାରା ଆପଣଙ୍କ ଘରେ କଳହ କ୍ଳେଶ ଥିଲେ ତାହା ମଧ୍ୟ ଦୂର ହୋଇଯିବ , ଭୂତପ୍ରେତ ଦୂର ହୋଇଯିବ ଏବଂ ଧନ ଆଗମନର ସବୁ ରାସ୍ତା ଖୋଲିଯିବ ।

ଏହି ଗଛର ନାମ ହେଉଛି ଡିମିରି ଗଛ । ଏହାକୁ ଶକ୍ତି କୁହାଯାଏ ଯାହାକି ପୁରୁଷଙ୍କ କ୍ଷମତା ବଢ଼ାଇଥାଏ । ଏହି ଗଛର ଫଳ ସବୁ ପ୍ରକାରର ମଲ୍ଟି ଭିଟାମିନର ଅଭାବକୁ ଦୂର କରିଥାଏ । ଯେଉଁ ଘରେ କଳି ଝଗଡ଼ା କାରଣରୁ ଅଶାନ୍ତି ଦେଖା ଦେଉଛି ସେହି ଘରେ ଶାନ୍ତି ପାଇଁ ଏହି ଗଛ ଅତ୍ୟନ୍ତ ଉପଯୋଗୀ ହୋଇ ପାରିବ ।

ଏହି ଫଳରେ ଭରପୁର ଔଷଧୀୟ ଗୁଣ ରହିଥାଏ ସେଥିମଧ୍ୟରୁ ଆଇରନ , କ୍ୟାଲସିୟମ ଏବଂ ଫସଫରସ ଅନେକ ପରିମାଣରେ ରହିଥାଏ । ଏହି ଫଳକୁ ଦିନରେ ୩ ରୁ ୪ଟି ଖାଆନ୍ତୁ । ଏହା ମଧୁମେହର ସ୍ତରକୁ କମ କରିଥାଏ । ଏହି ଫଳରେ ଦଶଟି ହାତୀର ଶକ୍ତି ରହିଥାଏ । ଏହି ଗଛର ମୂଳକୁ ପ୍ରଥମେ ଖରାରେ ଶୁଖାଇ ତାହାକୁ ପରେ ତୁଳସୀ କାଠି ସହିତ ତାବିଜରେ ପୁରାଇ ଧାରଣ କରନ୍ତୁ ।

ଏହି ଗଛରେ ଏବଂ ତୁଳସୀ ଗଛରେ ସାକ୍ଷାତ ନରସିଂହ ଭଗବାନ , ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ବାସ କରନ୍ତି । ତେଣୁ ଯେଉଁ ଲୋକର ବେକରେ ଏହି ଚେର ରହିଥାଏ ମୃତ୍ୟୁ ପରେ ନର୍କ ପ୍ରାପ୍ତ ହୁଏ ନାହିଁ । ଏହାଦ୍ବାରା ଲକ୍ଷ୍ମୀ ନାରାୟଣ ଭଳି ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବଢ଼ିଥାଏ । ଯଦି ଆପଣଙ୍କ ଘରେ ଲଢ଼େଇ ଝଗଡ଼ା ହେଉଛି ତେବେ ଏହି ଗଛର ତିନୋଟି ପତ୍ର ନେଇ ଆଲମାରୀ ଉପରେ ରଖି ଦିଅନ୍ତୁ ଏବଂ ସେହି ସମୟରେ ” ଓଁ ନମଃ ଭଗବତେ ବାସୁଦେବାୟ ” ଜପ କରନ୍ତୁ । ତାହାକୁ ଏକ ମାସ ପର୍ଯ୍ୟନ୍ତ ସେମିତି ରଖି ଦିଅନ୍ତୁ । ଏହାଦ୍ବାରା ଘରୁ ନକରାତ୍ମକତା ଦୂର ହୋଇଯିବ ଏବଂ ଭୂତପ୍ରେତ ଭୟ ମଧ୍ୟ ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *