Excuse Me Odisha

ଯାହା କହିବୁ ସତ କହିବୁ

୨୦୨୪ ମାର୍ଚ୍ଚ ୮ରେ ମହା ଶିବରାତ୍ରୀ । ବେକରେ ଧାରଣ କରନ୍ତୁ ଏହି ଗଛର ମୂଳ , ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଶଙ୍କର ଜଟା କୁହାଯାଉଥିବା ଗଛର ମୂଳ ବିଷୟରେ କହିବୁ । ଆୟୁର୍ବେଦରେ ଏହାକୁ ଜଡ଼ିବୁଟିର ରାଜା କୁହାଯାଉଥିବା ବେଳେ ତନ୍ତ୍ରଶାସ୍ତ୍ରରେ ଏହାର ଅନେକ ପ୍ରୟୋଗ ରହିଛି । ସାଧରଣତଃ ଘନ ଜଙ୍ଗଲ ଏବଂ ପର୍ବତ କ୍ଷେତ୍ରରେ ଏହି ଗଛ ମିଳିଥାଏ । ଭଗବାନ ଶିବଙ୍କ ଜଟାରୁ ଏହା ସୃଷ୍ଟି ହୋଇଛି ବୋଲି ମାନା ଯାଏ ତେଣୁ ଏହାକୁ ଶଙ୍କର ଜଟା ବୋଲି କୁହାଯାଏ । ବେଲ ବୃକ୍ଷ ଭଳି ଏଥିରେ ମଧ୍ୟ ଅନେକ ଦୈବୀକ ଶକ୍ତି ନିହିତ ଅଛି । ଯଦି ଆପଣ ଏହାକୁ ସୋରିଷ ତେଲରେ ପକାଇ ଫୁଟାଇ ହାତ ଗୋଡ଼ରେ ମାଲିସ କରନ୍ତି ତେବେ ଯନ୍ତ୍ରଣା ସମସ୍ୟା ଦୂର ହୋଇଯିବ ।

ଯଦି କୌଣସି ବ୍ୟକ୍ତିର ମୁଣ୍ଡ ବ୍ୟଥା ହେଉଥାଏ ତେବେ ଏହାର ରସକୁ ଦୁଇ ବୁନ୍ଦା ନାକରେ ପକାଇଲେ ମୁଣ୍ଡ ବ୍ୟଥା ଦୂର ହୋଇଥାଏ । ଏହି ଗଛକୁ ଘରେ ଲଗାଇଲେ ଗୃହ କ୍ଳେଶ ଦୂର ହୋଇଥାଏ । ଏହାକୁ ଘରେ ଲଗାଇଲେ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଗଛ ବଢ଼ିବା ସହିତ ଘର ଭିତରକୁ ସେତିକି ନକରାତ୍ମକତା କମ ଆସିଥାଏ । ଏହି ଗଛକୁ ସାଧରଣତଃ ସୋମବାର ଦିନ ଲଗାଇବା ଉଚିତ ଏବଂ ଉତ୍ତର ଦିଗକୁ ମୁହଁ କରି ଲଗାଇବା ଉଚିତ । ଯଦି ଏହି ଗଛ ମୂଳରେ ପ୍ରତ୍ୟେକ ଦିନ ଦୀପ ଜଳାଯାଏ ତେବେ ଘରକୁ ଅପାର ଧନ ପ୍ରାପ୍ତି ହୋଇଥାଏ । ଏହାର ନାମ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ହୋଇଥାଏ ।

ଏହାକୁ ଯଦି ଆପଣ ତାବିଜରେ ପୁରାଇ ଧାରଣ କରନ୍ତି ତେବେ ଅନେକ ଚମତ୍କାରୀ ଫାଇଦା ମିଳିଥାଏ । ଏହାସହିତ ରାହୁ କେତୁ ଦୋଷ ମଧ୍ୟ ଦୂର ହୋଇଥାଏ । ଏହାକୁ ଧାରଣ କଲେ ଆପଣଙ୍କ ଜୀବନର ଦୁର୍ଭାଗ୍ୟ ମଧ୍ୟ ଦୂର ହୋଇଯିବ । ଯଦି ଆପଣ ଏହାକୁ ନିଜ ପୂଜା ଘରେ ରଖନ୍ତି ତେବେ ଏହା ଲକ୍ଷ୍ମୀଙ୍କୁ ବାନ୍ଧିବା ଭଳି କାମ କରିଥାଏ ।

ଶାସ୍ତ୍ର ଅନୁଯାୟୀ ଏହାକୁ ଘୋରି ଆଖିରେ ଲଗାଇଲେ ମାଟି ତଳେ ଥିବା ଧନ ମଧ୍ୟ ଦୃଶ୍ୟମାନ ହୋଇଥାଏ । କିନ୍ତୁ ଏହି ପ୍ରୟୋଗ କେବଳ ଗୁରୁ ପୁଷ୍ୟ ନକ୍ଷତ୍ରରେ କରାଯିବା ଉଚିତ । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ପ୍ରୟୋଗ କରି ଯଦି ଆପଣ ଏହାକୁ ଏହି ପ୍ରୟୋଗ ସାତ ମାସ ପର୍ଯ୍ୟନ୍ତ କଲେ ପାତାଳରେ ଥିବା ଧନ ମଧ୍ୟ ଦୃଶ୍ୟମାନ ହୋଇଥାଏ । ଏହାକୁ ନେତ୍ରରେ ଲଗାଇଲେ ଜମିରେ ପୋତି ରହିଥିବା ଧନ ଦେଖିବାକୁ ମିଳେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *