Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବରାତ୍ରୀରେ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ । ଏତେ ଟଙ୍କା ଆସିବ ଯେ ସମ୍ଭାଳି ହେବ ନାହିଁ ।

ସେୟାର୍ କରନ୍ତୁ

ଭାରତଭୂମିକୁ ଜଡ଼ିବୁଟିର ଦେଶ କୁହାଯାଏ । ତାଭିତରୁ ଶଙ୍କରଜଟା ମଧ୍ୟ ରହିଛି ଯାହାକି ଭାରତରେ ମିଳିଥାଏ । ତନ୍ତ୍ର ଶାସ୍ତ୍ରରେ ଏହାର ଅନେକ ପ୍ରୟୋଗ ରହିଛି । ଏହି ଶଙ୍କର ଜଟା ଅତ୍ୟନ୍ତ ଦୁର୍ଲଭ ହୋଇଥାଏ । ଏହା ଅତି ଚମତ୍କାରୀ ଜଡ଼ିବୁଟି ଅଟେ । ଏହା ଭଗବାନ ଶିବଙ୍କ ଜଟାରୁ ତିଆରି ହୋଇଛି । ଏହା ଭିତରେ ଅନେକ ଚମତ୍କାରୀ ଦିବ୍ୟଶକ୍ତି ରହିଥାଏ ।

ଯଦି ଆପଣ ଏହାକୁ ସୋରିଷ ତେଲରେ ପକାଇ ଫୁଟାଇ ହାତ ଗୋଡ଼ରେ ମାଲିସ କରନ୍ତି ତେବେ ଯନ୍ତ୍ରଣା ସମସ୍ୟା ଦୂର ହୋଇଯିବ । ଯଦି କୌଣସି ବ୍ୟକ୍ତିର ମୁଣ୍ଡ ବ୍ୟଥା ହେଉଥାଏ ତେବେ ଏହାର ରସକୁ ଦୁଇ ବୁନ୍ଦା ନାକରେ ପକାଇଲେ ମୁଣ୍ଡ ବ୍ୟଥା ଦୂର ହୋଇଥାଏ ।

ଏହି ଗଛକୁ ଘରେ ଲଗାଇଲେ ଗୃହ କ୍ଳେଶ ଦୂର ହୋଇଥାଏ । ଏହାକୁ ଘରେ ଲଗାଇବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏହି ଗଛ ଯେତେ ବଡ଼ ହୋଇଥାଏ ଘର ଭିତରକୁ ସେତିକି ନକରାତ୍ମକତା ଆସିଥାଏ । ସୋମବାର ଦିନ ଏହି ଗଛକୁ ଲଗାଇବା ଉଚିତ । ଏହାକୁ ଉତ୍ତର ଦିଗକୁ ମୁହଁ କରି ଲଗାଇବା ଉଚିତ । ଯଦି ଏହି ଗଛ ମୂଳରେ ପ୍ରତ୍ୟେକ ଦିନ ଦୀପ ଜଳାଯାଏ ତେବେ ଘରକୁ ଅପାର ଧନ ପ୍ରାପ୍ତି ହୋଇଥାଏ । ଏହାର ନାମ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ହୋଇଥାଏ । ଏହାକୁ ଯଦି ଆପଣ ତାବିଜରେ ପୁରାଇ ଧାରଣ କରନ୍ତି ତେବେ ଅନେକ ଚମତ୍କାରୀ ଫାଇଦା ମିଳିଥାଏ ।

ଏହାସହିତ ରାହୁ କେତୁ ଦୋଷ ମଧ୍ୟ ଦୂର ହୋଇଥାଏ । ଏହାକୁ ଧାରଣ କଲେ ଆପଣଙ୍କ ଜୀବନର ଦୁର୍ଭାଗ୍ୟ ମଧ୍ୟ ଦୂର ହୋଇଯିବ । ଯଦି ଆପଣ ଏହାକୁ ନିଜ ପୂଜା ଘରେ ରଖନ୍ତି ତେବେ ଏହା ଲକ୍ଷ୍ମୀଙ୍କୁ ବାନ୍ଧିବା ଭଳି କାମ କରିଥାଏ । ଶାସ୍ତ୍ର ଅନୁଯାୟୀ ଏହାକୁ ଘୋରି ଆଖିରେ ଲଗାଇଲେ ମାଟି ତଳେ ଥିବା ଧନ ମଧ୍ୟ ଦୃଶ୍ୟମାନ ହୋଇଥାଏ । କିନ୍ତୁ ଏହି ପ୍ରୟୋଗ କେବଳ ଗୁରୁ ପୁଷ୍ୟ ନକ୍ଷତ୍ରରେ କରାଯିବା ଉଚିତ । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ପ୍ରୟୋଗ କରି ଯଦି ଆପଣ ଏହାକୁ ଏହି ପ୍ରୟୋଗ ସାତ ମାସ ପର୍ଯ୍ୟନ୍ତ କଲେ ପାତାଳରେ ଥିବା ଧନ ମଧ୍ୟ ଦୃଶ୍ୟମାନ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *