Excuse Me Odisha

ଯାହା କହିବୁ ସତ କହିବୁ

ଫେବ୍ରୁଆରୀ ୨୪ ଶନିବାର ମାଘ ପୂର୍ଣ୍ଣିମା ଦିନ କୋଟିପତି ହେବାରୁ କେହି ଅଟକାଇ ପାରିବେ ନାହିଁ ଏମାନଙ୍କୁ । ଭାଗ୍ୟଶାଳୀ ହେବେ ଚାରୋଟି ରାଶି ।

ସେୟାର୍ କରନ୍ତୁ

୨୦୨୪ ଫେବୃଆରୀ ୨୪ ଶନିବାର ଦିନ ମାଘ ପୂର୍ଣ୍ଣିମାର ଚାନ୍ଦ ନଜର ଆସିବ । କିଛି ଖାସ ସଂଯୋଗ ଯୋଗୁଁ ଚାରୋଟି ରାଶିର ଲୋକଙ୍କର ଲଟେରୀ ଲାଗିବ । ସେହି ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ବର୍ଷା ହେବ । ଏହି ଚାରୋଟି ରାଶିର ବ୍ୟକ୍ତିଙ୍କ ଜୀବନର ସବୁ ଦୁଃଖ କଷ୍ଟ ମଧ୍ୟ ଦୂର ହୋଇଯିବ । ହିନ୍ଦୁ ପାଞ୍ଜି ଅନୁଯାୟୀ ମାଘ ମାସରେ ପଡ଼ୁଥିବା ପୂର୍ଣ୍ଣିମାକୁ ମାଘ ପୂର୍ଣ୍ଣିମା କୁହାଯାଏ । ଏହି ଦିନ ସ୍ନାନ ଦାନ ଧର୍ମର ବିଶେଷ ମହତ୍ତ୍ୱ ରହିଛି । ଏହି ତିଥି ପୌଷ ପୂର୍ଣ୍ଣିମା ଠାରୁ ମାଘ ପୂର୍ଣ୍ଣିମା ଦିନ ପର୍ଯ୍ୟନ୍ତ ଚାଲିଥାଏ । ଶାସ୍ତ୍ର ଅନୁଯାୟୀ ମାଘ ସ୍ନାନ କରୁଥିବା ଲୋକଙ୍କ ଉପରେ ଉଭୟ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ପ୍ରସନ୍ନ ରହନ୍ତି ଏବଂ ସେମାନଙ୍କୁ ସୁଖ , ଭାଗ୍ୟ ଏବଂ ସନ୍ତାନ ପ୍ରଦାନ କରନ୍ତି ।

ମାନ୍ୟତା ଅନୁଯାୟୀ ଏହିଦିନ ସ୍ୱୟଂ ଦେବତା ମାନେ ପୃଥିବୀକୁ ଆସି ମନୁଷ୍ୟ ରୂପ ଧାରଣ କରି ସ୍ନାନ , ଦାନ ଏବଂ ଧର୍ମ କରି ପୁଣ୍ୟ ଅର୍ଜନ କରନ୍ତି ବୋଲି କୁହାଯାଏ । ଏହିଦିନ ବିଧି ବିଧାନର ସହିତ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନା କରାଯାଇଥାଏ । ତାସହିତ ପିତୃଙ୍କୁ ଶ୍ରାଦ୍ଧ ଏବଂ ଗରିବ ଲୋକଙ୍କୁ ଦାନ ଧର୍ମ ମଧ୍ୟ କରାଯାଏ । ଏହିଦିନ ଗରିବ ବ୍ରାହ୍ମଣଙ୍କୁ ଦାନ , ଦକ୍ଷିଣା ଏବଂ ବିଶେଷ କରି କଳା ତିଳ ଦେଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ । ବର୍ତ୍ତମାନ ଚାଲନ୍ତୁ ସେହି ଚାରୋଟି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଜାଣିନେବା । ତେବେ ତା ପୂର୍ବରୁ କହିରଖିବୁ ଯେ ଆଜିକାଲି ମନୁଷ୍ୟ ଯେଉଁ ସବୁ ସମସ୍ୟାରେ ଗତି କରୁଛି ତାହା ମଧ୍ୟରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଆର୍ଥିକ ସମସ୍ୟା । କିନ୍ତୁ ମାତା ଲକ୍ଷ୍ମୀଙ୍କ କୃପା ହେଲେ ସେହି ସମସ୍ୟା ଦୂର ହୋଇଯିବ ।

୧ . ମେଷ ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ଜାତକରେ ମହା ଲକ୍ଷ୍ମୀ ଯୋଗ ସୃଷ୍ଟି ହେଉଛି । ତେଣୁ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ କାରଣରୁ ଏହି ରାଶିର ବ୍ୟକ୍ତିଙ୍କ ଜୀବନ ଖୁବ ଭଲ ରହିବାକୁ ଯାଉଛି । ଆପଣ ଜଣେ କେହି ଏମିତି ବ୍ୟକ୍ତିଙ୍କୁ ଭେଟିବେ ଯିଏକି ଆପଣଙ୍କ ଜୀବନ ବଦଳାଇ ଦେବ । ଆପଣଙ୍କ ଜୀବନରେ ସୁଖ ସୁବିଧାର ଆଉ କୌଣସି ଅଭାବ ରହିବ ନାହିଁ । ସବୁ ଦିଗରୁ ଆପଣଙ୍କୁ ଲାଭ ହିଁ ଲାଭ ମିଳିବ । ଏହି ରାଶିର ବ୍ୟକ୍ତିଙ୍କୁ ବ୍ୟାପାରରେ ଲାଭ ମିଳିବ । ଚାକିରୀ କରୁଥିବା ବ୍ୟକ୍ତିଙ୍କର ଇଚ୍ଛା ପୂରଣ ହେବ ଏବଂ ପ୍ରମୋଶନ ମିଳିବ । ଏମାନଙ୍କୁ ଧନ ପ୍ରାପ୍ତିର ଅନେକ ଅବସର ପ୍ରାପ୍ତ ହେବ । ସନ୍ତାନ ପ୍ରାପ୍ତି ପାଇଁ ଇଚ୍ଛୁକ ଲୋକଙ୍କୁ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ ।

୨ . ତୁଳା ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ବର୍ଷା ହେବାକୁ ଯାଉଛି । ପୂର୍ବରୁ କରିଥିବା ପରଶ୍ରମର ଫଳ ବର୍ତ୍ତମାନ ଆପଣଙ୍କୁ ପ୍ରାପ୍ତ ହେବ । ବ୍ୟବସାୟରେ ଆପଣଙ୍କ ଯୋଗ୍ୟତାର ପ୍ରଦର୍ଶନ ସମସ୍ତେ ଦେଖିବେ । ମାତା ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ଯେଉଁମାନେ ଚାକିରୀ ସନ୍ଧାନରେ ଅଛନ୍ତି ସେମାନଙ୍କୁ ଭଲ ଚାକିରୀ ଅବସର ପ୍ରାପ୍ତ ହେବ ଏବଂ ସମାଜରେ ମାନ ସମ୍ମାନ ମଧ୍ୟ ପ୍ରାପ୍ତ ହେବ । ମାତା ଲକ୍ଷ୍ମୀଙ୍କ କୃପାରୁ ବ୍ୟାପାର ବଢ଼ିବ ଏବଂ ଧନ ପ୍ରାପ୍ତିର ଅନ୍ୟାନ୍ୟ ସୁଯୋଗ ମଧ୍ୟ ମିଳିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *