Excuse Me Odisha

ଯାହା କହିବୁ ସତ କହିବୁ

ଫେବୃଆରୀ ୨୪ ରେ ୯୦ ବର୍ଷ ପରେ ଦେଖାଯିବ ମାଘ ପୂର୍ଣ୍ଣିମାର ଚାନ୍ଦ । ଚାରୋଟି ରାଶିଙ୍କର ଲାଗିବ ଲଟେରୀ ।

ସେୟାର୍ କରନ୍ତୁ

୨୦୨୪ ଫେବୃଆରୀ ୨୪ ରେ ମାଘ ପୂର୍ଣ୍ଣିମା ପଡ଼ିବାକୁ ଯାଉଛି ଯାହାର ଶାସ୍ତ୍ରରେ ଅନେକ ମହତ୍ତ୍ୱ ରହିଛି । ଏହାବ୍ୟତୀତ ଚାରୋଟି ରାଶିଙ୍କର ଲଟେରୀ ଲାଗିବାକୁ ଯାଉଛି ଏବଂ ସେମାନଙ୍କ ଭାଗ୍ୟ ମଧ୍ୟ ବଦଳିବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଏହି ଚାରୋଟି ରାଶିର ଜୀବନରୁ ସବୁ ଦୁଃଖ କଷ୍ଟ ସମସ୍ୟା ମଧ୍ୟ ଦୂର ହେବାକୁ ଯାଉଛି । ଚାରୋଟି ରାଶି ଏହି ଦିନ ଠାରୁ ମାଲମାଲ ହେବାକୁ ଯାଉଛନ୍ତି । ତେବେ ଚାଲନ୍ତୁ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ ଜାଣିବା । ଧାର୍ମିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହି ମାଘ ପୂର୍ଣ୍ଣିମାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନା ଯାଇଛି । ଏହିଦିନ ସ୍ନାନ ଦାନ ଏବଂ ଜପକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନା ଯାଇଛି ।

ମାଘ ସ୍ନାନ କରୁଥିବା ବ୍ୟକ୍ତିଙ୍କୁ ସୁଖ , ଭାଗ୍ୟ , ମୋକ୍ଷ ଏବଂ ସନ୍ତାନ ପ୍ରାପ୍ତି ହେବ । ମାଘ ନକ୍ଷତ୍ର ଆକାରରେ ମାଘ ପୂର୍ଣ୍ଣିମାର ଉତ୍ପତ୍ତି ହୋଇଥାଏ । ମାଘ ମାସରେ ଦେବତା ମାନେ ପୃଥିବୀକୁ ଆସି ମଣିଷ ରୂପ ଧାରଣ କରି ସ୍ନାନ ଦାନ ଏବଂ ଜପ କରନ୍ତି । ଏହିଦିନ ବିଧି ବିଧାନର ସହିତ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନା କରାଯାଇଥାଏ । ତାସହିତ ପିତୃଙ୍କୁ ଶ୍ରାଦ୍ଧ ଏବଂ ଗରିବ ଲୋକଙ୍କୁ ଦାନ ଧର୍ମ ମଧ୍ୟ କରାଯାଏ । ଏହିଦିନ ଗରିବ ବ୍ରାହ୍ମଣଙ୍କୁ ଦାନ , ଦକ୍ଷିଣା ଏବଂ ବିଶେଷ କରି କଳା ତିଳ ଦେଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ । ବର୍ତ୍ତମାନ ଚାଲନ୍ତୁ ସେହି ଚାରୋଟି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଜାଣିନେବା । ମାତା ଲକ୍ଷ୍ମୀଙ୍କ କୃପା ହେଲେ ଜୀବନର ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯିବ ।

୧ . ମେଷ ରାଶି:- ଏହି ରାଶିର ବ୍ୟକ୍ତିଙ୍କ ଜାତକରେ ମହା ଲକ୍ଷ୍ମୀ ଯୋଗ ସୃଷ୍ଟି ହେଉଛି । ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ କାରଣରୁ ଏହି ରାଶିର ବ୍ୟକ୍ତିଙ୍କ ଜୀବନ ଖୁବ ଭଲ ରହିବାକୁ ଯାଉଛି । କେହି ଜଣେ ବ୍ୟକ୍ତି ଆପଣଙ୍କ ଜୀବନ ବଦଳାଇ ଦେବ । ଆପଣଙ୍କ ଜୀବନରେ ସୁଖ ସୁବିଧାର ଆଉ କୌଣସି ଅଭାବ ରହିବ ନାହିଁ । ସବୁ ଦିଗରୁ ଆପଣଙ୍କୁ ଲାଭ ହିଁ ଲାଭ ମିଳିବ । ଏହି ରାଶିର ବ୍ୟକ୍ତିଙ୍କୁ ବ୍ୟାପାରରେ ଲାଭ ମିଳିବ । ଚାକିରୀ କରୁଥିବା ବ୍ୟକ୍ତିଙ୍କର ଇଚ୍ଛା ପୂରଣ ହେବ ଏବଂ ପ୍ରମୋଶନ ମିଳିବ । ଏମାନଙ୍କୁ ଧନ ପ୍ରାପ୍ତିର ଅନେକ ଅବସର ପ୍ରାପ୍ତ ହେବ । ସନ୍ତାନ ପ୍ରାପ୍ତି ପାଇଁ ଇଚ୍ଛୁକ ଲୋକଙ୍କୁ ସନ୍ତାନ ପ୍ରାପ୍ତିର ଯୋଗ ରହିଛି ।

୨ . ତୁଳା ରାଶି:- ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ରହିବ । ପୂର୍ବରୁ କରିଥିବା ପରଶ୍ରମର ଫଳ । ବ୍ୟବସାୟରେ ଯୋଗ୍ୟତାର ପ୍ରଦର୍ଶନ ଅନ୍ୟ ମାନେ ଦେଖିବେ । ମାତା ଲକ୍ଷ୍ମୀଙ୍କ କୃପାରୁ ଜୀବନରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ଚାକିରୀ ସନ୍ଧାନରେ ଥିବା ବ୍ୟକ୍ତିଙ୍କୁ ଭଲ ଚାକିରୀ ଅବସର ପ୍ରାପ୍ତ ହେବ ଏବଂ ସମାଜରେ ମାନ ସମ୍ମାନ ମଧ୍ୟ ପ୍ରାପ୍ତ ହେବ । ମାତା ଲକ୍ଷ୍ମୀଙ୍କ କୃପାରୁ ବ୍ୟାପାର ବଢ଼ିବ ଏବଂ ଧନ ପ୍ରାପ୍ତିର ଅନ୍ୟାନ୍ୟ ସୁଯୋଗ ମଧ୍ୟ ମିଳିବ । ଆପଣଙ୍କ ଜୀବନାରେ ଖୁସି ହିଁ ଖୁସି ଭରିଯିବ । ବ୍ୟାପାର ଅଧିକ ଉନ୍ନତି କରିବ । ଆପଣଙ୍କୁ ମିତ୍ରଙ୍କ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *