Excuse Me Odisha

ଯାହା କହିବୁ ସତ କହିବୁ

ଛାତିରେ ଅଧିକ ଚୁଟି ଥିବା ଲୋକ ହୋଇଥାନ୍ତି ଏହି ସ୍ୱଭାବର । ନିଶ୍ଚିତ ଭାବରେ ଜାଣି ରଖନ୍ତୁ କିଛି ଖାସ କଥା ।

ସେୟାର୍ କରନ୍ତୁ

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ପୁରୁଷଙ୍କ ଛାତିରେ ଚୁଟି ଥିଲେ କଣ ହୁଏ ଏବଂ ମହିଳାଙ୍କର କେଉଁ ଅଙ୍ଗରେ ଚୁଟି ରହିଲେ କଣ ହୁଏ । ସମୁଦ୍ର ଶାସ୍ତ୍ର ଅନୁଯାୟୀ ମହିଳା ଏବଂ ପୁରୁଷଙ୍କ ସ୍ୱାଭାବକୁ ଜାଣିବା ପାଇଁ ଅନେକ କିଛି କଥା କୁହାଯାଇଛି । ପୁରୁଷଙ୍କ ଛାତିକୁ ଦେଖିଲେ ସେମାନଙ୍କ ଭିତରେ ଲୁଚି ରହିଥିବା କଥାକୁ ମଧ୍ୟ ଜାଣିହୁଏ । ଆମେ ଆଜିକାର ଲେଖାରେ ଆପଣଙ୍କୁ ଏହି ବିଷୟରେ ଜଣାଇବୁ । ଯେଉଁ ପୁରୁଷଙ୍କ ଛାତି ସାମନ୍ତର ହୋଇଥାଏ ସେମାନେ ଖୁବ ଧନୀ ହୋଇଥାନ୍ତି । ସେମାନେ ସ୍ଵଭାବରେ ସାମାଜିକ ନହୋଇ ବ୍ୟବହାରିକ ହୋଇଥାନ୍ତି । ସେମାନଙ୍କ ପାଖରେ ମୌଳିକତାର ଅଭାବ ରହିଥାଏ । ନିଜ ପରିବାର ଠାରୁ ସେମାନେ ନିଜ କାମକୁ ଅଧିକ ଧ୍ୟାନ ଦେଇଥାନ୍ତି । ଯେଉଁ କାରଣରୁ ସେମାନଙ୍କର ନିଜ ସ୍ତ୍ରୀ ସହିତ ଝଗଡ଼ା ମଧ୍ୟ ହୋଇଥାଏ ।

କିନ୍ତୁ ନିଜ ପରିବାରକୁ ସବୁ ପ୍ରକାରର ସୁଖ ସୁବିଧା ଦେବାକୁ ସେମାନେ ପୁରା ଚେଷ୍ଟା କରିଥାନ୍ତି । ଯେଉଁ ପୁରୁଷଙ୍କ ଛାତି ଫୁଲି ଉଠିଥାଏ ସେହି ପୁରୁଷ ସୁଖ ଶାନ୍ତିରେ ରହିଥାନ୍ତି । ସେମାନେ ସାହସୀ ଏବଂ ପରାକ୍ରମୀ ସହିତ ବୁଝିବା ସ୍ଵଭାବର ହୋଇଥାନ୍ତି । ଶାସ୍ତ୍ର ଅନୁଯାୟୀ ଏଭଳି ପୁରୁଷ ଅତ୍ୟନ୍ତ ଭାବୁକ ହୋଇଥାନ୍ତି କିନ୍ତୁ ନିଜ ଭାବନାକୁ ଏମାନେ କାହା ଆଗରେ ପ୍ରକଟ କରି ନଥାନ୍ତି । ଏମାନଙ୍କ ଜୀବନସାଥୀ ଏମାନଙ୍କୁ ଖୁବ ପ୍ରେମ କରିଥାନ୍ତି. କିନ୍ତୁ ଛୋଟ ଛୋଟ କଥାରେ ଏମାନେ ରାଗି ଯାଆନ୍ତି । ପୁରୁଷଙ୍କ ଛାତିରେ ଚୁଟି ରହିବା ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଅତ୍ୟନ୍ତ ଶୁଭ ମାନାଯାଏ । ଏମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଖୁବ କମ ପରିଶ୍ରମରେ ସୁଖର ଲାଭ କରିଥାନ୍ତି । ଏମାନଙ୍କର ଗୋଟିଏ ଅତ୍ୟନ୍ତ ଭଲ ଗୁଣ ହେଉଛି ଏମାନେ ଖୁବ ଦୟାଳୁ ସ୍ଵଭାବର ହୋଇଥାନ୍ତି ।

ସାମୁଦ୍ରିକ ଶାସ୍ତ୍ର ଅନୁଯାଇ ଯେଉଁ ପୁରୁଷର ଛାତିରେ ଚୁଟି ନଥାଏ ସେମାନଙ୍କୁ ବିଶ୍ୱାସୀ ମାନା ଯାଏ ନାହିଁ । ସେମାନେ କେବେବି ଧୋକା ଦେଇ ପାରନ୍ତି । ଏଥିପାଇଁ ଲୋକେ ଏମାନଙ୍କୁ ବେଶୀ ପସନ୍ଦ କରନ୍ତି ନାହିଁ । ତେଣୁ ଲୋକେ ଏମାନଙ୍କୁ ବେଶୀ ପସନ୍ଦ କରନ୍ତି ନାହିଁ । ଶାସ୍ତ୍ର ଅନୁଯାୟୀ ଛାତି ଚଉଡ଼ା ଥିବା ପୁରୁଷ ଖୁବ ସାହସୀ ହୋଇଥାନ୍ତି । ନିଜ ଦମରେ ଏମାନେ ସଫଳତା ନିଜ ଜୀବନରେ ହାସଲ କରନ୍ତି । ଏମାନଙ୍କ ମଧ୍ୟରେ ପ୍ରବଳ ବୁଦ୍ଧି ରହିଥାଏ । ନିଜର ସଂଘର୍ଷ ଦ୍ୱାରା ଏମାନେ ସଫଳତା ହାସଲ କରନ୍ତି ଏବଂ ନିଜର ସଂଘର୍ଷ କାରଣରୁ କେବେ ଦୁଃଖ କରନ୍ତି ନାହିଁ । କଠୋର ସ୍ଵଭାବ ଥିବା ପୁଅ ଖୁବ ଖୁସିରେ ଜୀବନ ବିତାନ୍ତି । କିନ୍ତୁ ଏମାନେ ନିଜ ଆଗରେ ଅନ୍ୟକୁ ତୁଚ୍ଛ ମାନିଥାନ୍ତି । କିନ୍ତୁ ଏମାନଙ୍କ ପାଖରେ କେବେ ଟଙ୍କାର ଅଭାବ ହୋଇ ନଥାଏ । ଏମାନେ ନିଜ ଜୀବନସାଥୀଙ୍କୁ କିଛିବି ଭାବି ନଥାନ୍ତି ।

କିଛି ଅବଗୁଣ କାରଣରୁ ଲୋକେ ଏମାନଙ୍କୁ ପସନ୍ଦ କରନ୍ତି ନାହିଁ । ସମୁଦ୍ର ଶାସ୍ତ୍ରରେ ଉଚ୍ଚ ଛାତି ଥିବା ଲୋକଙ୍କୁ ଖୁବ ଦୁର୍ଭାଗ୍ୟ ଥିବା ପୁରୁଷ ମାନାଯାଏ । ଏମାନେ ରୋଗୀ ହୋଇଥାନ୍ତି ଏବଂ ଏମାନଙ୍କୁ ଜୀବନରେ ସଂଘର୍ଷ କରିବାକୁ ପଡ଼ିଥାଏ । କୋୖଣସି ଜିନିଷକୁ ଏମାନେ ସହଜରେ ପ୍ରାପ୍ତ କରି ପାରନ୍ତି ନାହିଁ । ଏଭଳି ପୁରୁଷଙ୍କ ଆର୍ଥିକ ସ୍ଥିତି ମଧ୍ୟ ଠିକ ରହି ନଥାଏ । ତେଣୁ ଏହାକୁ ଶୁଭ ମାନା ଯାଇ ନଥାଏ ।

ମହିଳାଙ୍କର କିଛି ଅଙ୍ଗରେ ଚୁଟି ଥିଲେ ଶୁଭ ହୋଇଥାଏ । ଯେଉଁ ଘରେ ନକାରାତ୍ମକତା ଥାଏ ସେହି ଘରେ ଧନ ସମ୍ପତ୍ତି ଖୁସି ଅଧିକ ଦିନ ପର୍ଯ୍ୟନ୍ତ ରହି ନଥାଏ । ସେମାନେ ଯେଉଁ କାମରେ ହାତ ଦିଅନ୍ତି ତାହା ବିଗିଡ଼ି ଯାଇଥାଏ । ତେବେ ଜୀବନ କେମିତି ଚାଲିଛି କିମ୍ବା ଚାଲିବ ତାହା ହାତର ରେଖା ଦେଖି ମଧ୍ୟ ଜାଣି ହେବ । ଜ୍ୟୋତିଷ ଶାସ୍ତ୍ରରେ ଏହି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ଆଜି ଆମେ ସେହି ସଂକେତ ବିଷୟରେ ଅବଗତ କରାଇବୁ । ଶାସ୍ତ୍ର ଅନୁଯାୟୀ ଯେଉଁ ମହିଳାଙ୍କ କେଶ ଘନ ଏବଂ ଲମ୍ବା ହୋଇଥାଏ ସେମାନଙ୍କୁ ସଫଳତା ବହୁତ ଜଲଦି ପ୍ରାପ୍ତ ହୋଇଥାଏ । ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁମାନେ ଏଭଳି ମହିଳାଙ୍କୁ ବିବାହ କରନ୍ତି ସେମାନଙ୍କୁ ଅନେକ ଖୁସି ପ୍ରାପ୍ତ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *