Excuse Me Odisha

ଯାହା କହିବୁ ସତ କହିବୁ

ଫେବୃଆରୀ ୨୦ ମଙ୍ଗଳବାର ଭୌମୀ ଏକାଦଶୀ । ଚୁପ ଚାପ ଏହି ସ୍ଥାନରେ ରଖି ଦିଅନ୍ତୁ ଲୁଣ । ଘରକୁ ମାଡ଼ି ଆସିବ ଧନ ।

ସେୟାର୍ କରନ୍ତୁ

ମଙ୍ଗଳବାର ଦିନ ହେଉଛି ଭୌମୀ ଏକାଦଶୀ । ଏକାଦଶୀ ବ୍ରତ ଗଙ୍ଗା ଜଳ ଭଳି ପବିତ୍ର ହୋଇଥାଏ । ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏହି ଏକାଶୀ ବ୍ରତ ଅତ୍ୟନ୍ତ ଶୁଭ ହୋଇଥାଏ । ପୁଣି ବର୍ଷର ପ୍ରଥମରେ ପଡ଼ିବାକୁ ଯାଉଥିବା ଏକାଦଶୀକୁ ଭୌମୀ ଏକାଦଶୀ କୁହାଯାଏ । ଫେବୃଆରୀ ୨୦ ରେ ଭୌମୀ ଏକାଦଶୀ ସହିତ ଅନେକ ଦୁର୍ଲଭ ସଂଯୋଗ ମଧ୍ୟ ପଡ଼ିବାକୁ ଯାଉଛି । ଭଗବାନ ବିଷ୍ଣୁଙ୍କ ଅନୁଯାୟୀ ଭୌମୀ ଏକାଦଶୀର ଏକ ବିଶେଷ ମହତ୍ତ୍ୱ ରହିଛି ତେଣୁ ଏହିଦିନ କିଛି ସ୍ଥାନରେ ଲୁଣ ରଖିଦେଲେ ଅନେକ ଫାଇଦା ମିଳିଥାଏ । ଏହାଦ୍ଵାରା ଦୁର୍ଭାଗ୍ୟ ଦୂର , ପିତୃ ଦୋଷ ଦୂର ହେବ ଏବଂ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବ ।

ସର୍ବପ୍ରଥମେ ଆପଣମାନେ ଏହା ଜାଣି ରଖିବା ଉଚିତ ଯେ ଲୁଣ ମନୁଷ୍ୟ ପାଇଁ କେତେ ଉପଯୋଗୀ । ଏହା ଖାଦ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତାସହିତ ଏହା ମନୁଷ୍ୟର ଶରୀର ପାଇଁ ମଧ୍ୟ ଜରୁରୀ ଅଟେ । ଖାଲି ସେତିକି ନୁହେଁ ଏହାକୁ କିଛି ସ୍ଥାନରେ ରଖିଲେ ଏହା ଆପଣଙ୍କୁ ଧନୀ ମଧ୍ୟ ବନାଇ ପାରିବ । ସେହି ଉପାୟକୁ କରିବା ପାଇଁ ୧୦୦ ଗ୍ରାମ ମୁଗଡାଲି , ୫୦ ଗ୍ରାମ ଚାଉଳ , ୫୦ ଗ୍ରାମ ନାଲି ଲଙ୍କା , ଏକ ପ୍ୟାକେଟ ଲୁଣ , ୧୦୦ ଗ୍ରାମ ସୋରିଷ ତେଲ ଏବଂ ଗୋଟିଏ ପାଣି ବୋତଲ ଏହିସବୁ ଜିନିଷ ଆଣି କୌଣସି ମହିଳା କିମ୍ବା ପୁରୁଷଙ୍କୁ ଦାନ କରି ଦିଅନ୍ତୁ । ଆପଣଙ୍କର ଭାଗ୍ୟ ଉଦୟ ହୋଇଯିବ । ଏହି ଉପାୟ ଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂର ହେବା ସହିତ ମାତା ଲକ୍ଷ୍ମୀଙ୍କ ସମେତ ଅନ୍ୟ ଦେବଦେବୀଙ୍କ କୃପା ମଧ୍ୟ ପ୍ରାପ୍ତ ହେବ ।

ତେବେ ଏହି ଉପାୟକୁ କାହାକୁ ନକହି ଚୁପଚାପ କରି ଦିଅନ୍ତୁ । ଏହି ଉପାୟ କଲେ ଆପଣଙ୍କୁ କରଜରୁ ମଧ୍ୟ ମୁକ୍ତି ମିଳିଯିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣକୁ ଚଦ୍ର ଏବଂ ଶୁକ୍ର ଗ୍ରହର ପ୍ରତିନିଧି ମାନା ଯାଇଥାଏ । ତେଣୁ ଏହାକୁ କେବେ ଷ୍ଟିଲ କିମ୍ବା ପ୍ଲାଷ୍ଟିକ କିମ୍ବା କୌଣସି ଧାତୁ ପାତ୍ରରେ ରଖନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କ ଜୀବନରେ ସମସ୍ୟା ଆସିପାରେ ଏବଂ ଏହା ଆପଣଙ୍କ ପାଇଁ ଘାତକ ମଧ୍ୟ ହୋଇପାରେ । ଲୁଣକୁ ସର୍ବଦା କାଚ ପାତ୍ରରେ ରଖନ୍ତୁ । ଲୁଣକୁ ଲୁହା କିମ୍ବା ପ୍ଲାଷ୍ଟିକ ପାତ୍ରରେ ରଖିଲେ ତାକୁ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିଥାଏ । ଏହାଦ୍ବାରା ଚନ୍ଦ୍ର ଏବଂ ଶନି କ୍ରୋଧିତ ହୋଇ ଯାଆନ୍ତି । ଲୁଣ ତଳେ ପଡ଼ିବା ଆଦୋୖ ଭଲ ହୋଇନଥାଏ । ଏହି ନିୟମ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ରହିଛି ।

କାହାଠାରୁ ଧାରରେ ଲୁଣ ଆଣି ସେବନ କରନ୍ତୁ ନାହିଁ । ସର୍ବଦା ଟଙ୍କା ଦେଇ ଦିନ ଲୁଣ କିଣନ୍ତୁ ଏବଂ ସେବନ କରନ୍ତୁ । ଶାସ୍ତ୍ର ଅନୁଯାୟୀ ସନ୍ଧ୍ୟା ସମୟରେ କେବେବି କାହାଠାରୁ ଲୁଣ ନେବା ଉଚିତ ନୁହେଁ । ନଚେତ ସେହି ଲୁଣ ସହିତ ଆପଣଙ୍କ ଘରର ସୁଖ ସମୃଦ୍ଧି ମଧ୍ୟ ଚାଲିଯିବ । ଲୁଣ ମିଶ୍ରିତ ପାଣିରେ ଘରେ ପୋଛା ଲଗାଇଲେ ଘରେ ଯେଉଁ ସବୁ ନକରାତ୍ମକ ଶକ୍ତି ଥିବ ତାହା ମଧ୍ୟ ଦୂର ହୋଇଯିବ । ସପ୍ତାହରେ ୨ରୁ ତିନି ଥର ପାଣିରେ ଲୁଣ ମିଶାଇ ପୋଛା ମାରନ୍ତୁ । କିନ୍ତୁ ଭୁଲରେବି ଦ୍ୱିପ୍ରହର ସମୟରେ ଏହି କାମ କରନ୍ତୁ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *