Excuse Me Odisha

ଯାହା କହିବୁ ସତ କହିବୁ

ପୋଷାକ ଖୋଲି ସ୍ନାନ କରୁଥିବା ମହିଳା ନିଶ୍ଚୟ ଦେଖି ନିଅନ୍ତୁ ଏହି ଭିଡ଼ିଓ । ଏହି କାମ କରି ନିଅନ୍ତୁ , ପୁରା ଘର ଭରିଯିବ ଧନ ସମ୍ପତ୍ତିରେ ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ କିଛି ଖାସ ଉପାୟ ବିଷୟରେ କହିବୁ ଯାହାକୁ ଯଦି ମହିଳା ମାନେ ଗାଧୋଇବା ସମୟରେ ମାନି ନିଅନ୍ତି ତେବେ ଜୀବନରେ କେବେ କୌଣସି ଜିନିଷର ଅଭାବ ରହିବ ନାହିଁ । ଥରେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କ ସହିତ ହରୀଦ୍ୱାରରେ ବୁଲୁଥିଲେ । ସେତେବେଳେ ମାତା ଲକ୍ଷ୍ମୀ ଦେଖିଲେ ଯେ ସବୁ ଲୋକ ଗଙ୍ଗାରେ ଗାଧୋଇବା ପରେ ହର ହର ଗଙ୍ଗେ କହୁଛନ୍ତି । କିନ୍ତୁ ସମସ୍ତେ ଦୁଃଖୀ ଏବଂ ଚିନ୍ତିତ ଥିଲେ । ଏହା ଦେଖି ଭଗବାନ ବିଷ୍ଣୁଙ୍କୁ ପଚାରିଲେ ଯେ ଗଙ୍ଗାରେ ଏତେଥର ଗାଧୋଇବା ପରେ ପାପର ନାଶ କାହିଁକି ହୋଇ ନାହିଁ । କିନ୍ତୁ ଭଗବାନ ବିଷ୍ଣୁ କହନ୍ତି ଯେ ସେମାନେ ପାପ ନାଶକ ଗଙ୍ଗାରେ ସ୍ନାନ କରିହିଁ ନାହାଁନ୍ତି ।

ଏହା ପରେ ଆଗାମୀ ଦିନ ପ୍ରବଳ ବର୍ଷା ହେବାପରେ ନଦୀ କୂଳରେ ଖୁବ ପାଣି ଜମି ଯାଇଥାଏ ଏବଂ ଅପର ପାର୍ଶ୍ଵରେ ଏକ ବଡ଼ ଘାଇ ଥିଲା । ଭଗବାନ ବିଷ୍ଣୁ ବୃଦ୍ଧ ରୂପ ଧାରଣ କରି ଘାଇରେ ପଡ଼ିଗଲେ ଏବଂ ମାତା ଲକ୍ଷ୍ମୀ ପାଖରେ ବସି ନିଜ ସ୍ୱାମୀଙ୍କୁ ବଞ୍ଚାଇବାକୁ ଚିତ୍କାର କରିବାରେ ଲାଗିଲେ । ଭଗବାନ ବିଷ୍ଣୁ କହିଲେ ଯେ ଯଦିବି କେହି ତାଙ୍କୁ ବଞ୍ଚାଇବାକୁ ଆସିବେ ତାଙ୍କୁ ଏତିକି କହିବେ ଯେ ଯିଏ ପାପ ହୀନ ସେ ହିଁ କେବଳ ତାଙ୍କ ସ୍ୱାମୀଙ୍କୁ ସ୍ପର୍ଶ କରି ପାରିବେ । ଏହା କହି ମାତା ଲକ୍ଷ୍ମୀ କୂଳରେ ବସି କାନ୍ଦି କାନ୍ଦି ଚିତ୍କାର କରି ସାହାଯ୍ୟ ମାଗିଲେ । ଗଙ୍ଗାରୁ ବୁଡ଼ି ଆସୁଥିବା ଅନେକ ଲୋକ ଲକ୍ଷ୍ମୀଙ୍କୁ ଦେଖି ମନରେ ହିଁ ପାପ ସୃଷ୍ଟି ହେଲା । କେହି କେହି ସ୍ୱାର୍ଥପର ହୋଇ ସାହାଯ୍ୟ କରିବେନି ମନା କଲେ , କେହି ବୃଦ୍ଧ କହି ଲକ୍ଷ୍ମୀଙ୍କୁ କାନ୍ଦିବାକୁ ମନା କଲେ , ଆଉ ଯେଉଁମାନେ ଟିକିଏ ଦୟାଳୁ ଥିଲେ ସେମାନେ ଲକ୍ଷ୍ମୀଙ୍କ ସର୍ତ୍ତ ଶୁଣି ଅଟକି ଗଲେ ।

ସନ୍ଧ୍ୟା ସମୟ ହୋଇ ଆସୁଥାଏ । ସେହି ସମୟରେ ଜଣେ ଗଙ୍ଗା ସ୍ନାନ କରି ଯାଉଥିବା ସମୟରେ ଲକ୍ଷ୍ମୀଙ୍କୁ କାନ୍ଦୁ ଥିବାର ଦେଖି ବୃଦ୍ଧଙ୍କୁ ଉଠାଇବାକୁ ଗଲେ । ମାତା ଲକ୍ଷ୍ମୀ ସେହି କଥା କହିବାରୁ ସେ ଦୃଢ଼ ନିଶ୍ଚିତ ହୋଇ କହିଲେ ଯେ ସେ ଗଙ୍ଗାରୁ ସ୍ନାନ କରିଛନ୍ତି ମାନେ ତାଙ୍କର ପାପ ନଷ୍ଟ ହୋଇ ଯାଇଛି । ତେଣୁ ସେ ବୃଦ୍ଧଙ୍କୁ ଉଦ୍ଧାର ମଧ୍ୟ କଲେ । ଏହା ଦେଖି ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଖୁସି ହୋଇ ଅସଲ ଅବତାରରେ ଦର୍ଶନ ଦେଲେ । ଭଗବାନ ବିଷ୍ଣୁ କହିଲେ ଯେ ଯେଉଁ ବ୍ୟକ୍ତି ବିଶ୍ୱାସ ଭରସା ଏବଂ ସତ ମନ ନେଇ ଗଙ୍ଗା ସ୍ନାନ କରିଥାଏ ତାହା ବାସ୍ତବ ଗଙ୍ଗା ସ୍ନାନ ହୋଇଥାଏ ଏବଂ ସେଥିରେ ସବୁ ପାପ ନଷ୍ଟ ହୋଇଥାଏ ।

ଏହାପରେ ଭଗବାନ ବିଷ୍ଣୁ ସ୍ନାନ ସମୟରେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବାକୁ କହିଛନ୍ତି । ସକାଳୁ ସ୍ନାନ ଶୀଘ୍ର କରିବା ପରେ ହିଁ ଠାକୁର ପୂଜା କରିବା ଉଚିତ । ଶାସ୍ତ୍ର ଅନୁଯାୟୀ ସକାଳୁ ସ୍ନାନ କଲେ ସବୁ ରୋଗ ଦୂର ହୋଇଥାଏ । ସକାଳୁ ସ୍ନାନ କରୁଥିବା ବ୍ୟକ୍ତିଙ୍କ ପାଖରେ କୌଣସି ନକରାତ୍ମକ ଶକ୍ତି ଆସି ନଥାଏ । ଅସୁସ୍ଥ ଥିବା ସମୟରେ ମୁଣ୍ଡ ତଳୁ ହିଁ ସ୍ନାନ କରିବା ଉଚିତ । ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରିନେବା ଉତ୍ତମ ହୋଇଥାଏ । ଯେଉଁ ଘାଟରେ ଲୁଗା ସଫା କରାଯାଏ ସେହି ଘାଟର ପାଣି ଅପରିଷ୍କାର ହୋଇଥାଏ । ସେହି ପାଣିରେ ସ୍ନାନ କରିବା ଉଚିତ । ପବିତ୍ର ନଦୀରେ ଲୁଗା ସଫା କରିବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *