Excuse Me Odisha

ଯାହା କହିବୁ ସତ କହିବୁ

ଫେବୃଆରୀ ୧୪ ବସନ୍ତ ପଞ୍ଚମୀରେ କୋଟିପତି ହେବେ ଏହି ଛଅଟି ରାଶି । କେହିବି ପାରିବେନି ଅଟକାଇ । ଜାଣି ନିଅନ୍ତୁ ଆପଣଙ୍କ ରାଶି ଅଛିକି ?

ସେୟାର୍ କରନ୍ତୁ

୨୦୨୪ ଫେବୃଆରୀ ୧୪ ରେ ବସନ୍ତ ପଞ୍ଚମୀ ଦିନ ଅନେକ ଦୁର୍ଲଭ ସଂଯୋଗ ଯେମିତିକି ମହାଲକ୍ଷ୍ମୀ ଯୋଗ , ଅମୃତସିଦ୍ଧି ଯୋଗ , ସର୍ବନ୍ତ ସିଦ୍ଧି ଯୋଗ ୧୨ ଗୋଟି ରାଶି ମଧ୍ୟରୁ ଛଅଟି ରାଶି ଉପରେ ଶୁଭ ପ୍ରଭାବ ପକାଇବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ କୃପାରୁ ଏହି ଛଅଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି । ଆଜିକାର ଲେଖାରେ ଆମେ ସେହି ଛଅଟି ଭାଗ୍ୟବାନ ରାଶି ମାନଙ୍କ ବିଷୟରେ କହିବୁ ।

୧ . ମେଷ ରାଶି:- ବସନ୍ତ ପଞ୍ଚମୀ ଦିନ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ଦୃଷ୍ଟି ଏହି ରାଶିର ବ୍ୟକ୍ତିଙ୍କ ଉପରେ ବଜାୟ ରହିବ । ଯେଉଁ କାରଣରୁ ଅପାର ଧନଲାଭ ହେବ । ବ୍ୟାପାର କରୁଥିବା ବ୍ୟକ୍ତିଙ୍କର ବ୍ୟାପାରରେ ଅପାର ଧନ ପ୍ରାପ୍ତି ହେବ । ଆପଣଙ୍କର ପଦୋନ୍ନତି ହେବ ଏବଂ ସବୁ କ୍ଷେତ୍ରରେ ସଫଳତା ମିଳିବ । ବେତନ ସହିତ ସମ୍ବନ୍ଧିତ କୌଣସି ଖୁସି ଖବର ଆପଣଙ୍କୁ ପ୍ରାପ୍ତ ହୋଇପାରେ । ଆୟରେ ବୃଦ୍ଧି ହେବ ଏବଂ ବିଦେଶରେ ଚାକିରୀ କରିବାର ସ୍ୱପ୍ନ ପୂରଣ ହେବ ।

୨ . ତୁଳା ରାଶି:- ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀ କୃପା ବର୍ଷା କରିବାକୁ ଯାଉଛନ୍ତି । ଦିନଟି ଆପଣଙ୍କ ପାଇଁ ଭଲ ରହିବ ଏବଂ ମାନ ସମ୍ମାନ ଏବଂ ପ୍ରତିଷ୍ଠା ପ୍ରାପ୍ତ ହେବ । ସମସ୍ତ କାର୍ଯ୍ୟ ପୂରଣ ହେବ , ଆୟର ସଂସାଧନ ବଢ଼ିବ । ଆକସ୍ମିକ ଧନ ଲାଭର ଯୋଗ ରହିଛି । ପରିବାରରେ ଖୁସିର ବାତାବରଣ ରହିବ । ସାମାଜିକ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । ବ୍ୟାପାର କରୁଥିଲେ କୌଣସି ବଡ଼ ଡିଲ ହେବାର ସମ୍ଭାବନା ରହିଛି । ଯେଉଁ କାରଣରୁ ଆପଣଙ୍କ ପରିବାର ସମେତ ଆପଣଙ୍କ ମନ ମଧ୍ୟ ପ୍ରସନ୍ନ ରହିବ ।

୩ . କୁମ୍ଭ ରାଶି:- ଏହି ରାଶିର ବ୍ୟକ୍ତିଙ୍କୁ ବସନ୍ତ ପଞ୍ଚମୀ ଦିନ ଅତ୍ୟନ୍ତ ଶୁଭ ସନ୍ଦେଶ ମିଳିବାକୁ ଯାଉଛି । ଆପଣଙ୍କ ଦ୍ୱାରା କରାଯାଇଥିବା ପରିଶ୍ରମର ବଡ଼ ଫଳ ଆପଣଙ୍କୁ ପ୍ରାପ୍ତ ହେବ । ଅଟକି ରହିଥିବା କାର୍ଯ୍ୟ ଆରମ୍ଭ ହେବ ଏବଂ ସଫଳତା ପୂର୍ବକ ଶେଷ ମଧ୍ୟ ହେବ । ପରିବାରରେ ଖୁସିର ବାତାବରଣ ରହିବ ଏବଂ ଘରେ ଜୀବନସାଥୀଙ୍କର ଭଲ ସହାୟତା ପ୍ରାପ୍ତ ହେବ । ଏହି ସମୟରେ କୌଣସି ସ୍ଥାନରେ ଅଟକି ରହିଥିବା ଧନ ଆପଣଙ୍କୁ ପ୍ରାପ୍ତ ହେବ ।

୪ . ସିଂହ ରାଶି:- ବସନ୍ତ ପଞ୍ଚମୀ ଦିନ ମାତା ଲକ୍ଷ୍ମୀ ଏହି ରାଶିର ବ୍ୟକ୍ତିଙ୍କ ଉପରେ ବିଶେଷ କୃପା ବର୍ଷା କରିବାକୁ ଯାଉଛନ୍ତି । ଧନ ପ୍ରାପ୍ତିର ଯୋଗ ସହିତ ଦାମ୍ପତ୍ୟ ଜୀବନ ମଧ୍ୟ ଭଲ ରହିବାକୁ ଯାଉଛି । ବ୍ୟାପାରରେ ସୁଧାର ସହିତ ଆକସ୍ମିକ ଧନ ଲାଭର ଯୋଗ ରହିଛି । ଏହିଦିନ ଗୃହସ୍ତ ଜୀବନ ଭଲ ରହିବାକୁ ଯାଉଛି । ବସନ୍ତ ପଞ୍ଚମୀ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭପ୍ରଦ ପ୍ରମାଣିତ ହେବ । ଆପଣ ଘର କିମ୍ବା ଦୋକାନ ମଧ୍ୟ କିଣି ପାରନ୍ତି ।

୫ . କନ୍ୟା ରାଶି:- ଏମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଭାଇ ମାନଙ୍କ ସହଯୋଗ ମିଳିବ କିନ୍ତୁ ଅଧିକ ପରିଶ୍ରମର ଆବଶ୍ୟକତା ରହିଛି । ଘର ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ । ଚାକିରୀରେ ପରିବର୍ତ୍ତନ ସହିତ ଅନ୍ୟ ସ୍ଥାନକୁ ଯିବାର ପଡ଼ିପାରେ । ଆୟତ୍ତ ଏବଂ ନିର୍ଯାତ କ୍ଷେତ୍ରରେ ଲାଭ ମିଳିପାରେ । ଚାକିରୀରେ ବରିଷ୍ଠଙ୍କ ସହଯୋଗ ମିଳିବ । ଏହି ମାସରେ ଆପଣ କିଛି ଭଲ ଖବର ପାଇ ପାରନ୍ତି । ବିବାହ ପାଇଁ ଇଚ୍ଛା କରୁଥିବା ବ୍ୟକ୍ତିଙ୍କର ବିବାହ ଯୋଗ ଠିକ ହେବ ।

୬ . ମିଥୁନ ରାଶି:- ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ରହିବ । ଆଗାମୀ ସମୟରେ ଆପଣଙ୍କୁ ଚାକିରୀରେ ପଦୋନ୍ନତି ମିଳିବ । ବ୍ୟାପାରରେ ହଠାତ ଲାଭ ମିଳିବ ଏବଂ ଆର୍ଥିକ ସ୍ଥିତି ମଜବୁତ ହେବ । ସବୁ ଅଧା ରହିଥିବା ଆର୍ଥିକ କାମ ପୂରଣ ହେବ । ପରିବାରରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ । ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ସବୁ କାର୍ଯ୍ୟ ପୂରଣ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *