Excuse Me Odisha

ଯାହା କହିବୁ ସତ କହିବୁ

ଫେବୃୟାରୀ ୧୪ ବସନ୍ତ ପଞ୍ଚମୀ ଦିନ ଗୋମତାଙ୍କୁ ଖୁଆଇ ଦିଅନ୍ତୁ ଏହି ଏହି ଗୋଟିଏ ଗୁପ୍ତ ଜିନିଷ । ସବୁ ଦୁଃଖ ହୋଇଯିବ ଦୂର ।

ସେୟାର୍ କରନ୍ତୁ

ଏଥର ବସନ୍ତ ପଞ୍ଚମୀରେ ଗାଈକୁ ଏକ ବିଶେଷ ଜିନିଷ ଖୁଆଇ ଦେଲେ ଜୀବନସାରା ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ଦୁଃଖ ଯନ୍ତ୍ରଣା ଏବଂ କୌଣସି ସମସ୍ୟା ଆସିବ ନାହିଁ । ବସନ୍ତ ପଞ୍ଚମୀ ପ୍ରତ୍ୟେକ ବର୍ଷ ଖୁବ ଧୂମଧାମରେ ପାଳିତ ହୋଇଥାଏ ଏବଂ ଏହି ଦିନଟି ମାତା ସରସ୍ୱତୀଙ୍କ ପାଇଁ ଅତ୍ୟନ୍ତ ଖାସ ହୋଇଥାଏ । ଏହି ପର୍ବ ମାଘ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳିତ ହୋଇଥାଏ । ଚଳିତ ବର୍ଷ ବସନ୍ତ ପଞ୍ଚମୀ ଫେବୃଆରୀ ୧୪ ବୁଧବାର ଦିନ ପାଳିତ ହେବ । ତେଣୁ ଏହି ଦିନ ଗାଈକୁ କେଉଁ ଜିନିଷ ଖୁଆଇଲେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂରେଇ ଯିବ , ସେହି ବିଷୟରେ କହିବୁ । ଥରେ ଦ୍ୱାରକାକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖା କରିବାକୁ ତାଙ୍କର ଜଣେ ସଖା ଆସିଥିଲେ ।

ସେ ଦୂର ମଧ୍ୟଦେଶରେ ରହୁଥିଲେ ଯିଏକି ଖୁବ ଦୁଃଖୀ ଏବଂ ଦରିଦ୍ର ଥିଲା । ନିଜର ଦୁଃଖ ଜୀବନ ବିଷୟରେ ସେହି ଦୁଃଖୀ ସଖା କୃଷ୍ଣଙ୍କୁ ଜଣାଇ ଦାରିଦ୍ର୍ୟତା ଦୂର କରିବାର ଉପାୟ ବିଷୟରେ ପଚାରିଲେ । ଏହା ଶୁଣି ଶ୍ରୀକୃଷ୍ଣ ନିଜ ସଖାର ଦୁର୍ଦଶା ଏବଂ ତାହାର କାରଣ ବିଷୟରେ ଜାଣିଛନ୍ତି ବୋଲି କହିଲେ । ବାସ୍ତବରେ ତାଙ୍କ ସଖା ଲୋଭୀ କିମ୍ବା ଧନ ପ୍ରାପ୍ତ କରିବାକୁ ଏଭଳି କହି ନଥିଲେ ସେ କେବଳ ଦାରିଦ୍ର୍ୟତା ଦୂର କରିବାର ଉପାୟ ବିଷୟରେ ପଚାରି ଥିଲେ । ଯଦି ଶ୍ରୀକୃଷ୍ଣ ତାଙ୍କ ଧନ ସମ୍ପତ୍ତି ଦିଅନ୍ତି ତେବେ ତାଙ୍କ ସଖା ତାହା ମଧ୍ୟ ଗ୍ରହଣ କରିବେ ନାହିଁ ବୋଲି ସେ ଭଲ ଭାବରେ ଜାଣିଥିଲେ । ତାଙ୍କ ସଖା ଭଗବାନ ଶ୍ରୀକୃଷ୍ଣଙ୍କ କୃପା ସବୁବେଳେ ତାଙ୍କ ଘର ଉପରେ ରଖନ୍ତୁ ବୋଲି ପ୍ରାର୍ଥନା କଲେ ।

ତାପରେ ଭଗବାନ ଶ୍ରୀକୃଷ୍ଣ ଦାରିଦ୍ର୍ୟତା ଦୂର କରିବାର ଉପାୟ ବିଷୟରେ ବିଷୟରେ କହି ଏକ କାହାଣୀ ଶୁଣାଇଲେ । କଥା ଅନୁଯାୟୀ ପୂର୍ବ କାଳରେ ମଧ୍ୟ ଦେଶରେ ପୁଷ୍ପରାଜ ନାମକ ଯାଏ ଅତ୍ୟନ୍ତ ଧନୀ ସେଠ ରହୁଥିଲେ । ତାଙ୍କ ସ୍ତ୍ରୀ ଲୀଳାବତୀ ଖୁବ ସୁନ୍ଦର ଥିଲେ ଏବଂ ତାଙ୍କର ପାଞ୍ଚ ପୁତ୍ର ମଧ୍ୟ ଥିଲେ । ପାଞ୍ଚ ଜଣ ପୁଅ ତାଙ୍କୁ କାମରେ ସାହାଯ୍ୟ କରୁଥିଲେ କିନ୍ତୁ ସେଠ ଖୁବ ଲୋଭୀ ଥିଲା ଏବଂ ଲୋକଙ୍କୁ ଠକି ଟଙ୍କା ରୋଜଗାର କରୁଥିଲେ । କିନ୍ତୁ ଏତେ ଧନ ରହିବା ସତ୍ତ୍ୱେବି ଚାରି ଭାଗରୁ ଏକ ଭାଗ ଦାନ କରୁ ନଥିବାରୁ ସେ ପୁଣ୍ୟ ଅର୍ଜନ କରି ପାରୁ ନଥିଲେ ।

ଥରେ ସେଠ ର ଶରୀର ଅସୁସ୍ଥ ହେଲା ଏବଂ କାମ ନକରି ପାରିବାରୁ ଘରର ପରିସ୍ଥିତି ଖରାପ ହେଲା ଏବଂ ପୁଅ ମାନେ ବିଲରେ କାମ କରିବାରେ ଲାଗିଲେ । ଥରେ ଭଗବାନ ଶ୍ରୀକୃଷ୍ଣ ଜଣେ ସାଧୁଙ୍କ ରୂପ ନେଇ ସେଠଙ୍କ ଘରକୁ ଆସି ଖାଇବାକୁ ମାଗିଲେ । ସେଠ ଙ୍କ ସ୍ତ୍ରୀ ଅତ୍ୟନ୍ତ ଦୟାଳୁ ଥିଲେ ଏବଂ ସେ ସାଧୁଙ୍କୁ ଘର ଭିତରକୁ ନେଇ ଭୋଜନ କରିବାକୁ ଦେଲେ । ଏଥିରେ ଖୁସି ହୋଇ ସାଧୁ ଜଣକ ସେଠ ଙ୍କ ସ୍ତ୍ରୀଙ୍କୁ ବର ମାଗିବାକୁ କହିଲେ । ଏହାପାରେ ଲୀଳାବତୀ ନିଜର ଦୁଃଖ କଥା କହି ସେଥିରୁ ବର୍ତ୍ତିବା ପାଇଁ ଉପାୟ ବିଷୟରେ ପଚାରିଲା । ସାଧୁ ଜଣକ କହିଲେ ଯେ ତାଙ୍କ ସ୍ୱାମୀ ଯେହେତୁ ଦାନ କରୁ ନାହାଁନ୍ତି ତେଣୁ ଏଭଳି ଦୁର୍ଦଶା ହୋଇଛି ।

ଉପାୟ ଅନୁଯାୟୀ ସାଧୁ ଜଣକ ତାଙ୍କୁ କାମଧେନୁ ଗାଈ ପାଖକୁ ଯିବାକୁ କହିଲେ । କିମ୍ବା ଗୋଟିଏ ଗାଈ ଆଣି ଘରେ ରଖି ଗୋଟିଏ ଜିନିଷ ପ୍ରତ୍ୟେକ ଦିନ ଖାଇବାକୁ ଦେବାକୁ କହିଲେ । ଯାହାଦ୍ୱାରା ସବୁ ସମସ୍ୟା ଏବଂ ଦୁଃଖ ଦୂର ହୋଇଯିବ ବୋଲି କହିଲେ । ସେଠଙ୍କ ସ୍ତ୍ରୀ ସାଧୁଙ୍କ କହିବା ଭଳି ପ୍ରତ୍ୟେକ ଦିନ ଯାଇ ଗୋମତାଙ୍କୁ ଖୁଆଇବାକୁ ଲାଗିଲେ । କିଛିଦିନ ପରେ ସବୁ ସମସ୍ୟା ଠିକ ହୋଇଗଲା। । ଗୋମାତାଙ୍କ ଶରୀରରେ ତେତିଶ କୋଟି ଦେବଦେବୀଙ୍କ ବାସ ହୋଇଥାଏ । ଗୋମୂତ୍ର ଅତ୍ୟନ୍ତ ପବିତ୍ର ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଏହାକୁ ସିଞ୍ଚିଲେ ପରିବେଶରେ ବାତାବରଣ ଶୁଦ୍ଧ ହୋଇଥାଏ । ଗ୍ରହ ଜନିତ ସମସ୍ୟା ଥିଲେ ଗାଈକୁ ଗୁରୁବାର ଦିନ ସବୁଜ ଚାରା ଖୁଆନ୍ତୁ ଏବଂ ମଙ୍ଗଳ ଗ୍ରହ ଦୋଷ ଥିଲେ ସେଥିରେ ନାଲି ରଙ୍ଗ ମିଶାଇ କିମ୍ବା ଗୁଡ଼ ଏବଂ ଚଣା ଅର୍ପଣ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *