ଚରିତ୍ରହିନା ନାରୀଙ୍କୁ ଚିହିଁବାର ଉପାୟ ! ଏହି ୪ଟି ଚିହ୍ନରୁ ଜାଣନ୍ତୁ !
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଚରିତ୍ରହୀନ ନାରୀଙ୍କୁ ଏହି ୪ ଟି ଚିହ୍ନରୁ ଜାଣନ୍ତୁ। ଅଦ୍ଭୁତ କଥା।
ବନ୍ଧୁଗଣ ନାରୀଶକ୍ତି ମଧ୍ୟରେ ଏମିତି ଶକ୍ତିଥାଏ ଯାହା ଆଗରେ କେଉଁବି ବ୍ୟକ୍ତି ମୁଣ୍ଡ ନୁଆଁଇ ଥାଏ। ନାରୀକୁ ଭଲ ଖରାପ ଏବଂ ତାର ଚରିତ୍ର ଉପରେ ସନ୍ଦେହ କରିବା ସବୁଠୁ ବଡ଼ ପାପ ଅଟେ କିନ୍ତୁ ପ୍ରସିଦ୍ଧ ଧର୍ମ ଗ୍ରନ୍ଥ ଅନୁସାରେ ନାରୀରର ସଂଗୀତରେ ଶୁଭ ଏବଂ ଅଶୁଭ ଗୁଣ ବିଷୟରେ ଉଲ୍ଲେଖ ଅଛି କିନ୍ତୁ ଆମର କିମ୍ବା କୌଣସି ବ୍ୟକ୍ତିର ଅଧିକାର ନାହିଁ କୌଣସି ମହିଳାଙ୍କ ବିଷୟରେ କିଛିବି ଆପେକ୍ଷ ଲରି କହିବା ପାଇଁ। ଗ୍ରନ୍ଥ ଅନୁସାରେ ମହିଳାଙ୍କ ଚରିତ୍ର ବିଷୟରେ ଆଲୋଚନା କରିବା। ଯଦି ଆପଣ ଜ୍ୟୋତିଷ ଶାସ୍ତ୍ର ବିଷୟରେ ବିଶ୍ୱାସ କରନ୍ତି ତାହେଲେ ଏହା ଉପରେ ମଧ୍ୟ ବିଶ୍ୱାସ କରନ୍ତୁ। ତେବେ ଆସନ୍ତୁ ଜାଣିବା।
ବନ୍ଧୁଗଣ ସାଧାରଣତଃ ଗ୍ରନ୍ଥ ଅନୁସାରେ ମହିଳା ଚରିତ୍ରର ବର୍ଣ୍ଣର ତାଙ୍କର ଶରୀରର ଗଠନ ଅନୁସାରେ କରାଯାଇଅଛି। କୁହାଯାଏ କି ଯେଉଁ ମହିଳାଙ୍କ ପାଦର କନିଷ୍ଠ ଆଙ୍ଗୁଳି ମାଟିକୁ ଛୁଏଁ ନାହିଁ ଏମିତି ମହିଳା ସମୟ ସହିତ ନିଜର ଚରିତ୍ର ମଧ୍ୟ ବଦଳେଇ ଦିଅନ୍ତି।
ସେମିତି ଡେଙ୍ଗା ମଣିଷଙ୍କ ଓଠର ଉପର ସ୍ତରରେ ଅଧିକ କେଶ ଥିଲେ ଏହା ତାର ସ୍ୱାମୀ ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ ସାଥିରେ ଏହା ବି ଉଲ୍ଲେଖ ଅଛି ଯେଉଁ ମହିଳା ଅଧିକ ରାଗି ଏବଂ ଲଢେଇ ଝଗଡା କରିଥାନ୍ତି ସେମାନେ ବି ନିଜ ସ୍ୱାମୀଙ୍କୁ ଧୋକା ଦେଇପାରନ୍ତି।
ଆଉ ଏକ କଥା ହେଲା ଯେଉଁ ମହିଳାଙ୍କ କାନରେ ଅଧିକ ଚୁଟି ଥାଏ ସେମିତି ମହିଳାଙ୍କ କାରଣରୁ ଘରେ ସର୍ବଦା ଲଢେଇ ଝଗଡା ହୋଇଥାଏ। ଘରର ପରିବେଶ ଏମାନଙ୍କ ପାଇଁ ଖରାପ ହୋଇଥାଏ।
ଏହା ବ୍ୟତୀତ ଯେଉଁ ମହିଳାଙ୍କ ଦାନ୍ତ ମୋଟା ଏବଂ ଓଠର ଉପରକୁ ଆସିଥାଏ ଏମିତି ମହିଳାଙ୍କୁ ନିଜ ଜୀବନରେ ବହୁତ ଦୁଃଖର ସାମ୍ନା କରିବାକୁ ପଡିଥାଏ।
ତ ବନ୍ଧୁଗଣ ଏହା ଥିଲା କିଛି କିଛି ଚରିତ୍ରହୀନ ନାରୀଙ୍କ ଚିହ୍ନ ଯେଉଁଥିରେ ଆପଣ ଚରିତ୍ରହୀନ ନାରୀଙ୍କୁ ଚିନ୍ହି ପାରିବେ।