Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣଙ୍କ ନଖରେବି ଏମିତି ଦାଗ ଅଛି ତେବେ ବୁଝି ଯାଆନ୍ତୁ ଯେ ଆପଣବି ହୋଇଯିବେ କୋଟିପତି । କେବଳ ୫% ଲୋକଙ୍କ ନଖରେ ରହିଥାଏ ।

ସେୟାର୍ କରନ୍ତୁ

ମଣିଷର ଶରୀରର ଗଠନ ଏଭଳି ଭାବରେ ହୋଇଛି ଯାହାଦ୍ୱାରା ମଣିଷ ସୁନ୍ଦର ଦେଖା ଯାଇଥାଏ । କିନ୍ତୁ ଏହାରି ଭିତରେ ମଣିଷର ହାତ ପାପୁଲିରେ ଥିବା ବଙ୍କା ସିଧା ରେଖା , ଚର୍ମରେ ଥିବା ଛିଦ୍ର ଏବଂ ନଖରେ ଥିବା ଅର୍ଦ୍ଧ ଚନ୍ଦ୍ର ଆକୃତିର ଚିହ୍ନ ଏହାକୁ ଆହୁରି ସମ୍ପୂର୍ଣ୍ଣ କରିଥାଏ । ସାଧାରଣତଃ ମଣିଷର ଆଙ୍ଗୁଠି ଦେଖି ବ୍ୟକ୍ତିତ୍ୱ ଏବଂ ନଖର ଅର୍ଦ୍ଧ ଚନ୍ଦ୍ର ଚିହ୍ନ ଅନେକ କିଛି କହିଥାଏ । କହିରଖିବୁ ଯେ ନଖରେ ଥିବା ଏହି ଅର୍ଦ୍ଧଚନ୍ଦ୍ର ଆକୃତିର ଚିହ୍ନ ନଖ ଠାରୁ ଅଧିକ ଧଳା ହୋଇଥାଏ ଏବଂ ଏହାକୁ ଲାଟିନ ଭାଷାରେ ଲୁନୁଲା କୁହାଯାଏ । ଯଦି ଆପଣଙ୍କର ଦଶଟି ଅଙ୍ଗୁଠିର ନଖ ମଧ୍ୟରୁ ଆଠଟି ଅଙ୍ଗୁଠିର ନଖରେ ଏଭଳି ଅର୍ଦ୍ଧଚନ୍ଦ୍ର ରହିଛି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଅଛି ।

ଯଦି ଏହି ଅର୍ଦ୍ଧଚନ୍ଦ୍ର ଚିହ୍ନ କେଉଁ ଆଡ଼େ ଅଦୃଶ୍ୟ ହୋଇ ଯାଉଛି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଯାଉଛି । ଯଦି ଏଭଳି ଆପଣଙ୍କ କ୍ଷେତ୍ରରେ ମଧ୍ୟ ହେଉଛି ତେବେ ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ସଜାଗ ରହିବାର ଆବଶ୍ୟକତା ରହିଛି କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଯାଉଛି । ଯେଉଁ ବ୍ୟକ୍ତିଙ୍କ ନଖରେ ଏହି ଧଳା ଚିହ୍ନ ଥାଏ ସେମାନେ ଶାରୀରିକ ଏବଂ ମାନସିକ ଦୃଷ୍ଟିରୁ ସୁସ୍ଥ ହୋଇଥାନ୍ତି । ଯେଉଁ ମାନଙ୍କ ନଖ ଦାଗ ହୀନ ଏବଂ ଚିକ୍କଣ ହୋଇଥାଏ ସେମାନେ ଆର୍ଥିକ କ୍ଷେତ୍ରରେ ଅଧିକ ମଜବୁତ ହୋଇଥାନ୍ତି । ଯେଉଁ ସ୍ତ୍ରୀର ନଖ ନାଲି ଏବଂ ଚିକ୍କଣ ହୋଇଥାଏ ସେ ଖୁବ ଭାଗ୍ୟଶାଳୀ ହୋଇଥାଏ ।

ଯେଉଁ ବ୍ୟକ୍ତିଙ୍କ ନଖ ଛୋଟ ହୋଇଥାଏ ସେମାନଙ୍କୁ ଗଳା ସମ୍ବନ୍ଧୀୟ କୌଣସି ସମସ୍ୟା ହେବାର ସମ୍ଭାବନା ରହିଥାଏ । ଛୋଟ ଏବଂ ହଳଦିଆ ନଖ ଥିବା ବ୍ୟକ୍ତିଙ୍କର ଖୁବ ଘୃଣ୍ୟ ସ୍ଵଭାବ ହୋଇଥାଏ । କିନ୍ତୁ ଗୋଲାକାର ଆକୃତିର ନଖ ଥିବା ବ୍ୟକ୍ତି ଭଲ ଆଚରଣ ଏବଂ ଭଲ ବିଚାର ନେଇ ପାରିଥାଏ । ପତଳା ଏବଂ ଲମ୍ବା ନଖ ଥିବା ବ୍ୟକ୍ତି ଜଲଦି ନିର୍ଣ୍ଣୟ ନେଇ ପାରନ୍ତି ନାହିଁ । ଏହି କାରଣରୁ ସେମାନଙ୍କୁ ଅନେକ ସମୟରେ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏମାନେ ପ୍ରାୟତଃ ନିଶାରେ ରହନ୍ତି ଏବଂ ପରିଜନଙ୍କ ମୁଣ୍ଡ ବିନ୍ଧାର କାରଣ ହୁଅନ୍ତି । ଛୋଟ ନଖ ଏବଂ ଗଣ୍ଠିଦାର ଆଙ୍ଗୁଠି ଥିବା ବ୍ୟକ୍ତି ନିଜର ଲାଇଫ ପାର୍ଟନରକି ଇସାରାରେ ନଚେଇଥାନ୍ତି ।

ଏମାନେ ଚରିତ୍ରରେ ଭଲ ତଥାପି ବିଶ୍ୱାସଯୋଗ୍ୟ ନୁହଁନ୍ତି । କଠୋର ନଖ ଥିବା ବ୍ୟକ୍ତି ଝଗଡ଼ା କରୁଥିବା ପ୍ରବୃତ୍ତିର ହୋଇଥାନ୍ତି । ଆଙ୍ଗୁଠିରେ ଥିବା ଧଳା ଦାଗ ପ୍ରେମରେ ସଫଳତା ପ୍ରତି ସଙ୍କେତ ଦେଇଥାଏ । କିନ୍ତୁ ଅନେକ ସମୟରେ ବଦନାମୀର କାରଣ ମଧ୍ୟ ହୋଇଥାଏ । ଅନେକ ସମୟରେ ଅଧିକ ଧଳା ହେବା ଲିଭର ଏବଂ ଆଖି ରୋଗ ପ୍ରତି ଇସାରା କରିଥାଏ । ଦୁର୍ବଳ ଏବଂ ହଳଦିଆ ନଖ ଏନିମିଆ ଏବଂ ହୃଦୟ ସମ୍ବନ୍ଧୀୟ ସମସ୍ୟାର କାରଣ ଅଟେ । ଏହାବ୍ୟତୀତ ଲିଭର ଏବଂ ଆଖି ଜନିତ ସମସ୍ୟା ମଧ୍ୟ ହୋଇପାରେ । ପିଲିଆ , ଥାଇରୋଏଡ଼ ଏବଂ ସିରୋସିସର କାରଣ ମଧ୍ୟ ଏହା ହୋଇପାରେ । ନଖ ହଳଦିଆ ଏବଂ ମୋଟା ହେବା ସହିତ ଧୀରେ ଧୀରେ ବଢ଼ିଲେ ତାହା ଫୁସଫୁସ ସମ୍ବନ୍ଧୀୟ ରୋଗର ସୂଚନା ଦେଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *