Excuse Me Odisha

ଯାହା କହିବୁ ସତ କହିବୁ

୨୦୨୪ ରୁ ୨୦୩୦ ଦୁନିଆର ସବୁଠାରୁ ଭାଗ୍ୟଶାଳୀ ପାଞ୍ଚଟି ରାଶି । ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ଦୀର୍ଘ ୫୦୦ ବର୍ଷ ପରେ ଗଭୀର ମହା ସଂଯୋଗ କାରଣରୁ ପାଞ୍ଚଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ଯେଉଁ କାରଣରୁ ଏମାନେ ନୂଆ ବର୍ଷର ଆରମ୍ଭ ସହିତ କୋଟିପତି ହେବାକୁ ଯାଉଛନ୍ତି । ଦୁନିଆରେ ସବୁ ଲୋକ ଧନୀ ହେବାକୁ ଚାହାଁନ୍ତି । କିନ୍ତୁ ଗ୍ରହ ମାନଙ୍କର ଚଳନ ଉପରେ ହିଁ ଭାଗ୍ୟର ଭବିଷ୍ୟ ନିର୍ଭର କରିଥାଏ । ଅନେକ ଲୋକ ଖୁବ ଅଧିକ ପରିଶ୍ରମ ସତ୍ତ୍ୱେବି ଅଭାବ ରହିଥାଏ କିନ୍ତୁ ଆଉ କିଛି ଲୋକଙ୍କର ଗ୍ରହ ଚଳନ ଭଲ ଥିବା କାରଣରୁ ସେମାନେ କମ ପରଶ୍ରମରେ ମଧ୍ୟ କୋଟିପତି ହୋଇଯିବେ । ଆଜି ଆମେ ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟବେ କହିବୁ ଯେଉଁମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ରହିବାକୁ ଯାଉଛି ।

୧ . ବୃଷ ରାଶି:-

ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କ ଉପରେ ହଠାତ ଧନ ବର୍ଷା ହେବାକୁ ଯାଉଛି । ଏହି ବ୍ୟକ୍ତି ମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବାକୁ ଯାଉଛନ୍ତି । ବେରୋଜଗାରି ମାନଙ୍କୁ ମନ ମୁତାବକ ଚାକିରୀ ମିଳିବାକୁ ଯାଉଛି । ବ୍ୟବସାୟରେ ସେମାନେ ଆଗକୁ ବଢ଼ିବାକୁ ଯାଉଛନ୍ତି । ଅଟକି ରହିଥିବା କିଛି କାମ ସୁରୁଖୁରୁରେ ଶେଷ ହେବାକୁ ଯାଉଛି । କୋର୍ଟ କଚେରୀ ମାମଲାରେ ସଫଳତା ପାଇବେ । ଭବିଷ୍ୟତରେ ରାଜଯୋଗ କାରଣରୁ ନୂଆ ଅବସର ପ୍ରାପ୍ତ ହେବ । ନୂତନ ସାଙ୍ଗ ମିଳିବା ସହିତ ଧନ ସମସ୍ୟା ମଧ୍ୟ ଦୂର ହେବାକୁ ଯାଉଛି ।

୨ . ମିଥୁନ ରାଶି:-

ଏହି ବ୍ୟକ୍ତିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବାକୁ ଯାଉଛି । କାହାଠାରୁ ନେଇଥିବା କୌଣସି ଧାର କରଜର ସମାଧାନ ହୋଇଯିବ । ଆପଣଙ୍କ ମନ ପ୍ରସନ୍ନ ରହିବାକୁ ଯାଉଛି । ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ ଏବଂ ଅଧିକ ଧନ ଲାଭ ହେବ । ବିଜନେସରେ ଭଲ ଲାଭ ହେବ ଏବଂ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

୩ . ସିଂହ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଚାଲିଥିବା ସବୁ ପ୍ରକାରର ସମସ୍ୟା ଦୂର ହେବାକୁ ଯାଉଛି । ଘର ପରିବାରରେ ଖୁସିର ମାହୋଲ ରହିବ । ଆର୍ଥିକ ପରିସ୍ଥିତି ଭଲ ରହିବ । ବିଜନେସ କରୁଥିବା ବ୍ୟକ୍ତି ବିଜନେସରେ ଲାଭ ପାଇବେ । ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବାକୁ ଯାଉଛି । ମାତା ସୀତାଙ୍କୁ ଲକ୍ଷ୍ମୀଙ୍କ କୃପାରୁ ଆପଣ ନୂଆ ଯାନ , ଇଲେକ୍ଟ୍ରୋନିକ ଜିନିଷ ଏବଂ ସମ୍ପତ୍ତି ମଧ୍ୟ କିଣି ପାରନ୍ତି । ଶରୀର ସୁସ୍ଥ ରହିବା ସହିତ ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅତି ଉତ୍ତମ ରହିବ । ବେରୋଜଗାରୀଙ୍କୁ ମନ ମୁତାବକ ଚାକିରୀ ମିଳିବାକୁ ଯାଉଛି ।

୪ . ତୁଳା ରାଶି:-

ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ପଡ଼ିବାକୁ ଯାଉଛି । ହଠାତ ଧନ ଲାଭର ସୁଯୋଗ ମିଳିବାକୁ ଯାଉଛି । ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ବିଜନେସ କରୁଥିବା ବ୍ୟକ୍ତି ଭଲ ଲାଭ ପାଇବାକୁ ଯାଉଛନ୍ତି । ଆର୍ଥିକ ସ୍ଥିତି ଅତ୍ୟନ୍ତ ଭଲ ରହିବ । ଘର ପରିବାରରେ ସୁଖ ସମୃଦ୍ଧି ରହିବାକୁ ଯାଉଛି ।

୫ . କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖମୟ ରହିବ ଏବଂ ପାରିବାରିକ ସମସ୍ୟା ଦୂର ହେବ । ଏମାନେ ନିଜ ଜୀବନସାଥୀଙ୍କ ସହିତ ଜୀବନ ଭଲରେ ଅତିବାହିତ କରିବେ । ଭାଗ୍ୟର ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଏମାନଙ୍କୁ ହଠାତ କୌଣସି ଖୁସି ଖବର ପ୍ରାପ୍ତ ହେବ । ଭାଗ୍ୟର ସହଯୋଗରେ ଏମାନେ ପ୍ରଗତି ଆଡ଼କୁ ଅଗ୍ରସର ହେବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *