Excuse Me Odisha

ଯାହା କହିବୁ ସତ କହିବୁ

ଏଥର ନୂଆବର୍ଷ ୨୦୨୪ ରେ ବଦଳିବ ପାଞ୍ଚଟି ରାଶିର ଭାଗ୍ୟ । ହୋଇଯିବେ କୋଟିପତି । ଜାଣନ୍ତୁ ଆପଣଙ୍କ ରାଶି ଅଛି କି ??

ସେୟାର୍ କରନ୍ତୁ

ଏହା ସମସ୍ତେ ଜାଣିଛନ୍ତି ଯେ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଇଚ୍ଛା କରନ୍ତି । କିନ୍ତୁ ଭାଗ୍ୟ ଗ୍ରହର ଚଳନ ଅନୁଯାୟୀ ହିଁ ପରିଚାଳିତ ହୋଇଥାଏ । ଜଣେ ବ୍ୟକ୍ତିର ଭାଗ୍ୟ ଗ୍ରହ ମାନଙ୍କର ଚଳନ ଦ୍ୱାରା ହିଁ ପରିଚାଳିତ ହୋଇଥାଏ । କାରଣ ଅନେକ ସମୟରେ ଆପଣ ଦେଖିଥିବେ ଯେ ବ୍ୟକ୍ତି ଖୁବ କଠିନ ପରିଶ୍ରମ କରିଥାଏ କିନ୍ତୁ ତଥାପି ଭାଗ୍ୟ ଖରାପ ଥିବା କାରଣରୁ ସେ ଟଙ୍କା ଅର୍ଜନ କରିବି ସୁଦ୍ଧା ଧନୀ ହୋଇପାରେ ନାହିଁ । ଆଉ କେତେବେଳେ କଠିନ ପରିଶ୍ରମ ନକଲେ ବି ବ୍ୟକ୍ତି ଧନୀ ହୋଇଯାଏ । ଆଜିକାର ଲେଖାରେ ଆମେ ପାଞ୍ଚଟି ରାଶି ବିଷୟରେ କହିବୁ ଯେଉଁମାନେ ଆଗକୁ ଆସୁଥିବା ନୂଆବର୍ଷ ୨୦୨୪ ରେ ଖୁବ ଭାଗ୍ୟବାନ ପ୍ରମାଣିତ ହେବେ ଏବଂ କୋଟିପତି ହେବେ ।

୧ . ବୃଷ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ହେତୁ ଅନେକ ଲାଭ ମିଳିବାକୁ ଯାଉଛି । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ , ଅଟକି ରହିଥିବା କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇ ସମାପ୍ତ ହେବା ସହିତ କୋର୍ଟ କଚେରୀ ମାମଲାର ସମାଧାନ ହୋଇଯିବ । ମାତା ଲକ୍ଷ୍ମୀଙ୍କ କୃପା କାରଣରୁ ଆପଣ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ । ବେରୋଜଗାରୀଙ୍କୁ ମନ ମୁତାବକ ଚାକିରୀ ସହିତ ରୋଜଗାର ପାଇଁ ନୂତନ ସୁଯୋଗ ପ୍ରାପ୍ତ ହେବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ମିଳିବା ସହିତ ଧନ ଜନିତ ସମସ୍ୟା ଦୂର ହୋଇଯିବ ।

୨ . ମିଥୁନ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନ ନୂଆବର୍ଷ ୨୦୨୪ ଠାରୁ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଖୁବ ଭଲ ହେବାକୁ ଯାଉଛି । କାହାଠାରୁ ନେଇଥିବା ଉଧାର ସୁଝିବେ । ମନ ମୁତାବକ ଧନ ଏବଂ ସବୁ କାର୍ଯ୍ୟରେ ସଫଳତା କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବାକୁ ଯାଉଛି । ଅଟକି ରହିଥିବା କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇ ଶେଷ ହେବ ଏବଂ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ ।

୩ . ସିଂହ ରାଶି:-

ମାତା ଲକ୍ଷ୍ମୀଙ୍କ କୃପା କାରଣରୁ ନୂଆବର୍ଷ ୨୦୨୪ ଠାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ପରିବର୍ତ୍ତନ ଆସିବାକୁ ଯାଉଛି । ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ କାରଣରୁ ପରିବାରରେ ଖୁସିର ମାହୋଲ ରହିବ । ବ୍ୟବସାୟୀ ମାନେ ଅଧିକ ଲାଭ କରିବେ । ନୂଆ ଯାନ , ଇଲେକ୍ଟ୍ରୋନିକ ଜିନିଷ ଏବଂ ସମ୍ପତ୍ତି କିଣିବାକୁ ଯାଉଛନ୍ତି । ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବାକୁ ଯାଉଛନ୍ତି । ପୂର୍ବରୁ ରହିଥିବା ଶାରୀରିକ ସମସ୍ୟା ମଧ୍ୟ ଦୂର ହେବାକୁ ଯାଉଛି ।

୪ . ତୁଳା ରାଶି:-

ମାତା ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ହଠାତ ଧନ ଲାଭ ହେବାକୁ ଯାଉଛି । ଚାକିରୀ କରୁଥିବା ବ୍ୟକ୍ତି ପଦୋନ୍ନତି ପାଇବେ । ବ୍ୟବସାୟ କରୁଥିବା ବ୍ୟକ୍ତି ଭଲ ଲାଭ ପାଇବାକୁ ଯାଉଛନ୍ତି । ଘର ପରିବାରରେ ଆର୍ଥିକ ସ୍ଥିତି ଏବଂ ସୁଖ ସମୃଦ୍ଧି ମଧ୍ୟ ବଢିବାକୁ ଯାଉଛି । ପ୍ରେମ ସମ୍ପର୍କ ସଫଳ ହେବା ସହିତ ଦାମ୍ପତ୍ୟ ଜୀବନ ମଧ୍ୟ ଭଲ ହେବାକୁ ଯାଉଛି ।

୫ . କୁମ୍ଭ ରାଶି:-

ମାତା ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିର ଜୀବନ ଅତ୍ୟନ୍ତ ଉନ୍ନତ ହେବାକୁ ଯାଉଛି । ଏମାନଙ୍କର ଦାମ୍ପତ୍ୟ ଜୀବନ ଭଲ ହେବା ସହିତ ପାରିବାରିକ ସମସ୍ୟା ମଧ୍ୟ ଦୂର ହେବ । ଏମାନେ ନିଜ ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରିବେ । ଏମାନଙ୍କୁ ଭାଗ୍ୟର ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବାକୁ ଯାଉଛି । ହଠାତ କୌଣସି ଖୁସି ଖବର ପ୍ରାପ୍ତ ହୋଇପାରେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *