Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷ ୨୦୨୪ , ଏହି ପାଞ୍ଚଟି ରାଶିର ଲାଗିବ ଲଟେରୀ । ହୋଇଯିବେ ଧନୀ ।

ସେୟାର୍ କରନ୍ତୁ

ନୂଆବର୍ଷ ୨୦୨୪ ଆରମ୍ଭ ସହିତ କିଛି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଖୋଲିବାକୁ ଯାଉଛି ଏବଂ ହଠାତ ସେମାନଙ୍କୁ ଧନ ଲାଭ ହେବା ସହିତ ଭବିଷ୍ୟତ ମଧ୍ୟ ଦୃଢ଼ ହେବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କ ଭାଗ୍ୟ ମଧ୍ୟ ଖୋଲିବାକୁ ଯାଉଛି । ତେବେ ଚାଲନ୍ତୁ ସେହି ରାଶି ମାନଙ୍କ ବିଷୟରେ ଜାଣିନେବା ।

ତୁଳା ରାଶି:-

ଏହି ରାଶିର ବ୍ୟକ୍ତିଙ୍କୁ ଅପାର ସଫଳତା ମିଳିବାର ଯୋଗ ରହିଛି । ଆପଣଙ୍କ ଘରେ ସୁଖ ସମୃଦ୍ଧି ଏବଂ ଧନର ଆଗମନ ହେବ । ଆପଣ ଏହି ନୂଆବର୍ଷରେ କିଛି ନୂଆ କରି ପାରନ୍ତି । ବେରୋଜଗାରୀ ମାନଙ୍କୁ ଭଲ ଚାକିରୀ ମିଳିବାକୁ ଯାଉଛି । ନୂଆ କାର୍ଯ୍ୟରେ ଆସୁଥିବା ସମସ୍ୟା ଦୂର ହେବାକୁ ଯାଉଛି । ସାମାଜିକ କାର୍ଯ୍ୟ କରିବାର ସଫଳତା ଆପଣଙ୍କୁ ପ୍ରାପ୍ତ ହେବ । ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ଦେଇଥିବା ଧାର ଟଙ୍କା ଫେରି ପାଇବେ । ଘର ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ଧନ ରୋଜଗାର କରିବାର ନୂଆ ଅବସର ପ୍ରାପ୍ତ ହେବ ।

୨ . ବୃଷ ରାଶି:-

ଏହି ରାଶିର ବ୍ୟକ୍ତିଙ୍କୁ ଆର୍ଥିକ କ୍ଷେତ୍ରରେ ଅପାର ଲାଭ ମିଳିବାକୁ ଯାଉଛି । ଆଗାମୀ ସମୟ ଭଲ ରହିବ ଏବଂ ବ୍ୟାପାର ବାଣିଜ୍ୟ ପାଇଁ ସମୟ ଅତ୍ୟନ୍ତ ଉତ୍ତମ ଅଟେ । ଆଗାମୀ ସମୟରେ ଆସିବାକୁ ଯାଉଥିବା ସମସ୍ୟାର ସମାଧାନ ଆସିବ । ଚାକିରୀ କରୁଥିବା ବ୍ୟକ୍ତିଙ୍କ ପାଇଁ ନୂଆବର୍ଷ ଅତ୍ୟନ୍ତ ଭଲ ରହିବ । ଏମାନଙ୍କ ଉପରେ ଅଧିକ ମାତ୍ରାରେ ଖୁସିର ବର୍ଷା ହେବ । ପ୍ରେମ ଜୀବନରେ ମଧ୍ୟ ଖୁସିର ଅନୁଭୂତି ରହିବ ।

୩ . ସିଂହ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ରହିବ । ଆପଣଙ୍କୁ ଆପଣଙ୍କ ଜୀବନରେ ବଡ଼ ସଫଳତା ମିଳିବାକୁ ଯାଉଛି । ଆପଣଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ । ଆପଣଙ୍କୁ ନିଶ୍ଚିତ ଭାବରେ ସଫଳତା ମିଳିବ । ଦିନରାତି ପରିଶ୍ରମ କରି ଉନ୍ନତି କରିବା ସହିତ ଏକ ନୂଆ ପରିଚୟ ସୃଷ୍ଟି କରିବେ । ଆପଣ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ନିର୍ଣ୍ଣୟ ନେବାରେ ସଫଳ ହୋଇ ପାରନ୍ତି । ଆଗାମୀ ସମୟରେ ଆପଣଙ୍କ ଭାଗ୍ୟ ଆହୁରି ଭଲ ରହିବ । ନୂଆ ବର୍ଷରେ ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ । ହଠାତ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି ।

୪ . କନ୍ୟା ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଘରେ ସୁଖ ସମୃଦ୍ଧିର ବର୍ଷା ହେବ ଏବଂ ଧନର ଆଗମନ ହେବ । ସାମାଜିକ ପ୍ରତିଷ୍ଠାରେ ଆପଣଙ୍କ ଭାଗ୍ୟ ଖୋଲିଯିବ । ବ୍ୟୋପାର ବାଣିଜ୍ୟ କ୍ଷେତ୍ରରେ ଲାଭ ମିଳିବାକୁ ଯାଉଛି । ଚାକିରୀରେ ଉନ୍ନତିର କୌଣସି ବଡ଼ ଖୁସି ଖବର ମିଳିବାକୁ ଯାଉଛି । ଚାକିରୀରେ ପଦୋନ୍ନତି ହେବାକୁ ଯାଉଛି ।

୫ . ମେଷ ରାଶି:-

ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘରକୁ ଖୁସି ଆସିବାକୁ ଯାଉଛି । ଆପଣ କଠିନରୁ ଅତି କଠିନ କାର୍ଯ୍ୟ କରି ଆଗକୁ ଆଗକୁ ବଢ଼ି ପାରିବେ । ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କୁ ଅଧିକ ଧନପ୍ରାପ୍ତି ହେବ । ଯେଉଁ କାରଣରୁ ପାଇଁ ନିଜ ଘରର ସଦସ୍ୟଙ୍କ ପାଇଁ ନୂଆ ନୂଆ ଜିନିଷ କିଣି ପାରନ୍ତି । ପରିବାରରେ ସୁଖ ସମୃଦ୍ଧି ଏବଂ ଖୁସି ବଜାୟ ରହିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *