Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଦାରିଦ୍ର୍ୟତା ଦୂର କରିବାର ୨୧ ଟି ମହା ଉପାୟ । ମାତ୍ର ଏକ ମାସ ମଧ୍ୟରେ ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ମନୁଷ୍ୟ ଜୀବନରେ ଅନେକ ସମସ୍ୟା ରହିଥାଏ । କିନ୍ତୁ ମାତା ଲକ୍ଷ୍ମୀଙ୍କ କୃପା ହେଲେ ସେହି ସମସ୍ୟା ଦୂର ମଧ୍ୟ ହୋଇଯାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କର ସେହିସବୁ ଉପାୟ ବିଷୟରେ କହିବୁ ଯାହାକୁ ଆପଣ ଯଦି କରନ୍ତି ତେବେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ ।

୧ . ହିନ୍ଦୁ ଧର୍ମ ଅନୁଯାୟୀ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତ୍ୟେକ ଦିନ ନାଲି ଫୁଲ ଅର୍ପିତ କରନ୍ତୁ ଏବଂ କ୍ଷୀର ତିଆରି ଭୋଗ ଅର୍ପିତ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଯିବ ।

୨ . ଆଉ ଏକ ଉପାୟ ଅନୁଯାୟୀ ଶୁକ୍ରବାର ଦିନ ନିମ କାଠ ଆଣି ତାହାକୁ ପାଣିରେ ଭଲଭାବରେ ଧୋଇ ଏକ କାଚ ଜାରରେ ରଖି ଦିଅନ୍ତୁ ଏବଂ ସେଥିରେ ଲୁଣ ମିଶା ପାଣି ଭରି ଦିଅନ୍ତୁ । ଏହାଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଯିବ ।

୩ . ମାତା ସୀତାଙ୍କୁ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଶୁକ୍ରବାର ଦିନ ମାତା ସୀତାଙ୍କୁ ଲକ୍ଷ୍ମୀଙ୍କୁ ପୂଜା କରି ୧୧ ଟି ହଳଦୀ ଗଣ୍ଠି ନେଇ ନାଲି କପଡ଼ାରେ ଗୁଡ଼ାଇ ତାହାକୁ ଘରର ସିନ୍ଧୁକରେ ରଖି ଦିଅନ୍ତୁ । ଏହାଦ୍ବାରା କେବେବି ଆର୍ଥିକ ସମସ୍ୟା ଦେଖାଦେବ ନାହିଁ ।

୪ . ଶୁକ୍ରବାର ଦିନ ଅଶୋକ ଗଛର ମୂଳରୁ ଅଳ୍ପ ଚେର ଆଣି ଘରର ସିନ୍ଧୁକରେ ରଖିଲେ ଆର୍ଥିକ ସମସ୍ୟା ଦୂର ହୋଇଯାଏ ।

୫ . ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କର ପୂଜା ବିଧିବଦ୍ଧ ଭାବରେ କରି ସ୍ନାନ ଏବଂ ଧ୍ୟାନ ସହିତ ଘରେ ଥିବା କୌଣସି ଗହଣାକୁ ପରିଷ୍କାର କରି ମାତାଙ୍କ ସୁଲଭ ସମ୍ମୁଖରେ ରଖନ୍ତୁ ଏବଂ କେଶର ଲଗାଇ ପୂଜା କରନ୍ତୁ । ଏପରି କଲେ ଆର୍ଥିକ ସମୃଦ୍ଧି ହେବ ।

୬ . ପ୍ରତ୍ୟେକ ଶନିବାର ଅଶ୍ୱତ୍ଥ ଗଛ ମୂଳରେ ଜଳ ଅର୍ଘ୍ୟ ଦେଇ ତିନି ଥର ପରିକ୍ରମା କଲେ ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।

୭ . ସୋମବାର କିମ୍ବା ଶନିବାର ଦିନ ଦୁଇ ମୁଠା ଗହମରେ ଦୁଇ ଦାନା କେଶର ଏବଂ ୧୧ ଟି ତୁଳସୀ ଦଳ ମିଶାଇ ପେଶୀ ଦିଅନ୍ତୁ । ତାପରେ ତାହାକୁ ଅଟା ଭାବରେ ରୁଟି କରି ଖାଆନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

୮ . ଯଦି ଆପଣ ଆର୍ଥିକ ସମସ୍ୟାରେ ପୀଡ଼ିତ ତେବେ ଶୁକ୍ଳପକ୍ଷ ପୂର୍ଣ୍ଣିମାରେ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦିଅନ୍ତୁ । ଏହାଦ୍ବାରା ଅଟକି ରହିଥିବା ଧନ ପ୍ରାପ୍ତ ହୋଇଥାଏ ।

୯ . ଘରେ ଆଲମାରୀକୁ ଦକ୍ଷିଣ ଦିଗ କାନ୍ଥକୁ ଲଗାଇ ଏପରି ରଖନ୍ତୁ ଯେମିତି ତାହାର କବାଟ ଉତ୍ତର ଦିଗକୁ ଖୋଲିବ । ଏହାଦ୍ବାରା ଭଗବାନ କୁବେର ଏବଂ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ ।

୧୦ . ଘରର ଦ୍ୱାରରେ ନାଲି ରିବନରେ ବନ୍ଧା ହୋଇଥିବା କଏନ ବାନ୍ଧି ଝୁଲାଇ ଦିଅନ୍ତୁ । ଏହାଦ୍ବାରା ଆର୍ଥିକ ସମୃଦ୍ଧି ହେବ ।

୧୧ . ପର୍ସରେ ନୋଟକୁ ସଜାଡ଼ି ଭଲଭାବରେ ରଖିବା ସହିତ ୨୧ ଟି ଅଖଣ୍ଡ ଚାଉଳ ଦାନା ରଖିଲେ ଆର୍ଥିକ ଲାଭ ହୋଇଥାଏ । ପର୍ସରେ ତମ୍ବା ଏବଂ ରୁପାର ଜିନିଷ ରଖନ୍ତୁ ଏବଂ ପର୍ସକୁ ବାମ ପାଖ ପକେଟରେ ରଖନ୍ତୁ । ଏହାଦ୍ବାରା ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

୧୨ . ପର୍ସରେ ମାତା ଲକ୍ଷ୍ମୀଙ୍କ ଫୋଟ ଥିବା କୋଏନ ରଖିଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

୧୩ . ପ୍ରତ୍ୟେକ ଦିନ ଘରର ଦ୍ୱାରକୁ ସୁସଜ୍ଜିତ କରିବା ସହିତ ପୂଜା ମଧ୍ୟ କରନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଘରକୁ ପ୍ରବେଶ କରିବେ ।

୧୪ . ଘରର ଟ୍ୟାପରୁ ବେକାର ଜଳ ପଡ଼ିବା ଉଚିତ ନୁହେଁ ଏବଂ ଏହା ଉତ୍ତର ଦିଗରେ ହେବା ଭଲ ହୋଇଥାଏ । ଉତ୍ତର ଦିଗରେ ଜଳ ରଖା ଯାଉଥିବା ପାତ୍ର ରହିଲେ ଉତ୍ତମ ହୋଇଥାଏ ।

୧୫ . ଘରର ଐଶାନ୍ୟ କୋଣକୁ ପରିଷ୍କାର ରଖିବା ଉଚିତ ଏବଂ ଏହି ସ୍ଥାନରେ କୌଣସି ଭାରି ଜିନିଷ ରଖିଲେ ଆର୍ଥିକ କ୍ଷତି ହୋଇଥାଏ । ତେଣୁ ଏହି ଭୁଲ ଆଦୋୖ କରନ୍ତୁ ନାହିଁ । ଏହାଦ୍ବାରା ପରିବାରରେ ସମ୍ବନ୍ଧ ମଧ୍ୟ ଭଲ ରହିଥାଏ । ଅଗ୍ନି ସମ୍ବନ୍ଧୀୟ ଜିନିଷ ମଧ୍ୟ ରଖନ୍ତୁ ନାହିଁ ।

୧୬ . ଘରର ପୂଜା ଘର ଆଗ୍ନେୟ ଦିଗରେ ରହିବା ଉଚିତ । ଏହାଦ୍ବାରା ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

୧୮ . ଘରର ରୋଷେଇ ଘର ସହିତ ରୋଷେଇ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଖାଦ୍ୟ ବନାଇବା ସମୟରେ ପୂର୍ବ ଦିଗକୁ ମୁଖ କରି ବନାଇବା ଉଚିତ ।

୧୯ . ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ରଙ୍ଗୀନ ପ୍ୟାଣ୍ଟିଙ୍ଗ ରଖିବା ଦ୍ୱାରା ଘରକୁ ସକାରାତ୍ମକତା ଆସିଥାଏ । ଏହାକୁ ଉଚିତ ଦିଗରେ ଲଗାଇଲେ ଘରର ପ୍ରସିଦ୍ଧି ବଢ଼ିଥାଏ ।

୨୦ . ଯଦି ଆପଣ ଏକ ଅଶ୍ୱତ୍ଥ ଗଛର ପତ୍ରରେ ରାମ ଲେଖି ତାହାକୁ କୌଣସି ହନୁମାନ ମନ୍ଦିରରେ ରଖି ଆସନ୍ତି ତେବେ ଧନ ଲାଭ ହୋଇଥାଏ । ଏହାଦ୍ବାରା ଅଚାନକ ଧନ ପ୍ରାପ୍ତି ହୋଇଥାଏ ।

୨୧ . ଜୀବନରେ ସମସ୍ୟା ଏବଂ ନଜର ଦୋଷ ଥିଲେ ପାଞ୍ଚଟି ଗୋଲମରିଚ ନେଇ ମୁଣ୍ଡ ଉପର ଦେଇ ବୁଲାଇ ଚାରି ଦିଗ ଏବଂ ଉପରକୁ ଫିଙ୍ଗି ଦିଅନ୍ତୁ । ସବୁ ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *