Excuse Me Odisha

ଯାହା କହିବୁ ସତ କହିବୁ

ବିନା ବସ୍ତ୍ରରେ ସ୍ନାନ କରୁଥିବା ମହିଳା ଜାଣି ରଖନ୍ତୁ କିଛି ବିଶେଷ କଥା । ନିଶ୍ଚିତ ବଦଳାଇ ଦେବ ଆପଣଙ୍କ ଜୀବନ ।

ସେୟାର୍ କରନ୍ତୁ

ନାରୀ ଜଣେ ପୁରୁଷର ସଫଳତା କିମ୍ବା ବର୍ବାଦି ପାଇଁ ଦାୟୀ ହୋଇପାରେ । ନାରୀକୁ ଘରର ଲକ୍ଷ୍ମୀ କୁହାଯାଏ ଏବଂ ନାରୀ ଯଦି ବାସ୍ତୁ ଶାସ୍ତ୍ର ଅନୁଯାୟୀ କିଛି ନିୟମର ପାଳନ କରେ ତେବେ ଘରେ ସୁଖ ସମୃଦ୍ଧି ବଜାୟ ରହିବା ସହିତ ସକାରାତ୍ମକ ଶକ୍ତି ବଜାୟ ରହିଥାଏ । ତେବେ ଚାଲନ୍ତୁ ସେହିସବୁ ନିୟମ ବିଷୟରେ ଜାଣିନେବା ।

୧ . ଘରର ସ୍ୱଚ୍ଛତା:-

ଘରକୁ ପ୍ରତ୍ୟେକ ଦିନ ସଫାସୁତୁରା କରିବା ଉଚିତ । କିନ୍ତୁ କିଛି ମହିଳା କିମ୍ବା ଘରର ଅନ୍ୟ ସଦସ୍ୟ ଘରକୁ ସଫାସୁତୁରା କରନ୍ତି ନାହିଁ । ଯେଉଁ କାରଣରୁ ଘର ମଧ୍ୟକୁ ମାତା ଲକ୍ଷ୍ମୀଙ୍କ ପରିବର୍ତ୍ତେ ଅଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ । ଏମିତିରେ ପ୍ରତ୍ୟେକ ସପ୍ତାହରେ ଥରେ ଲୁଣ ମିଶା ପାଣିରେ ଘରେ ପୋଛା ଲଗାଇବା ଉଚିତ ଏବଂ ଘରେ ସୁଗନ୍ଧ ପାଇଁ ଧୂପ କିମ୍ବା ଝୁଣା ମଧ୍ୟ ଜାଳିବା ଉଚିତ ।

୨ . ସକାଳୁ ସ୍ନାନ:-

ମହିଳା ମାନେ ସକାଳୁ ରୋଷେଇ ଘର ଭିତରକୁ ସ୍ନାନ କରିବା ପରେ ହିଁ ପ୍ରବେଶ କରିବା ଉଚିତ । ବିନା ସ୍ନାନରେ ପ୍ରବେଶ କଲେ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଶାସ୍ତ୍ର ଅନୁଯାୟୀ ସକାଳ ୮ ପୂର୍ବରୁ ସ୍ନାନ କରିବା ସବୁଠାରୁ ଉତ୍ତମ ହୋଇଥାଏ । ତଥାପି ଯଦି ବିଳମ୍ବ ହୋଇଯାଏ ତେବେ ଦିନ ୧୨ ପୂର୍ବରୁ ହିଁ ନିଶ୍ଚିତ ସ୍ନାନ କରିବା ଉଚିତ । ନଚେତ ଘରକୁ ନକରାତ୍ମକତା ପ୍ରବେଶ କରିଥାଏ । ସ୍ନାନ ପାଣିରେ ଏକ ଚିମୁଟା ଲୁଣ ପକାଇ ସ୍ନାନ କରିବା ଯଥାର୍ଥ ହୋଇଥାଏ ।

୩ . ଖାଦ୍ୟ ବନାଇବା ପୂର୍ବରୁ ସ୍ନାନ:-

ରୋଷେଇ କରିବା ପୂର୍ବରୁ ସ୍ନାନ କଲେ ଖାଦ୍ୟରେ ଅଧିକ ସକାରାତ୍ମକ ଶକ୍ତି ରହିଥାଏ । ତେଣୁ ସ୍ନାନ କରିବା ପରେ ହିଁ ଭୋଜନ ପ୍ରସ୍ତୁତ କରିବା ଉଚିତ । କାରଣ ରୋଷେଇ ପୂର୍ବରୁ ବିନା ସ୍ନାନରେ ମାତା ଅନ୍ନପୂର୍ଣ୍ଣାଙ୍କୁ ପ୍ରାର୍ଥନା କରିବା ଉଚିତ ନୁହେଁ । ସ୍ନାନ ପରେ ରୋଷେଇ କଲେ ସେହି ଖାଦ୍ୟ ଅଧିକ ସ୍ୱାସ୍ଥ୍ୟବର୍ଦ୍ଧକ ହୋଇଥାଏ ।

୪ . ଖାଦ୍ୟ ବନାଇବା ପରେ ପ୍ରଥମ ଭୋଗ ଭଗବାନ , ଦ୍ଵିତୀୟ ଗୋମାତା ଏବଂ ତୃତୀୟ କୁକୁରକୁ ଦେବା ଉଚିତ । ଏହାଦ୍ବାରା ଘରେ ଶାନ୍ତି ବଜାୟ ରହିଥାଏ ।

୫ . ବିଶେଷ କରି ସୂର୍ଯ୍ୟାସ୍ତ ପରେ କେହିବି ମୁଣ୍ଡ କୁଣ୍ଡାଇବା ଉଚିତ ନୁହେଁ । ଏହାଦ୍ବାରା ଘରକୁ ନକରାତ୍ମକତା ଆସିଥାଏ । ଏହାଦ୍ବାରା ଦେବୀ ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି ।

୬ . ଘରେ ସବୁ ଲୋକ ଶାନ୍ତ ରହିବା ଉଚିତ । ବିବାଦ କଳହ କରିବା ଦ୍ୱାରା ଘରେ ନକରାତ୍ମକତା ସୃଷ୍ଟି ହୋଇଥାଏ । ଖାସ କରି ମହିଳା ମାନେ ବାରମ୍ବାର କ୍ରୋଧିତ ହେବା ଏବଂ ଝଗଡ଼ା କରିବା ଆଦୋୖ ଉଚିତ ହୋଇ ନଥାଏ ।

୭ . ଘରର ସିନ୍ଧୁକର କବାଟ ଉତ୍ତର ଦିଗକୁ ଖୋଲିବା ଉଚିତ । ସିନ୍ଧୁକରେ ଭଗବାନ କୁବେରଙ୍କ ଫୋଟ ରଖିଲେ ଅଧିକ ଧନ ଲାଭ ହୋଇଥାଏ । ଏହାର ସାମ୍ନାରେ ଏକ ମିରର ଲଗାଇଲେ ଧନରେ ବୃଦ୍ଧି ଦେଖା ଦେବ ।

୮ . ଘରର ଉତ୍ତର ପୁର୍ବ ଭାଗ ପ୍ରତି ଅଧିକ ଧ୍ୟାନ ରଖନ୍ତୁ । ଏହି ଅଂଶ ବାସ୍ତୁ ଅନୁଯାୟୀ ଅତ୍ୟନ୍ତ ପବିତ୍ର ଅଟେ ତେଣୁ ଏହି ଅଂଶକୁ ସର୍ବଦା ପରିଷ୍କାର ରଖନ୍ତୁ । ଏହି ଅଂଶରେ ସିଡ଼ି ନିର୍ମାଣ କରନ୍ତୁ ନାହିଁ ।

୯ . ଘରର ମଧ୍ୟ ଭାଗରେ ମନ୍ଦିର ବନାଇ ପାରିବେ ନଚେତ ଏକ ଉଚ୍ଚ ସ୍ଥାନ କରି ତୁଳସୀ ଗଛ ରଖି ପାରିବେ । ତଥାପି ଯଦି ଆପଣ ନକରନ୍ତି ତେବେ ଏହାକୁ ଅତିକମରେ ସବୁବେଳେ ପରିଷ୍କାର ରଖି ପାରିବେ ।

୧୦ . ଯଦି ସ୍ତ୍ରୀ ପ୍ରତ୍ୟେକ ଦିନ ସକାଳୁ ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଏକ ହଳଦୀ ପାଣି ପୂର୍ଣ୍ଣ ଲୋଟା ରଖି ” ଓଁ ମହା ଲକ୍ଷ୍ମୈ ନମଃ ” ମନ୍ତ୍ର ଜପ କରେ ଏବଂ ତାପରେ ସେହି ଜଳକୁ ପୁରା ଘରେ ସିଞ୍ଚନ କରେ ତେବେ ତାର ସ୍ୱାମୀଙ୍କ ଭାଗ୍ୟ ଖୋଲିଯିବ ଏବଂ ସବୁ କ୍ଷେତ୍ରରେ ସଫଳତା ମଧ୍ୟ ମିଳିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *