Excuse Me Odisha

ଯାହା କହିବୁ ସତ କହିବୁ

୧୭୨ ବର୍ଷ ପରେ ମହାସଂଯୋଗ । ନଭେମ୍ବର ୧୨ ଦୀପାବଳିରେ ଏହି ଚାରୋଟି ରାଶି ହେବେ ଭାଗ୍ୟଶାଳୀ ।

ସେୟାର୍ କରନ୍ତୁ

ଦୀର୍ଘ ୧୭୨ ବର୍ଷ ପରେ ଆସନ୍ତା ଦୀପାବଳି ପାଞ୍ଚଟି ରାଶିର ଭାଗ୍ୟକୁ ମାତା ଲକ୍ଷ୍ମୀ ବଦଳାଇବାକୁ ଯାଉଛନ୍ତି । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସେହି ସବୁ ରାଶି ମାନଙ୍କ ବିଷୟରେ କହିବୁ ।

୧ . ମେଷ ରାଶି:-

ଏହି ଦୀପବଳୀ ଠାରୁ ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପଦ୍ରୁଷ୍ଟି ରହିବାକୁ ଯାଉଛି । ଏମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବାକୁ ଯାଉଛି । କୌଣସି ପାରିବାରିକ ସମସ୍ୟା ଦୂର ହେବାକୁ ଯାଉଛି । ଏମାନେ ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରିବେ । ଭାଗ୍ୟର ସହଯୋଗ ଦ୍ୱାରା ଏମାନେ ପ୍ରଗତି ଦିଗରେ ଅଗ୍ରସର ହେବେ । ଆକସ୍ମିକ ଧନଲାଭର ଯୋଗ ରହିଛି । ନିଜ ଭାଗ୍ୟ ବଳରେ ଏମାନେ ସବୁ କାର୍ଯ୍ୟରେ ସଫଳ ହେବେ । କୌଣସି ନୂତନ କାର୍ଯ୍ୟରେ ଉନ୍ନତି ପ୍ରାପ୍ତ ହେବ ।

୨ . ବୃଷ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ବର୍ଷିବାକୁ ଯାଉଛି । ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତିଙ୍କର ଜୀବନର ସବୁ ସମସ୍ୟା ଦୂର ହେବାକୁ ଯାଉଛି । ଆର୍ଥିକ ସ୍ଥିତି ଭଲ ହେବାକୁ ଯାଉଛି ଏବଂ ବିଜନେସରେ ଉନ୍ନତି ହେବାକୁ ଯାଉଛି । କୌଣସି ନୂଆ ସମ୍ପତ୍ତି , ଯାନବାହନ ଏବଂ ଇଲେକ୍ଟ୍ରନିକ ଜିନିଷ କିଣିବେ । ମାତା ଲକ୍ଷ୍ମୀଙ୍କ କୃପାରୁ ବିଦ୍ୟାର୍ଥୀ ମାନଙ୍କର ଲାଭ ହେବାକୁ ଯାଉଛି । ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବା ସହିତ ବେରୋଜଗାରୀଙ୍କୁ ଚାକିରୀ ମିଳିବାକୁ ଯାଉଛି । ବ୍ୟବସାୟରେ ପ୍ରଚୁର ଲାଭ ହେବା ସହିତ ଘର ପରିବାରରେ ଖୁସି ଆସିବାକୁ ଯାଉଛି ।

୩ . କୁମ୍ଭ ରାଶି:-

ମାତା ଲକ୍ଷ୍ମୀଙ୍କ କୃପା ଏହି ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିବାକୁ ଯାଉଛି । ଧନ ଲାଭର ସୁଯୋଗ ସହିତ ଚାକିରୀରେ ପଦୋନ୍ନତି ଏବଂ ବ୍ୟବସାୟରେ ଅଧିକ ଲାଭ ହେବାକୁ ଯାଉଛି । ପରିବାରରେ ସୁଖ ସମୃଦ୍ଧି ଏବଂ ପ୍ରେମ ସମ୍ବନ୍ଧରେ କିଛି ଖୁସି ଖବର ମିଳିବାକୁ ଯାଉଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବାକୁ ଯାଉଛି ।

୪ . କନ୍ୟା ରାଶି:-

ମାତା ଲକ୍ଷ୍ମୀଙ୍କ କୃପାରୁ ଏହି ଦୀପାବଳି ଠାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । କାହାଠାରୁ ନେଇଥିବା କରଜ ଆପଣ ଫେରାଇ ଦେବେ । ଆପଣଙ୍କର ମନ ପ୍ରସନ୍ନ ରହିବାକୁ ଯାଉଛି । ଅଟକି ରହିଥିବା କାର୍ଯ୍ୟ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଏବଂ ଆପଣଙ୍କୁ ପ୍ରଚୁର ଖୁସି ମିଳିବାକୁ ଯାଉଛି ।

୫ . ତୁଳା ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ବର୍ଷିବାକୁ ଯାଉଛି । ହଠାତ ଧନଲାଭର ସୁଯୋଗ ରହିଛି ଏବଂ ଖୁସି ମଧ୍ୟ ମିଳିବାକୁ ଯାଉଛି । ବେରୋଜଗାର ଥିବା ଲୋକଙ୍କୁ ମନ ମୁତାବକ ଚାକିରୀ ମିଳିବାକୁ ଯାଉଛି ।କୌଣସି କୋର୍ଟ କଚେରୀ ମାମଲାର ଭଲ ସମାପ୍ତି ହେବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କର ଅଶେଷ କୃପା ପ୍ରାପ୍ତ ହେବାକୁ ଯାଉଛି ।

୬ . ସିଂହ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଏହି ଦୀପାବଳି ଠାରୁ ମୁଁ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତ ହେବାକୁ ଯାଉଛି । ଏହି ବ୍ୟକ୍ତି ମାନେ ଯଦି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ତେବେ ସେଥିରେ ନିଶ୍ଚୟ ସଫଳ ହେବେ । ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କ ଜୀବନରେ କୌଣସି ଆର୍ଥିକ ସମସ୍ୟା ରହିବ ନାହିଁ । ବ୍ୟାପାର ଏବଂ ବାଣିଜ୍ୟ ଉଭୟ କ୍ଷେତ୍ରରେ ଏମାନଙ୍କୁ ଲାଭ ପ୍ରାପ୍ତ ହେବ । ଚାକିରୀ କରୁଥିବା ବ୍ୟକ୍ତିଙ୍କର ପ୍ରମୋଶନ ହେବ । ଏହି ବ୍ୟକ୍ତିଙ୍କର ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *