Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀ ଏପରି ଶୋଇଲେ,ଘରକୁ ଆସିଥାନ୍ତି ମା ଲକ୍ଷ୍ମୀ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ତ୍ରୀ ଏପରି ଶୋଇଲେ ହିଁ ହୋଇଥାନ୍ତି କୋଟିପତି।

ବନ୍ଧୁଗଣ ମହିଳା ମାନଙ୍କର ଶୋଇବାର ଢାଞ୍ଚା ସେମାନଙ୍କର ବ୍ୟକ୍ତିତ୍ୱ ବିଷୟରେ ଜଣାଇଥାଏ। ଆପଣଙ୍କ ଜୀବନରେ କେତେ ଧନ ସମ୍ପତ୍ତି ଏବଂ ସୁଖ ଆପଣଙ୍କୁ ମିଳିଥାଏ ଏହି ଶୋଇବା ଯୋଗୁ। ଏଣୁ ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଜାଣିବା ନାରୀମାନେ କିପରି ଶୋଉଥିଲେ ସେମାନଙ୍କର କିପରି ଚରିତ୍ରର ହୋଇଥାନ୍ତି ଏବଂ ନିଜର ଶୋଇବାର ଢାଞ୍ଚାକୁ ଚେଞ୍ଚ କରି ନିଜର ଭାଗ୍ୟ ଉଦୟ ବି କରିପାରିବେ। କିଛି ମହିଳା ନଉଟିକି ଶୋଇବାକୁ ପସନ୍ଦ କରନ୍ତି କିଛି ମହିଳା ଗୋଡ଼ ମାଡି ଶୋଇଥାନ୍ତି। ମହିଳାଙ୍କ ଶୋଇବା ଢାଞ୍ଚା ତାଙ୍କ ବ୍ୟକ୍ତିତ୍ୱ ବିଷୟରେ କହିଥାଏ। ତେବେ ଆସନ୍ତୁ ଜାଣିବା।

ପ୍ରଥମ। ସିଧା ଭାବରେ ଶୋଉଥିବା ନାରୀ ବିଷୟରେ। ବନ୍ଧୁଗଣ ଯେଉଁ ନାରୀ ସିଧା ହୋଇ ସୋଇଥାଏ ହାତ ଦୁଇଟିକୁ ନାଁ ବଙ୍କା ରଖେ ନାଁ ପାଦକୁ ବଙ୍କା ରଖିଥାଏ ଏହିପରି ନାରୀମାନଙ୍କୁ ସେମାନଙ୍କର ଜୀବନଶୈଳୀ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏହିପରି ନାରୀମାନେ ନିଜ ଜୀବନରେ ଅନେକ କିଛି ପାଇବାର ଆଶା ରଖିଥାନ୍ତି। ବଡ଼ ବଡ଼ ସ୍ୱପ୍ନ ଦେଖୁଥିବା ଏହି ନାରୀ ମାନଙ୍କର ଇଛା ପୂରଣ କରିପାରୁଥିବା ମଣିଷକୁ ହିଁ ସେମାନେ ଅତ୍ୟନ୍ତ ପସନ୍ଦ କରିଥାନ୍ତି। ଏମାନେ ପୁରା ସକରାତ୍ମକତା ଭରା ନିଦରେ ଶୋଇଥାନ୍ତି।

ଦ୍ୱିତୀୟ। ଯେଉଁ ନାରୀ ବନ୍ଧୁଗଣ ପେଟ ମାରି ଶୋଉଥିବେ ସେମାନେ ଅତ୍ୟନ୍ତ ଦାୟିତ୍ବହୀନ ହୋଇଥାନ୍ତି। ଏମାନଙ୍କୁ ଏପରି ପୁରୁଷ ପସନ୍ଦ ହୋଇଥାନ୍ତି ଯିଏକି କଥା କଥାରେ ଆଚମ୍ବିତ କରିବେ। ଉଦାସୀନ ବା ସାଧାସିଧା ପୁରୁଷ ମାନଙ୍କୁ ଏମାନେ ପାଖରେ ବି ବସିବାକୁ ମଧ୍ୟ ଦିଅନ୍ତି ନାହିଁ।

ତୃତୀୟ। ବାମ ଗୋଡ଼ ମାଡି ଶୋଉଥିବା ନାରୀ। ବନ୍ଧୁଗଣ ବିଜ୍ଞ ଲୋକମାନଙ୍କର କଥା ଅନୁସାରେ ବାମ କର ମାଡି ଶୋଉଥିବା ନାରୀ ଅତ୍ୟନ୍ତ ଭଲ ହୋଇଥାନ୍ତି ଏବଂ ସେମାନଙ୍କର ନିଦ ମଧ୍ୟ ଭଲ ହୋଇଥାଏ ଏବଂ ଦୁସ୍ୱପ୍ନ ମାନ ମଧ୍ୟ ଆସିନଥାଏ। ବନ୍ଧୁଗଣ ସାଧାରଣରେ ଯେଉଁ ନାରୀ ବାମ କର ମାଡି ଶୋଇଥାନ୍ତି ସେହି ନାରୀମାନେ ପରିବର୍ତନକୁ ଗ୍ରହଣ କରିପାରନ୍ତି ନାହିଁ। ଏପରି ନାରୀମାନେ କଥା କହିବାରେ ମାହୀର ହୋଇଥାନ୍ତି। ଏମାନଙ୍କୁ ନେତୃତ୍ୱ ଗ୍ରହଣ କରୁଥିବା ପୁରୁଷ ଅତ୍ୟନ୍ତ ପସନ୍ଦ ହୋଇଥାନ୍ତି।

ଚତୁର୍ଥ। ତକିଆ ଉପରେ ହାତ ରଖି ଶୋଉଥିବା ନାରୀମାନଙ୍କର ବିଷୟରେ। ବନ୍ଧୁଗଣ ନାରୀଟି ଯେଉଁ କର ମାଡି ଶୋଇଥାଉନା କାହିଁକି କିନ୍ତୁ ନିଜର ହାତକୁ ତକିଆ ଉପରେ ରଖି ଶୋଇଥାନ୍ତି ଏମାନେ ଅତ୍ୟନ୍ତ ଗମ୍ଭୀର ସ୍ୱଭାବର ହୋଇଥାନ୍ତି। ଏମାନଙ୍କର ଏକ ବହୁତ ବଡ଼ ଦୁର୍ବଳତା ହେଉଛି କି ଏମାନେ ଅତି ସହଜରେ କାହାରିକୁ ବି ବିଶ୍ୱାସ କରି ନିଅନ୍ତି।

ପଞ୍ଚମ। ତକିଆକୁ ଧରି ଶୋଇବା। ତକିଆକୁ ଜାବୁଡି ଧରି ଶୋଉଥିବା ନାରୀମାନେ ଅତ୍ୟନ୍ତ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି। ଏମାନଙ୍କର ଏକ ସ୍ୱତନ୍ତ୍ର କଳ୍ପନାର ଦୁନିଆ ରହିଥାଏ ଯେଉଁଠି ଏମାନେ ବଞ୍ଚି ରହିବାକୁ ପସନ୍ଦ କରିଥାନ୍ତି। ଏମାନଙ୍କର ସୁଚାରୁ ରୂପେ ଦାୟିତ୍ୱ ତୁଲାଇ ପାରୁଥିବା ଅବା ଯତ୍ନ ନେଇ ପାରୁଥିବା ପୁରୁଷ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ଏବଂ ଏମାନଙ୍କୁ ଅତ୍ୟନ୍ତ ପ୍ରେମ କରିଥିବା ପୁରୁଷ ମାନେ ମଧ୍ୟ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି।

ଷଷ୍ଠ। ଚାଦର ଘଡି ହୋଇ ଶୋଉଥିବା ନାରୀ। ଯେଉଁ ନାରୀ ଚାଦର ଘଡେଇ ହୋଇ ଓ ସଳଖ ହୋଇ ଶୋଇଥାନ୍ତି ଏମାନଙ୍କୁ ପ୍ରକୃତ ଘରଣୀ ବୋଲି କହିଥାନ୍ତି। ଏମାନେ ପରମ୍ପରାରେ ବାନ୍ଧି ହୋଇରହିଥାନ୍ତି ଏବଂ ଏମାନେ ଏମାନଙ୍କର ଜୀବନରେ ଆସୁଥିବା ପୁରୁଷଙ୍କ ଠାରେ କୌଣସି ବି ଆଶା ରଖିନଥାନ୍ତି। ଏମାନେ ସାଧାସିଧା ପୁରୁଷଙ୍କୁ ପସନ୍ଦ କରିଥାନ୍ତି।

ସପ୍ତମ। ଛାତି ଉପରେ ହାତ ରଖି ଶୋଉଥିବା ନାରୀମାନେ। ଛାତି ଉପରେ ହାତ ରଖି ଶୋଉଥିବା ନାରୀମାନେ ନିଜର ପରିବାର ପ୍ରତି ସମ୍ପୂର୍ଣ ସମର୍ପିତ ହେବା ସହିତ ସଚୋଟ ଓ ନିର୍ଭୀକ ମଧ୍ୟ ହୋଇଥାନ୍ତି। ଏମାନଙ୍କ ପାଇଁ ପରିବାରର ଖୁସି ହିଁ ସବୁକିଛି ହୋଇଥାଏ। ଏପରି ନାରୀ ମାନଙ୍କୁ ଘରର ଦାୟିତ୍ୱ ନେଇପାରୁଥିବା ପୁରୁଷମାନେ ପସନ୍ଦ ହୋଇଥାନ୍ତି।

ଅଷ୍ଟମ। ଅଧିକ ଯାଗା ମାଡିକରି ଶୋଉଥିବା ନାରୀ। ଅନେକ ମହିଳାମାନେ ଅଧିକ ଜାଗା ମାଡିକି ଶୋଇବାକୁ ପସନ୍ଦ କରିଥାନ୍ତି। ଏପରି ମହିଳାମାନେ ସାହାସି ସ୍ୱଭାବର ହୋଇଥାନ୍ତି ମାଦକ ହୋଇଥାନ୍ତି। ଏପରି ମହିଳାମାନେ କାହାରିବି ଖୁବ ଶୀଘ୍ର ମିତ୍ର ହୋଇଯାଇଥାନ୍ତି। ଏମାନଙ୍କୁ ହସ ଖୁସି ପୁରୁଷ ଓ କଟକଣା ଭିତରେ ରଖୁନଥିବା ପୁରୁଷ ଅତ୍ୟନ୍ତ ପସନ୍ଦ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *