Excuse Me Odisha

ଯାହା କହିବୁ ସତ କହିବୁ

ଅକ୍ଟୋବର ୨୦୨୩ , ଦୀର୍ଘ ପାଞ୍ଚ ବର୍ଷ ପରେ ଘଟୁଛି ମହାସଂଯୋଗ । ଏହି ପାଞ୍ଚଟି ରାଶି ହେବେ ଭାଗ୍ୟବାନ ।

ସେୟାର୍ କରନ୍ତୁ

ଅକ୍ଟୋବର ମାସ ୨୦୨୩ ରେ ଗ୍ରହରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଯେଉଁ କାରଣରୁ କିଛି ରାଶିର ବ୍ୟକ୍ତି ବିଶେଷଙ୍କୁ ଅନେକ ଶୁଭ ଫଳ ମିଳିବାକୁ ଯାଉଥିବା ବେଳେ ଆଉ କିଛି ରାଶିକୁ ଅଶୁଭ ଫଳ ମିଳିବାକୁ ଯାଉଛି । ଦୀର୍ଘ ବର୍ଷ ପରେ ଅଦ୍ଭୁତ ସଂଯୋଗ କାରଣରୁ 5 ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ଏମାନଙ୍କ ଉପରେ ସ୍ବୟଂ ମାତା ଲକ୍ଷ୍ମୀଙ୍କ କୃପା ବର୍ଷା ହେବାକୁ ଯାଉଛି । କହିରଖିବୁ ଯେ ପ୍ରତ୍ୟେକ ବ୍ୟକ୍ତିର ଭାଗ୍ୟ ଭବିଷ୍ୟତ ଗ୍ରହର ଚଳନ ଉପରେ ନିର୍ଭର କରିଥାଏ । ଅନେକ ସମୟରେ ଗ୍ରହ ସଠିକ ସ୍ଥିତିରେ ଥିଲେ କମ ପରିଶ୍ରମରେ ମଧ୍ୟ ସଫଳତା ମିଳିଥାଏ । ଆଉ କେତେକ ସମୟରେ ଗ୍ରହର ସ୍ଥିତି ଥିଲା ନରହିଲେ ଯେତେ ପରିଶ୍ରମ କଲେବି ସୁଦ୍ଧା କିଛି ଫଳ ମିଳି ନଥାଏ । ତେବେ ଆଜିକାର ଲେଖାରେ ଆମେ ସେହି ପାଞ୍ଚଟି ରାଶି ବିଷୟରେ ଆପଣଙ୍କୁ କହିବୁ ।

୧ . ବୃଷ ରାଶି:-

ଏହି ରାଶି ମାନଙ୍କର ଭବିଷ୍ୟତରେ ରାଜଯୋଗର ସମ୍ଭାବନା ରହିଛି । ଏହି ସେପ୍ଟେମ୍ବର ମାସରେ ଏହି ବ୍ୟକ୍ତିଙ୍କର କୌଣସି ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । ଏମାନଙ୍କୁ ନୂତନ କାର୍ଯ୍ୟ କରିବା ନିମନ୍ତେ ଅବସର ପ୍ରାପ୍ତ ହେବ । ଏହି ବ୍ୟକ୍ତି ନୂତନ ସାଙ୍ଗ ବନାଇବେ ଯେଉଁମାନଙ୍କ ସହଯୋଗ ମଧ୍ୟ ପ୍ରାପ୍ତ ହେବ । ଏମାନେ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ । ଆଗାମୀ ସମୟରେ ଏମାନଙ୍କ ମଧ୍ୟରେ ଥିବା ଧନ ଜନିତ ସମସ୍ୟା ଦୂର ହେବ । ଏମାନଙ୍କ ଜୀବନ ସୁଖ ଶାନ୍ତିରେ ଭରିଯିବ ।

୨ . ମିଥୁନ ରାଶି:-

ଏହି ରାଶି ମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ପାରିବାରିକ ଜୀବନରେ ଖସି ଆସିବ । ଜୀବନସାଥିଙ୍କ ସହିତ ସମ୍ପର୍କ ଦୃଢ଼ ହେବ । ଏମାନଙ୍କୁ ଭାଗ୍ୟର ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଏମାନଙ୍କୁ ହଠାତ କୌଣସି ଖୁସି ଖବର ପ୍ରାପ୍ତ ହେବାକୁ ଯାଉଛି । ଏମାନଙ୍କୁ ସଫଳତା ପ୍ରାପ୍ତ ହେବ । ଆଗାମୀ ସମୟରେ ଆକସ୍ମିକ ଧନ ଲାଭର ଯୋଗ ରହିଛି ।

୩ . ସିଂହ ରାଶି:-

ବହୁତ ଜଲଦି ଏମାନଙ୍କ ଜୀବନରେ ଖୁସିର ସମୟ ଆସିବାକୁ ଯାଉଛି । ଏହି ବ୍ୟକ୍ତି ମାନେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କଲେ ନିଶ୍ଚିତ ସଫଳତା ପାଇବେ । ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କ ଜୀବନରେ କୌଣସି ଆର୍ଥିକ ସମସ୍ୟା ରହିବ ନାହିଁ । ବ୍ୟବସାୟ କରୁଥିବା ଲୋକ ଦୁଇଗୁଣା ଲାଭ ପାଇବେ ଏବଂ ଚାକିରୀ କରୁଥିବା ବ୍ୟକ୍ତିର ପ୍ରମୋଶନ ହେବ । ସମାଜରେ ମାନ ସମ୍ମାନର ପ୍ରତିଷ୍ଠା ହେବ ।

୪ . ତୁଳା ରାଶି:-

ଏହି ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ନିଜ ଭାଗ୍ୟ ବଳରେ ଏମାନେ ସବୁ କାର୍ଯ୍ୟରେ ସଫଳତା ପାଇବେ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କଲେ ଏମାନଙ୍କୁ ନିଶ୍ଚୟ ସଫଳତା ପ୍ରାପ୍ତ ହେବ । ଏମାନଙ୍କୁ ଧନର କୌଣସି ଅଭାବ ରହିବ ନାହିଁ । ଏମାନଙ୍କ ଜୀବନରେ ସୁଖ ଏବଂ ଶାନ୍ତିର ପ୍ରତିଷ୍ଠା ହେବ ।

୫ . କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷ ବହୁତ ଜଲଦି ମାଲାମାଲ ହେବାକୁ ଯାଉଛନ୍ତି । ଘଟୁଥିବା ଶୁଭ ସଂଯୋଗ କାରଣରୁ ଜୀବନର ସବୁ ସମସ୍ୟା ଦୂର ହେବ । ଅର୍ଥାତ ଏହି ରାଶିର ବ୍ୟକ୍ତିଙ୍କ ଜୀବନ ଧନ ଧାନ୍ୟରେ ଭରିଯିବ ।

ସେୟାର୍ କରନ୍ତୁ

2 thoughts on “ଅକ୍ଟୋବର ୨୦୨୩ , ଦୀର୍ଘ ପାଞ୍ଚ ବର୍ଷ ପରେ ଘଟୁଛି ମହାସଂଯୋଗ । ଏହି ପାଞ୍ଚଟି ରାଶି ହେବେ ଭାଗ୍ୟବାନ ।

Leave a Reply

Your email address will not be published. Required fields are marked *