Excuse Me Odisha

ଯାହା କହିବୁ ସତ କହିବୁ

ଚୁପଚାପ ଘରର ଏହି ସ୍ଥାନରେ ଲୁଚାଇ ଦିଅନ୍ତୁ ଗୋଟିଏ ” ଲବଙ୍ଗ ” । ମାତ୍ର ଅଳ୍ପ ସମୟ ମଧ୍ୟରେ ହିଁ ଦେଖିବେ ଚମତ୍କାର ।

ସେୟାର୍ କରନ୍ତୁ

ମନୁଷ୍ୟର କର୍ମ ଅନୁଯାୟୀ ହିଁ ଭାଗ୍ୟ ନିଶ୍ଚିତ ହୋଇଥାଏ । କିନ୍ତୁ ମନୁଷ୍ୟ ନିଜର ଭୁଲ କାମର ପରିଣତିକୁ ଭାଗ୍ୟ ଏବଂ ଦୁର୍ଭାଗ୍ୟର ନାମ ଦେଇଥାଏ । ଆଜି ଆମେ ଆପଣଙ୍କୁ ଲବଙ୍ଗର କିଛି ଉପାୟ ବିଷୟରେ କହିବୁ ଯାହା ଆପଣଙ୍କ ଦୁର୍ଭାଗ୍ୟକୁ ସୌଭାଗ୍ୟର ପରିଣତ କରି ପାରିବ । କିନ୍ତୁ ଏସବୁ ପାଇଁ ଧୌର୍ଯ୍ୟର ଆବଶ୍ୟକତା ରହିଛି । ଯେଉଁ ଧୌର୍ଯ୍ୟ ମନୁଷ୍ୟକୁ ନିଜର ଖରାପ ସମୟରେ ମଧ୍ୟ ବଜାୟ ରଖିବା ଉଚିତ । କହିରଖିବୁ ଯେ ସନାତନ ଧର୍ମରେ ଲବଙ୍ଗର ବିଶେଷ ପ୍ରୟୋଗ କରାଯାଏ । ଯାହାକି ରୋଷେଇ ଏବଂ ପୂଜାରେ ବ୍ୟବହୃତ ହୋଇଥାଏ । ଲବଙ୍ଗକୁ ତନ୍ତ୍ରମନ୍ତ୍ରରେ ମଧ୍ୟ ବ୍ୟବହାର କରାଯାଏ ।

କାରଣ ଲବଙ୍ଗ ଶକ୍ତିର କେନ୍ଦ୍ର ହୋଇଥାଏ । ଶନିବାର କିମ୍ବା ରବିବାର ଦିନ ଦିନ ସନ୍ଧ୍ୟା ସମୟରେ ଏକ ପାତ୍ରରେ ଦୁଇଟି ଲବଙ୍ଗ , ପାଞ୍ଚଟି କର୍ପୂର ଏବଂ ଦୁଇଟି ବଡ଼ ଅଳେଇଚ ନେଇ ସମ୍ପୂର୍ଣ୍ଣ ଭାବରେ ଜଳାନ୍ତୁ ଏବଂ ପରେ ସେହି ଅଙ୍ଗାରକୁ ପାଣିରେ ମିଶାଇ ଘରର ମୁଖ୍ୟଦ୍ୱାରରେ ସିଞ୍ଚି ଦିଅନ୍ତୁ । ଏହାଦ୍ବାରା ଶୁକ୍ର ଗ୍ରହ ମଜବୁତ ହେବା ସହିତ ଘରକୁ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଶୁକ୍ର ଗ୍ରହ ଦୁର୍ବଳ ଥିଲେ ପାଣିରେ ଦୁଇ ଚାମଚ ଅଳେଇଚ ପକାଇ ଫୁଟାଇ ତାହାକୁ ସ୍ନାନ ପାଣିରେ ମିଶାଇ ସ୍ନାନ କରନ୍ତୁ । ଏହାଦ୍ବାରା ଶୁକ୍ର ଗ୍ରହର ସମସ୍ତ ଦୋଷ ଦୂର ହୋଇଥାଏ ।

ବ୍ୟବସାୟ କିମ୍ବା ଚାକିରୀରେ ସଫଳତା ପାଇବାକୁ ଚାହୁଁଥିଲେ କେବଳ ଶୁକ୍ରବାର ଦିନ ଗୋଟିଏ ଅଳେଇଚ ନେଇ ସେଥିରୁ ଦୁଇଟି ଦାନା ବାହାର କରି ସେଥିରେ ଚିନି ମିଶାଇ ଅଶ୍ୱତ୍ଥ ବୃକ୍ଷ ତଳେ ରଖି ଦିଅନ୍ତୁ ଏବଂ ନିଜର ମନସ୍କାମନା କହି ପଛକୁ ନବୁଲି ଘରକୁ ପଳାଇ ଆସନ୍ତୁ । ଆର୍ଥିକ ସମସ୍ୟା ଥିଲେ କୌଣସି ମଙ୍ଗଳବାର ଦିନ ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ସାମ୍ନାରେ ସୋରିଷ ତେଲରେ ଦୀପରେ ଦୁଇଟି ଲବଙ୍ଗ ପକାଇ ଦୀପ ଜଳାନ୍ତୁ । ଶ୍ରୀହନୁମାନଙ୍କୁ ନିଜର ସବୁ ମନ କଥା କହି ଦିଅନ୍ତ ଏବଂ କାର୍ଯ୍ୟରେ ମନ ଲଗାଇ ପରିଶ୍ରମ କରନ୍ତୁ , ସଫଳତା ନିଶ୍ଚୟ ମିଳିବ ।

ବିବାହ ସମ୍ପର୍କିତ କୌଣସି ସମସ୍ୟା ଥିଲେ ଶୁକ୍ରବାର ଦିନ ଦୁଇଟି ଅଳେଇଚ ଏବଂ ମିଶ୍ରି ନେଇ କୌଣସି ନଦୀ ପାଖରେ ଏକ ପତ୍ର ଉପରେ ତାହାକୁ ରଖି ନିଜର ମନସ୍କାମନା କହି ଦିଅନ୍ତୁ ଏବଂ ତାହାକୁ ଜଳାଶୟରେ ଭସାଇ ପଛକୁ ନବୁଲି ଘରକୁ ପଳାଇ ଆସନ୍ତୁ । ଆର୍ଥିକ ସମସ୍ୟା ଥିଲେ ସବୁଜ ଅଳେଇଚ କୌଣସି କିନ୍ନରଙ୍କୁ ଦାନ କରି ଦିଅନ୍ତୁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ମତାନ୍ତର ଥିଲେ ଶୁକ୍ରବାର ଦିନ ଶ୍ରୀକୃଷ୍ଣଙ୍କ ଆରାଧନା କରି ତିନୋଟି ଅଳେଇଚ ନିଜ ଦେହରେ ସ୍ପର୍ଶ କରାଇ ତାହାକୁ ଏକ ରୁମାଲରେ ବାନ୍ଧି ରଖି ଦିଅନ୍ତୁ । ଆଗାମୀ ଦିନ ଏହାକୁ ତରକାରୀରେ ପକାଇ ନିଜେ ଖାଇବା ସହିତ ନିଜ ପାର୍ଟନରଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତୁ । ଦେଖିବେ ସବୁ ସମସ୍ୟା କିଛି ଦିନ ମଧ୍ୟରେ ଶେଷ ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *