Excuse Me Odisha

ଯାହା କହିବୁ ସତ କହିବୁ

୫୦୦ ବର୍ଷ ପରେ ଗଣେଶ ଚତୁର୍ଥୀରେ ଘଟୁଛି ମହା ସଂଯୋଗ । ଚାରୋଟି ରାଶି ହେବେ କୋଟିପତି ।

ସେୟାର୍ କରନ୍ତୁ

ସେପ୍ଟେମ୍ବର ୧୯ , ୨୦୨୩ ରେ ପାଳିତ ହେବାକୁ ଯାଉଛି ଗଣେଶ ଚତୁର୍ଥୀ । ଚଳିତ ବର୍ଷ ଗଣେଶ ଚତୁର୍ଥୀ କାରଣରୁ ବିଶାଳ ମହା ସଂଯୋଗ ଦେଖିବାକୁ ମିଳିବ । ଯେଉଁ କାରଣରୁ ମାତା ଲକ୍ଷ୍ମୀ ଏବଂ ଶ୍ରୀଗଣେଶଙ୍କ କୃପା କିଛି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ରହିବାକୁ ଯାଉଛି । ଯେଉଁ କାରଣରୁ ଏମାନଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିବା ସହିତ ଅସୀମ ସୁଖ ପ୍ରାପ୍ତ ହେବାକୁ ଯାଉଛି । ତେବେ ଚାଲନ୍ତୁ ସେହି ରାହିଁ ଗୁଡ଼ିକ ବିଷୟରେ ଜାଣିନେବା ।

୧ . ବୃଷ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଭଗବାନ ଗଣେଶଙ୍କର ଅପାର କୃପା ଦୃଷ୍ଟି ରହିବାକୁ ଯାଉଛି । ପରିବାରରେ ଖୁସିର ବାତାବରଣ ଖେଳିବାକୁ ଯାଉଛି । ମାତା ଲକ୍ଷ୍ମୀ ସେମାନଙ୍କ ପ୍ରତି ଦୟାଶୀଳ ରହିବେ । ବିଜନେସରେ ଭଲ ଲାଭ ସହିତ ଧାର୍ମିକ କାର୍ଯ୍ୟରେ ମନ ଲାଗିବ । କୋର୍ଟ କଚେରୀ ମାମଲାରେ ସଫଳ ହେବାକୁ ଯାଉଛନ୍ତି । ଶିକ୍ଷା ଏବଂ ଆୟ କ୍ଷେତ୍ରରେ ବୃଦ୍ଧି ହେବ । ବେରୋଜଗାରଙ୍କୁ ମନ ମୁତାବକ ଚାକିରୀ ମିଳିବ । ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶ ଅପାର କୃପା ରଖିବାକୁ ଯାଉଛନ୍ତି ।

୨ . ମେଷ ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭୁ ଗବେଶ ଅତ୍ୟନ୍ତ ଖୁସି ରହିବାକୁ ଯାଉଛନ୍ତି । ଚାକିରୀ କରୁଥିବା ବ୍ୟକ୍ତିଙ୍କର ପ୍ରମୋଶନ ହେବ ଏବଂ ଜୀବନସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରିବେ । କାର୍ଯ୍ୟ , ଆୟ ଏବଂ ସମ୍ମାନ କ୍ଷେତ୍ରରେ ଅବିବୃଦ୍ଧି ହେବ । ବେରୋଜଗାର ଥିବା ଲୋକଙ୍କୁ ମନ ମୁତାବକ ଚାକିରୀ ମିଳିବାକୁ ଯାଉଛି । ପ୍ରଭୁ ଗଣେଶ ଏବଂ ମାତା ଲକ୍ଷ୍ମୀ ଏହି ବ୍ୟକ୍ତିଙ୍କ ଉପରେ ଅପାର କୃପା ରଖିବାକୁ ଯାଉଛନ୍ତି ।

୩ . ସିଂହ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଅପାର କୃପା ରହିବାକୁ ଯାଉଛି । ଜୀବନରେ ଧନ ଜନିତ ସମସ୍ୟାର ଅନ୍ତ ହେବାକୁ ଯାଉଛି । କାର୍ଯ୍ୟରେ ବାଧା ରହିବ ନାହିଁ ଏବଂ ଚାକିରୀ କରୁଥିବା ବ୍ୟକ୍ତି ପ୍ରମୋଶନ ପାଇବେ । ଏହି ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ ଗଣେଶ ଅତ୍ୟନ୍ତ ପ୍ରସନ୍ନ ରହିବେ ।

୪ . ତୁଳା ରାଶି:-

ଭଗବାନ ଗଣେଶଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କର ଅଟକି ରହିଥିବା କାର୍ଯ୍ୟ ସଫଳ ହେବ ଏବଂ ଆର୍ଥିକ ଲାଭ ମଧ୍ୟ ହେବାକୁ ଯାଉଛି । ଅବିବାହିତ ବ୍ୟକ୍ତିଙ୍କର ବିବାହର ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତିଙ୍କୁ କ୍ରୋଧ ଉପରେ ସଂଯମତା ରକ୍ଷା କରିବାର ଆବଶ୍ୟକତା ରହିଛି । ପୂର୍ବ ଯୋଜନା ମୁତାବକ କାର୍ଯ୍ୟ କଲେ କାର୍ଯ୍ୟରେ ସଫଳତା ମିଳିବ । ବିଜନେସ କରୁଥିବା ବ୍ୟକ୍ତିଙ୍କର ଭଲ ଲାଭ ହେବ ।

୫ . କୁମ୍ଭ ରାଶି:-

ଭଗବାନ ଗଣେଶଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଖୁସିର ଆଗମନ ହେବାକୁ ଯାଉଛି । କାର୍ଯ୍ୟରେ ସଫଳ ହେବାକୁ ଯାଉଛନ୍ତି । ପୂର୍ବରୁ କରିଥିବା ପରିଶ୍ରମର ଫଳ ପାଇବାକୁ ଯାଉଛନ୍ତି । ବୈବାହିକ ଜୀବନରେ ମଧୁରତା ଆସିବାକୁ ଯାଉଛି । ପ୍ରେମ ସମ୍ବନ୍ଧ ବିବାହରେ ପରିଣତ ହେବାକୁ ଯାଉଛି ।

୬ . କନ୍ୟା ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ରହିବାକୁ ଯାଉଛି । ବ୍ୟବସାୟ କରୁଥିବା ବ୍ୟକ୍ତି ବ୍ୟବସାୟରେ ଭଲ ଲାଭ କରିବାକୁ ଯାଉଛନ୍ତି । ବେରୋଜଗାର ଥିବା ଲୋକଙ୍କୁ ମନ ମୁତାବକ ଚାକିରୀ ମିଳିବାକୁ ଯାଉଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *