Excuse Me Odisha

ଯାହା କହିବୁ ସତ କହିବୁ

ଭାଗ୍ୟକୁ ପକେଟରେ ରଖନ୍ତି ଏହି ୩ଟି ଚିହ୍ନ ଥିବା ଲୋକ, ଏମାନଙ୍କୁ ଧନୀ ହେବାକୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ

ସେୟାର୍ କରନ୍ତୁ

ଏହି କଥା ଆପଣ ଜାଣିଥିବେ ଯେ ଏହି ସୃଷ୍ଟିରେ ଯାହା ମଧ୍ୟ ଘଟେ , ତାହାର ସଂକେତ ଆମକୁ ପୂର୍ବରୁ ହିଁ ମିଳିଯାଏ। ସେହିଭଳି ଯଦି ଆମ ଶରୀରର କୌଣସି ଅଙ୍ଗରେ କଳାଜାଇ , ଆଙ୍ଗୁଠିର ନଖର ଧନୁଶାକାର ଧଳା ହେବା ଇତ୍ୟାଦି ହେବା ଦ୍ୱାରା ଏସବୁର କିଛି ନା କିଛି ସଂକେତ ହୋଇଥାଏ। କିନ୍ତୁ ଆମକୁ ଏହି ସମ୍ବନ୍ଧରେ ଜଣା ନଥାଏ କି ଏହାର ଅର୍ଥ କଣ ଆମେ ଜାଣି ନଥାଉ। ଆଜି ଆମେ ଏହି ସମ୍ବନ୍ଧରେ କିଛି ଏମିତି ଚିହ୍ନ ବିଷୟରେ କହିବାକୁ ଯାଉଛୁ , ଯାହାକି ଧନୀ ଲୋକଙ୍କ ଶରୀରରେ ମିଳିଥାଏ। ଏହି ସମ୍ବନ୍ଧରେ ଆମେ ଆପଣଙ୍କୁ ନିମ୍ନରେ କହିବାକୁ ଯାଉଛୁ।

ଆମ ଶରୀରରେ ଏପରି ଅନେକ ଚିହ୍ନ ଅଛି , ଯାହା ବିଷୟରେ ଏପରି ରହସ୍ୟ ଲୁଚି ରହିଛି ଯାହା ଆମେ ଜାଣିନଥାଉ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶରୀରର ବିଭିନ୍ନ ସ୍ଥାନରେ ଥିବା କଳାଜାଇର ଭିନ୍ନ ମହତ୍ତ୍ୱ ରହିଥାଏ ବୋଲି ବିବେଚନା କରାଯାଏ , କିନ୍ତୁ ଲକ୍ଷରେ ବହୁତ କମଲୋକ ଏମିତି ରହିଥାନ୍ତି , ଯାହାର ଶରୀରରେ ଏଭଳି ଚିହ୍ନ ମିଳିଥାଏ। ଶାସ୍ତ୍ରରେ ତାଙ୍କୁ ରାଜ ଯୋଗର ସଙ୍କେତ ମଧ୍ୟ କୁହାଯାଏ। ଏହି ଚିହ୍ନଗୁଡ଼ିକ ବିଷୟରେ ଆମେ ଆପଣଙ୍କୁ ନିମ୍ନରେ କହିଛୁ।

ଆମ ସମାଜରେ କିଛି ଲୋକ ଅଛନ୍ତି ଯେଉଁମାନଙ୍କର ପାପୁଲି ମଝିରେ ରଥ , ଚକ , ତୀର କିମ୍ବା ପତାକାର ଚିହ୍ନ ଥାଏ , ତାଙ୍କ ବିଷୟରେ କୁହାଯାଇଛି କି ଏହି ଲୋକମାନେ ଶାସନ କରଥାନ୍ତି। ଏପରି ଲୋକ, ଯେଉଁମାନଙ୍କର ପାପୁଲି ମଝିରେ କଳାଜାଇ ଥାଏ , ସେମାନେ ବହୁତ ଧନୀ ହୋଇଥାନ୍ତି। ସେମାନଙ୍କୁ ସମାଜରେ ସମ୍ମାନ ମିଳିଥାଏ ଏବଂ ଏପରି ଲୋକ ନିଜ ଜୀବନରେ ବହୁତ ଉନ୍ନତି କରଥାନ୍ତି।

ଆମ ସମାଜରେ ବହୁତ କମ ଲୋକ ଅଛନ୍ତି , ଯେଉଁମାନଙ୍କର ପାଦରେ ଚକ୍ର କିମ୍ବା ପଦ୍ମର ଚିହ୍ନ ଥାଏ , ଶାସ୍ତ୍ରରେ ବିଶ୍ୱାସ କରାଯାଏ ଯେ , ଏମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ରହିଥାଏ , ଏମାନେ କୋଟି କୋଟିର ମାଲିକ ହୋଇଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ଆଶୀର୍ବାଦ ପ୍ରାପ୍ତ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *