Excuse Me Odisha

ଯାହା କହିବୁ ସତ କହିବୁ

ସେପ୍ଟେମ୍ବର ୬ ଜନ୍ମାଷ୍ଟମୀ ଅବସରରେ ଏହି ୬ ଟି ରାଶି ହେବେ କୋଟିପତି । ରହିବ ଭଗବାନ ଶ୍ରୀକୃଷ୍ଣଙ୍କ ଅପାର କୃପା ।

ସେୟାର୍ କରନ୍ତୁ

ଚଳିତ ବର୍ଷ ଜନ୍ମାଷ୍ଟମୀ ଠାରୁ କିଛି ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ସେମାନେ କୋଟିପତି ହେବାକୁ ଯାଉଛନ୍ତି । ଜୀବନରେ ଅନେକ ପ୍ରକାରର ପରିବର୍ତ୍ତନ ଆସିବାକୁ ଯାଉଛି ।

୧ . ମେଷ ରାଶି:-

ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କର ଚାକିରୀରେ ପ୍ରୋମଶନ ହେବ । ଜୀବନସାଥୀଙ୍କ ସହିତ ଖୁସିର ସମୟ ବିତାଇବାକୁ ଯାଉଛନ୍ତି । ଆୟରେ ବୃଦ୍ଧି ହେବା ସହିତ ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବାକୁ ଯାଉଛି । ବେରୋଜଗାରଙ୍କୁ ନିଜର ମନମୁତାବକ ଚାକିରୀ ମିଳିବାକୁ ଯାଉଛି ।

୨ . ବୃଷ ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣଙ୍କର ଅପାର କୃପା ବର୍ଷିବାକୁ ଯାଉଛି । ପରିବାରରେ ଖୁସିର ବାତାବରଣ ଖେଳିବାକୁ ଯାଉଛି । ଭଗବାନ ଶ୍ରୀକୃଷ୍ଣ ତାଙ୍କ ପ୍ରତି ଦୟାଶୀଳ ରହିବେ । ଧନର ଅଭାବ ରହିବ ନାହିଁ । ବିଜନେସ କରୁଥିବା ବ୍ୟକ୍ତିଙ୍କ ଭଲ ଲାଭ ମିଳିବାକୁ ଯାଉଛି । କୌଣସି ଧାର୍ମିକ କାର୍ଯ୍ୟ କରିବାକୁ ଯାଉଛନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ଅପାର କୃପା ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ରହିବାକୁ ଯାଉଛି ।

୩ . ସିଂହ ରାଶି:-

ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କର ଧନ ଜନିତ ସମସ୍ୟା ଦୂର ହେବାକୁ ଯାଉଛି । ସବୁ କାମରେ ଆସୁଥିବା ବାଧା ଦୂର ହେବାକୁ ଯାଉଛି । ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ପ୍ରମୋଶନ ମିଳିବାକୁ ଯାଉଛି । ବେରୋଜଗାର ଥିବା ଲୋକଙ୍କୁ ମନମୁତାବକ ଚାକିରୀ ମିଳିବାକୁ ଯାଉଛି ।

୪ . ତୁଳା ରାଶି:-

ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କର ଅଟକି ରହିଥିବା କାର୍ଯ୍ୟ ଶେଷ ହେବାକୁ ଯାଉଛି । ଅଚାନକ ଧନ ଲାଭର ଯୋଗ ରହିଛି । ବିବାହ ହେଉନଥିବା ବ୍ୟକ୍ତିଙ୍କର ବିବାହ ହେବାକୁ ଯାଉଛି । ନିଜର କ୍ରୋଧ ଉପରେ ସଂଯମତା ରକ୍ଷା କରନ୍ତୁ । ଅଯଥା ସମସ୍ୟାରେ ପଡ଼ି ପାରନ୍ତି । ତେଣୁ ପୂର୍ବରୁ କରୁଥିବା ପ୍ଲାନରେ କାମ କଲେ ନିଶ୍ଚିତ ସଫଳ ହେବେ । ଆଗାମୀ ସମୟରେ ଅଧିକ ଖୁସିର ଆଗମନ ହେବାକୁ ଯାଉଛି ।

୫ . କୁମ୍ଭ ରାଶି:-

ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କର ଅନେକ ଲାଭ ହେବାକୁ ଯାଉଛି । ସମସ୍ତ କାର୍ଯ୍ୟରେ ସଫଳତା ମିଳିବାକୁ ଯାଉଛି । ପରିବାରରେ ଖୁସିର ବାତାବରଣ ଖେଳିବାକୁ ଯାଉଛି । ବିଜନେସରେ ଅନେକ ଲାଭ ହେବାକୁ ଯାଉଛି । ପ୍ରେମ ଜୀବନ ବିବାହର ରୂପ ନେବାକୁ ଯାଉଛି ।

୬ . କନ୍ୟା ରାଶି:-

ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କର ଲାଭ ମିଳିବାକୁ ଯାଉଛି । ରୋଜଗାରର ନୂଆ ଅବସର ପ୍ରାପ୍ତ ହେବାକୁ ଯାଉଛି । ବେରୋଜଗାର ଥିବା ଲୋକଙ୍କୁ ମନ ମୁତାବକ ଚାକିରୀ ମିଳିବାକୁ ଯାଉଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *