Excuse Me Odisha

ଯାହା କହିବୁ ସତ କହିବୁ

ସେପ୍ଟେମ୍ବର ମାସରେ ରହିଛି ମହାଧନ ଯୋଗ । ଏହି ପାଞ୍ଚଟି ରାଶି ହେବେ ଭାଗ୍ୟଶାଳୀ ଏବଂ ମାଲାମାଲ ।

ସେୟାର୍ କରନ୍ତୁ

ସାଧରଣତଃ ବ୍ୟକ୍ତିଙ୍କ ରାଶି ଉପରେ ପ୍ରଭାବ ଗ୍ରହ ମାନଙ୍କ ଚଳନ ଉପରେ ନିର୍ଭର କରିଥାଏ । ଯାହାଦ୍ୱାରା ମନୁଷ୍ୟର ସୌଭାଗ୍ୟ ଏବଂ ଦୁର୍ଭାଗ୍ୟ ନିର୍ଭର କରିଥାଏ । ଅନେକ ସମୟରେ ଖୁବ କଠିନ ପରିଶ୍ରମ କରୁଥିବା ବ୍ୟକ୍ତିକୁ ତାହାର ଉପଯୁକ୍ତ ଫଳ ପ୍ରାପ୍ତ ହୁଏନାହିଁ । ଅପର ପକ୍ଷରେ ଖୁବ କମ ପରିଶ୍ରମରେ ମଧ୍ୟ ବ୍ୟକ୍ତିକୁ ଅନେକ କିଛି ପ୍ରାପ୍ତ ହୋଇଥାଏ । ତେଣୁ ଏହା ବିଶେଷ ଭାବରେ ଗ୍ରହର ଚଳନ ଉପରେ ନିର୍ଭର କରେ । ସେପ୍ଟେମ୍ବର ମାସରେ ଗ୍ରହର ଚଳନ କାରଣରୁ ପାଞ୍ଚଟି ରାଶି ଭାଗ୍ୟବାନ ହେବାକୁ ଯାଉଛନ୍ତି । ଯେଉଁ ମାନେ ଖୁବ କମ ପରିଶ୍ରମ କରିବା ସତ୍ତ୍ୱେ ମଧ୍ୟ ସେମାନଙ୍କୁ ଉତ୍ତମ ଫଳ ମିଳିବ । ତେବେ ଚାଲନ୍ତୁ ଜାଣିନେବା ।

ଏହି ରାଶିର ବ୍ୟକ୍ତି ମାନେ ଯେଉଁ କାର୍ଯ୍ୟ କରିବେ ସବୁଥିରେ ପ୍ରଶଂସାର ପାତ୍ର ହେବେ । ପ୍ରେମ ଜୀବନ ପାଇଁ ମଧ୍ୟ ଏହି ସମୟ ଭଲ ସମୟ ଅଟେ । ଘରେ ଖୁସିର ବାତାବରଣ ରହିବ । ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ । ବିବାହରେ ବାଧା ସୃଷ୍ଟି ହେଉଥିବା ବ୍ୟକ୍ତିଙ୍କର ବାଧା ଦୂର ହେବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଉତ୍ତମ ରହିବ । କୌଣସି ନୂଆ ଯାନ କିଣିବାକୁ ମନ ବଳାଇ ପାରନ୍ତି । ପରିବାରରେ କୌଣସି ଖୁସି ଖବର କାରଣରୁ ଖୁସିର ବାତାବରଣ ଖେଳିଯାଇ ପାରେ ।

1 . ବୃଷ ରାଶି:-

ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ । ପୁରୁଣା ଟଙ୍କା ଫେରି ପାରିବେ ଏବଂ ଏକାଧିକ ସ୍ରୋତରୁ ଆର୍ଥିକ ଲାଭ ହେବ । ବ୍ୟସାୟରେ ଅଧିକ ଲାଭ ମିଳିବ ।

2 . ସିଂହ ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପାରିବାରିକ ସମସ୍ୟା ଦୂର ହେବ । ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରିବେ । ହଠାତ କୌଣସି ଖୁସି ଖବର ମିଳିବାକୁ ଯାଉଛି । ଭାଗ୍ୟର ସହଯୋଗରେ ଉନ୍ନତି ହେବ ।

3 . କନ୍ୟା ରାଶି:-

ଖୁବ ଶୀଘ୍ର ଏମାନଙ୍କ ଜୀବନରେ ଖୁସିର ସମୟ ଆସିବାକୁ ଯାଉଛି । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ମାତା ଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ ସମସ୍ୟା ରହିବ ନାହିଁ ଏବଂ ସବୁ କାର୍ଯ୍ୟରେ ସଫଳତା ମିଳିବ । ବ୍ୟାପାରରେ ଲାଭ ହେବ ।

4 . ତୁଳା ରାଶି:-

ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ । ଭାଗ୍ୟ ବଳରେ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ । କୌଣସି ନୂତନ କାର୍ଯ୍ୟରୁ ଲାଭ ପ୍ରାପ୍ତ ହେବ । ଆଗାମୀ ସମୟରେ ଧନର ଅଭାବ ରହିବ ନାହିଁ । ଜୀବନରେ ସୁଖ ଶାନ୍ତି ପ୍ରତିଷ୍ଠା ହେବ ।

5 . କୁମ୍ଭ ରାଶି:-

ଏମାନେ ଖୁବଶୀଘ୍ର ମାଲାମାଲ ହେବାକୁ ଯାଉଛନ୍ତି । ଶୁଭ ସଂଯୋଗ ଦ୍ୱାରା ହେବାକୁ ଥିବା ଖରାପ ସମୟ ଭଲ ସମୟରେ ରୂପାନ୍ତରିତ ହୋଇଯିବ । କୁବେର ମହାରାଜଙ୍କ କୃପାରୁ ଧନ୍ୟ ଧାନ୍ୟରେ ଭରିଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *