Excuse Me Odisha

ଯାହା କହିବୁ ସତ କହିବୁ

ଥରେବି ଲାଜ ନକରି ସ୍ୱାମୀ ସହିତ କରି ଦିଅନ୍ତୁ ଏହି ସବୁ କାମ । ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଆପଣ ଏକ ଭୁଲ କାମ କରିବି ସୁଦ୍ଧା ସେଥିରେ ସଫଳତା ହାସଲ କରି ପାରିବେ । ସେହି କର୍ମକୁ ବିନା ଲାଜରେ କଲେ ସେଥିରେ ନିଶ୍ଚୟ ସଫଳତା ହାସଲ କରି ପାରିବେ ଏବଂ କୋଟିପତି ମଧ୍ୟ ହୋଇ ପାରିବେ । ସେହିପରି ଗୋଟିଏ ଜିନିଷ ମାଗିବାରେ କେବେବି ଲାଜ କରିବା ଉଚିତ ନୁହେଁ । ନଚେତ ଆପଣଙ୍କୁ ସଫଳତା ମିଳିବ ନାହିଁ । ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ହୋଇଛି ଯେ ଲାଜ କରିବା ଦ୍ୱାରା ସେଥିରେ ସଫଳତା ମିଳିନଥାଏ । ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିରେ ଯେଉଁ ସବୁ କଥା ବର୍ଣ୍ଣନା କରିଛନ୍ତି , ତାହାକୁ ଜଣେ ବ୍ୟକ୍ତି ଭଲ ଭାବରେ ମାନିଲେ କେବେବି ସେହି ବ୍ୟକ୍ତି ସମସ୍ୟାରେ ପଡ଼ିବ ନାହିଁ ଏବଂ ସେହି କାର୍ଯ୍ୟରେ ନିଶ୍ଚିତ ସଫଳତା ପାଇବେ ।

୧ . ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ବ୍ୟକ୍ତିଙ୍କୁ କେବେବି ଖାଇବାରେ ଲାଜ କରିବା ଉଚିତ ନୁହେଁ । ନଚେତ ସେହି ବ୍ୟକ୍ତି ଭୋକରେ ଶୋଇଥାନ୍ତି । ଏହା ତାଙ୍କ ପାଇଁ ବହୁତ ବଡ଼ ଅସୁବିଧା ଅଟେ । କାରଣ ଭୋକିଲା ଥିବା ବ୍ୟକ୍ତି ସବୁବେଳେ ରାଗିଥାଏ । ତେଣୁ ଯଦି ପୁରୁଷ ମାନେ ନିଜ ସ୍ତ୍ରୀ କୁ ଏଭଳି ଖାଇବା ମାଗିବାରେ ଲାଜ କରୁଛନ୍ତି ତେବେ ତାହା ଉଚିତ ହୋଇ ନଥାଏ ।

୨ . ସ୍ୱାମୀ ସ୍ତ୍ରୀ ଝଗଡ଼ା କରିବା ସମୟରେ ଏଭଳି କିଛି କାମ ଆଦୋୖ କରିବା ଉଚିତ ନୁହେଁ । ସ୍ୱାମୀ ସ୍ତ୍ରୀ ନିଜ ଭିତରେ ସବୁବେଳେ ଭଲ ସମ୍ବନ୍ଧ ରଖିବା ଆବଶ୍ୟକ । ସ୍ୱାମୀ ସ୍ତ୍ରୀ ସମ୍ବନ୍ଧ ବନାଇବା ସମୟରେ ଲାଜ କରିବା ଉଚିତ ନୁହେଁ । ନଚେତ ସେମାନଙ୍କ ମଧ୍ୟରେ ଅନ୍ୟ କେହି ବ୍ୟକ୍ତି ନିଶ୍ଚିତ ପଶିଥାଏ । ଯାହାଦ୍ୱାରା ସମ୍ପର୍କରେ ବାଧା ସୃଷ୍ଟି ହୋଇଥାଏ । ତେଣୁ ନିଜ ନିଜ ମଧ୍ୟରେ ଭଲ ବୁଝାମଣା ସହିତ ସମ୍ବନ୍ଧ ବନାଇବା ସମୟରେ ସ୍ୱାମୀ ସ୍ତ୍ରୀ ଲାଜ କରିବା ଉଚିତ ନୁହେଁ ।

୩ . ଆଚାର୍ଯ୍ୟ ଚାଣକ୍ୟଙ୍କ ସୁଲଭ ଅନୁଯାୟୀ କେହିବି ବ୍ୟକ୍ତି ଗୁରୁଙ୍କ ପାଖରୁ ଜ୍ଞାନ ନେବା ସମୟରେ ଲାଜ କରିବା ଉଚିତ ନୁହେଁ । ନଚେତ ଜ୍ଞାନ ଅସମ୍ପୂର୍ଣ୍ଣ ରହିଯାଏ । ଏହି ଅଧା ଜ୍ଞାନ ଜୀବନର ସବୁଠାରୁ ବଡ ଅସଫଳତା ମାନା ଯାଇଥାଏ ।

୪ . ପ୍ରତ୍ୟେକ ବ୍ୟକ୍ତି ନିଜର ଧାର ଦେଇଥିବା ଟଙ୍କାକୁ ମାଗିବା ଉଚିତ । କାରଣ ଯେଉଁ ବ୍ୟକ୍ତି ନିଜର ଧାର ଦେଇଥିବା ଟଙ୍କାକୁ ଅନ୍ୟ ଠାରୁ ମାଗିବାକୁ ଲାଜ କରିଥାଏ ସେ କେବେବି ଧୋନୀ ହୋଇ ପାରେ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *