Excuse Me Odisha

ଯାହା କହିବୁ ସତ କହିବୁ

୨୦୦ ବର୍ଷ ପରେ ରକ୍ଷା ବନ୍ଧନରେ ହେବାକୁ ଯାଉଛି ମହା ସଂଯୋଗ । ତିନୋଟି ରାଶି ହେବେ କୋଟିପତି ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚଳିତ ବର୍ଷ ୨୦୦ ବର୍ଷ ପରେ ଗୁରୁ ଏବଂ ଶନି ଗ୍ରହ ନିଜର ବକ୍ରି ଅବସ୍ଥାରେ ନିଜ ନିଜର ସ୍ୱରାଶିରେ ଉପସ୍ଥିତ ରହିବେ । ଏହା ସହିତ ଚଳିତ ବର୍ଷ ରକ୍ଷା ବନ୍ଧନରେ ୨୪ ବର୍ଷ ପରେ ରବି ଯୋଗ , ବୁଦ୍ଧାଦିତ୍ୟ ଯୋଗ ଏବଂ ଶତଭେଷଲକ୍ଷଣର ଦୁର୍ଲଭ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏମିତିରେ ତିନୋଟି ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଶୁଭ ପ୍ରମାଣିତ ହେବାକୁ ଯାଉଛି । ଏମାନଙ୍କର ବିବାହ , ଆର୍ଥିକ ସମସ୍ୟା ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହେବାକୁ ଯାଉଛି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ଏବଂ ଏଥରର ରକ୍ଷା ବନ୍ଧନ ଅନେକ ଖୁସି ନେଇ ଆସିବ । ଏମାନଙ୍କୁ ସବୁ ପ୍ରକାରର ସଫଳତା ମଧ୍ୟ ମିଳିବାକୁ ଯାଉଛି ।

ମିଥୁନ ରାଶି:-

ରକ୍ଷା ବନ୍ଧନରେ ପଡୁଥିବା ରବି ଯୋଗ , ବୁଦ୍ଧାଦିତ୍ୟ ଯୋଗ ଏବଂ ଶତଭେଷଲକ୍ଷଣର ଦୁର୍ଲଭ ଯୋଗ ଯୋଗୁଁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଏହି ସମୟରେ ଏମାନଙ୍କୁ ଭାରି ଆର୍ଥିକ ଲାଭ ପ୍ରାପ୍ତ ହେବ । ଶନିଦେବଙ୍କ କୃପାରୁ ଚାକିରୀ ଏବଂ ବ୍ୟାପାରରେ ଅନେକ ଗୁଣା ଲାଭ ହେବ । ଏହି ସମୟରେ ଏକାଧିକ ସ୍ରୋତରୁ ଧନ ପ୍ରାପ୍ତି ହୋଇପାରେ । ଧାର ଦେଇଥିବା ଟଙ୍କା ଫେରି ପାରିବେ । ଆର୍ଥିକ ଦୃଷ୍ଟିକୋଣରୁ ଦୃଢ଼ ରହିବେ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ମଧ୍ୟ ଉତ୍ତମ ରହିବ । ଗମ୍ଭୀର ରୋଗରୁ ମୁକ୍ତି ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଲେ ମାନସିକ ଚିନ୍ତା ଦୂର ହେବ ।

୨ . ସିଂହ ରାଶି:-

ଏହି ରାଶିର ବ୍ୟକ୍ତିଙ୍କୁ ବହୁତ ବଡ଼ ଫାଇଦା ମିଳିବାକୁ ଯାଉଛି । ଏହି ସମୟରେ ବ୍ୟାପାରରେ ଅନେକ ଫାଇଦା ମିଳିବାକୁ ଯାଉଛି । ଚାକିରୀ ସନ୍ଧାନରେ ଥିବା ଲୋକଙ୍କୁ ଚାକିରୀ ମିଳିବ । କୌଣସି ବିବାହ କାର୍ଯ୍ୟକ୍ରମ ସମାରୋହରେ ସମ୍ମାନ ମିଳିପାରେ । ଆମଦାନୀରେ ଅଧିକ ଗୁଣା ବୃଦ୍ଧି ହେବ । କରଜ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ । ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ ଏବଂ ଆର୍ଥିକ ସମସ୍ୟା ଦୂର ହେବ । କାର୍ଯ୍ୟ ଭାର ବଢ଼ିପାରେ କିନ୍ତୁ ନିଜର କୁଶଳ ବ୍ୟକ୍ତିତ୍ୱ କାରଣରୁ ଆପଣ ସବୁକିଛି ଭଲ ଭାବରେ ସମ୍ଭାଳି ପାରିବେ । ବୈବାହିକ ଜୀବନରେ ମଧୁରତା ବଜାୟ ରହିବ ।

୩ . ଧନୁ ରାଶି:-

ଏହି ଦିନ ସୃଷ୍ଟି ହେଉଥିବା ତିନୋଟି ଶୁଭ ଯୋଗ କାରଣରୁ ଏମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଏହି କାରଣରୁ ବ୍ୟାପାରରେ ଅଧିକ ଲାଭ ମିଳିବାକୁ ଯାଉଛି । ଚାକିରୀ ସନ୍ଧାନରେ ଥିବା ଲୋକଙ୍କୁ ଏକାଧିକ ଅବସର ମିଳିବ । ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବ ଏବଂ ବୃହସ୍ପତିଙ୍କର ବିଶେଷ କୃପା ବଜାୟ ରହିବ । ମାନସିକ ଚିନ୍ତାରୁ ପୁରାପୁରି ମୁକ୍ତି ମିଳିବ । ପରିବାରରେ ସୁଖ ଶାନ୍ତି ସମୃଦ୍ଧି ବୃଦ୍ଧି ହେବ ଏବଂ ଆର୍ଥିକ ସମସ୍ୟା ଦୂର ହେବ । ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *