Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ ୩୦ ରକ୍ଷା ବନ୍ଧନରେ ଏହି ଚାରୋଟି ରାଶି ଉପରେ ହେବ ଧନ ବର୍ଷା । ସମଗ୍ର ୫୮ ବର୍ଷ ପରେ ସୃଷ୍ଟି ହେଉଛି ଯୋଗ ।

ସେୟାର୍ କରନ୍ତୁ

ଅଗଷ୍ଟ ୩୦ ବୁଧବାର ଦିନ ଭଲଭଦ୍ରଙ୍କ ଜନ୍ମ ଉତ୍ସବ ସହିତ ରକ୍ଷା ବନ୍ଧନ ମଧ୍ୟ ପଡ଼ୁଛି । ଆଗାମୀ ଦିନ ଅର୍ଥାତ ଗୁରୁବାର ଦିନ ଶ୍ରାବଣ ପୂର୍ଣ୍ଣିମା ପଡ଼ୁଛି । ହିନ୍ଦୁ ଧର୍ମ ଅନୁଯାୟୀ ଏହି ଦିନଟି ଅତ୍ୟନ୍ତ ପବିତ୍ର ମଧ୍ୟ ଅଟେ । ଆଜି ଆମେ ଏହି ଲେଖାରେ ରକ୍ଷା ବନ୍ଧନର ମହତ୍ତ୍ୱ ଏବଂ ଏହି ଅବସରରେ କେଉଁ ପାଞ୍ଚଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି ସେହି ବିଷୟରେ କହିବୁ । ଚଳିତ ବର୍ଷ ରକ୍ଷା ବନ୍ଧନ ଅବସରରେ ମାତା ଲକ୍ଷ୍ମୀଙ୍କ କୃପା କିଛି ରାଶି ଉପରେ ପଡ଼ିବା ସହିତ ସେମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି ଏବଂ ସେମାନଙ୍କ ଜୀବନରେ ସୁଖ ସମୃଦ୍ଧିଟ ଆଗମନ ହେବାକୁ ଯାଉଛି । ଯାହାକି ଦୀର୍ଘ ୫୦୦ ବର୍ଷ ପରେ ଆସିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିନେବା ସେହିସବୁ ରାଶି ମାନଙ୍କ ବିଷୟରେ ।

୧ . ସିଂହ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଅପାର କୃପା କାରଣରୁ ଆଗାମୀ ଦିନ ଅତ୍ୟନ୍ତ ଭଲ ରହିବାକୁ ଯାଉଛି । ବିଜେନସ କରୁଥିବା ବ୍ୟକ୍ତଙ୍କୁ ବିଜନେସ କ୍ଷେତ୍ରରେ ଏବଂ ଅଧ୍ୟୟନ କରୁଥିବା ବ୍ୟକ୍ତିଙ୍କୁ ଶିକ୍ଷା କ୍ଷେତ୍ରରେ ଉନ୍ନତି ମିଳିବାକୁ ଯାଉଛି । ଅବିବାହିତ ବ୍ୟକ୍ତିଙ୍କର ବିବାହର ଯୋଗ ବନିବାକୁ ଯାଉଛି । ବେରୋଜଗାରଙ୍କୁ ନିଜର ମନ ପସନ୍ଦର ଚାକିରୀ ମିଳିବାକୁ ଯାଉଛି ।

୨ . କନ୍ୟା ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ପଡ଼ିବାକୁ ଯାଉଛି । ଯାହାଦ୍ୱାରା ପୂର୍ବରୁ ରହିଥିବା ଆର୍ଥିକ ସମସ୍ୟା ଦୂର ହେବାକୁ ଯାଉଛି । ଆଗାମୀ ସମୟରେ ଆପଣଙ୍କୁ ଅପାର ଧାନ ଲାଭ ହେବାକୁ ଯାଉଛି । ଯେଉଁ କାରଣରୁ ଆଉ ଆର୍ଥିକ ସମସ୍ୟା ରହିବ ନାହିଁ । ବେରୋଜଗାରଙ୍କୁ ଚାକିରୀ ଏବଂ ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ କୃପାରୁ ଜୀବନର ସବୁ ଦୁଃଖ ଦୂର ହେବାକୁ ଯାଉଛି ।

୩ . ତୁଳା ରାଶି:-

ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କ ଜୀବନରେ ଖୁସି ଆସିବା ସହିତ ଧନ ପ୍ରାପ୍ତି ହେବାକୁ ଯାଉଛି । ବିବାହ ହେଉନଥିବା ବ୍ୟକ୍ତିଙ୍କର ବିବାହ ହେବ ଏବଂ ସନ୍ତାନ ହେଉ ନଥିବା ଦମ୍ପତ୍ତିଙ୍କର ସନ୍ତାନ ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବାକୁ ଯାଉଛି ।

୪ . କୁମ୍ଭ ରାଶି:-

ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବାକୁ ଯାଉଛି । ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ଚାକିରୀ ମିଳିବ । ମାତା ଲକ୍ଷ୍ମୀଙ୍କ କୃପାରୁ ବିବାହ ହେଉନଥିବା ଲୋକଙ୍କର ବିବାହ ହେବା ସହିତ ଧନ ସମ୍ପତ୍ତି ପ୍ରାପ୍ତ ହେବାକୁ ଯାଉଛି ।

୫ . ମକର ରାଶି:-

ମାତା ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ମନ ପ୍ରଫୁଲ୍ଲ ରହିବା ସହିତ ଦାମ୍ପତ୍ୟ ଜୀବନ ଖୁସିରେ କଟିବାକୁ ଯାଉଛି । ଚାକିରୀ ମିଳୁନଥିବା ବ୍ୟକ୍ତିଙ୍କୁ ଚାକିରୀ ମିଳିବ । ଚାକିରୀ କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ହେବ । ଏହାବ୍ୟତୀତ ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଭାଗ୍ୟ ସମ୍ପୁର୍ଣ୍ଣ ବଦଳିବାକୁ ଯାଉଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *